‘ବିକ୍ରମ ଭେଧା’ର ଟ୍ରେଲ୍ର ରିଲିଜ୍ : ଗ୍ୟାଙ୍ଗଷ୍ଟର୍ ଭୂମିକାରେ ହ୍ରିତିକ୍
ବଲିଉଡ୍ର ରକ୍ଷ୍ଟାର ହ୍ରିତିକ୍ ରୋଶନ ଏବଂ ସୈଫ୍ ଅଲି ଖାନ୍ଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ର ଟ୍ରେଲ୍ର ରିଲିଜ୍ ହୋଇଯାଇଛି। ଟ୍ରେଲ୍ରଟି ଦେଖିବା ପରେ ଦର୍ଶକ ପ୍ରଶଂସା କରିଛନ୍ତି। ଦୁଇ ମିନିଟ ପଚାଶ ସେକେଣ୍ଡର ଏହି ଟ୍ରେଲରେ ହ୍ରିତିକ୍ ଜଣେ ଗ୍ୟାଙ୍ଗଷ୍ଟର୍…
ବିବାଦୀୟ କୁର୍ଲିସ କ୍ଲବ ଉପରେ ଚଢିଲା ବୁଲ୍ଡୋଜର
ପାଣାଜୀ,୯।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ସରକାର ଶୁକ୍ରବାର ବଡ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିବାଦୀୟ କୁର୍ଲିସ କ୍ଲବକୁ ସରକାର ଭାଙ୍ଗି ଦେଇଛନ୍ତି। ସିଆର୍ଜେଡ୍ ନିୟମ ଉଲ୍ଲଂଘନ କରିଥିବାରୁ ଏହି…
କମୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୯।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୦୯୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ଭୁଶୁଡିଲା ନିର୍ମାଣାଧୀନ କୋଠା: ୫ ଚାପି ହୋଇଥିବା ଆଶଙ୍କା
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ଆଜାଦ ମାର୍କେଟ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡିଛି। ୫ ଜଣ ଲୋକ ତଳେ ପୋତି ହୋଇଥିବା ଅଗ୍ନିଶମ ବିଭାଗ ଏହି ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତିନୋଟି ଅଗ୍ନିଶମ ଟେଣ୍ଡର…
ଏବେ ଓଟିଟିରେ ଉପଲବ୍ଧ ‘ସୀତା ରାମମ୍’
ମୁମ୍ବାଇ: ସାଉଥ୍ ଅଭିନେତା ଦୁଲକୀର ସଲମାନ, ରଶ୍ମିକା ମନ୍ଦାନା ଏବଂ ମୃଣାଳ ଠାକୁରଙ୍କ ଅଭୀନିତ ଫିଲ୍ମ‘ସୀତା ରାମମ୍’ ଏବେ ଚର୍ଚ୍ଚାରେ। ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା। ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି। ତେବେ ଏହି ଫିଲ୍ମଟିକୁ ଦେଖିବାକୁ…
ବସ୍ଷ୍ଟାଣ୍ଡ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ
ମାର୍ଶାଘାଇ,୯ା୯(ଡି.ଏନ.ଏ.): ମାର୍ଶାଘାଇଠାରେ ନିର୍ମାଣ ହେବାକୁ ଯାଉଥିବା ନୂତନ ବସ୍ଷ୍ଟାଣ୍ଡ ପାଇଁ ଗୁରୁବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ସରକାରୀ ଜାଗାକୁ ଜବରଦଖଲ କରିଥିବା ୯ ଟି ଦୋକାନ ଗୃହ ଓ ସେଠାରେ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେବ…
କେନାଲରେ ଆସୁନି ପାଣି, ଧାନଜମି ଫାଟି ଆଁ
ରଘୁନାଥପୁର,୯ା୯(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ବହୁବିଧି ଯୋଜନା କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ଠିକ୍ ଭାବେ ହେଉନାହିଁ। ଗତବର୍ଷ ଅଦିନିଆ ଲଗାଣ ବର୍ଷାରେ ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ…
ଡାମରପୁର ଘେରିବନ୍ଧ କାର୍ଯ୍ୟ ନିମ୍ନମାନର
ପଟ୍ଟାମୁଣ୍ଡାଇ,୯ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ୯ କିମି ବ୍ୟାପୀ ଡାମରପୁର ବନ୍ୟା ଘେରିବନ୍ଧ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟା ଦାଉରୁ ଡାମରପୁର, ବଳଭଦ୍ରପୁର ପଞ୍ଚାୟତକୁ ରକ୍ଷା କରିବାକୁ ୧୯୫୯ରେ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ…
ସକ୍ରିୟ ରହିଛି ଲଘୁଚାପ: ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ୱର,୯।୯(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୁଳ ସମୁଦ୍ର ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ…
ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ ସେଣ୍ଟ୍ରାଲ ଭିଷ୍ଟା, ଡିଏମଆରସି ଯୋଗାଇବ ବସ ସେବା
ନୂଆଦିଲ୍ଲୀ,୯ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟାର ଉଦଘାଟନ କରି ଦେଇଛନ୍ତି । ଏହାପରେ ୯ ସେପ୍ଟେମ୍ବର ଅର୍ଥାତ୍ ଶୁକ୍ରବାର ସାଧାରଣ ଜନତାଙ୍କ ପାଇଁ ସେଣ୍ଟ୍ରାଲ ଭିଷ୍ଟା ଖୋଲି ଦିଆଯିବ । ଏଠାକୁ ଆସୁଥିବା ଲୋକଙ୍କ ପାଇଁ…
ଆଜି ରାଜ୍ୟରୁ ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୭୨୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪୯ ଜଣ ଚିହ୍ନଟ ହୋଇଥିବା…
ବିପଦସଙ୍କୁଳ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ
କୋରେଇ,୯ା୯(ଡି.ଏନ.ଏ.):କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ କୋରେଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାହିଁନାହିଁରେ ଚାଲିଛି। ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଥିବା ବେଳେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଫଳରେ ପିଲାମାନଙ୍କର…

