ଇମ୍ରାନ୍ଙ୍କ ଆଜାଦୀ ମାର୍ଚ୍ଚ
ଇସ୍ଲାମାବାଦ, ୨୬ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ୍ ଖାନ୍ ହଟିଯିବା ପରେ ଏବେ ପୁନର୍ବାର କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦେଶରେ ତୁରନ୍ତ ନିର୍ବାଚନ କରାଇବା ଦାବିରେ ଇମ୍ରାନ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)ର…
ପ୍ରଥମ ମହିଳା ଯୁଦ୍ଧବିମାନ ପାଇଲଟ୍ ସମ୍ମାନିତ
ନୂଆଦିଲ୍ଲୀ,୨୬।୫: କ୍ୟାପ୍ଟେନ୍ ଅଭିଳାଷା ବାରାକ ସ୍ଥଳସେନାର ପ୍ରଥମ ମହିଳା ଯୁଦ୍ଧବିମାନ ଚାଳିକା ହୋଇପାରିଛନ୍ତି। ଆର୍ମିର ଯୁଦ୍ଧ ବିମାନ ଉଡାଣ ପାଇଁ ଥିବା ସ୍ବତନ୍ତ୍ର କୋର୍ସ କରିବା ପରେ ଅଭିଳାଷାଙ୍କୁ ଏହି ସଫଳତା ମିଳିଛି। ନାସିକର କମ୍ବାଟ୍ ଆର୍ମି ଆଭିଏଶନ୍ ଟ୍ରେନିଂ ସ୍କୁଲରେ…
ଚାରଧାମ ଯାତ୍ରା ସମୟରେ ହୃଦଘାତରେ ଆଉ ୮ ଜଣଙ୍କ ମୃତ୍ୟୁ
ରୁଦ୍ରପ୍ରୟାଗ,୨୬ ।୫: ଦୀର୍ଘ ପ୍ରାୟ ୨ ବର୍ଷ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ହୃଦଘାତରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ କେବଳ…
୨୧ରୁ ‘ଶ୍ରୀ ରାମାୟଣ ଯାତ୍ରା’ ଟ୍ରେନ୍
ଲକ୍ଷ୍ନୌ, ୨୬ା୫: ଜୁନ୍ ୨୧ ତାରିଖରେ ଇଣ୍ଡିଆନ୍ ରେଲ୍ଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେଶନ (ଆଇଆର୍ସିଟିସି) ଏକ ୧୮ ଦିନିଆ ସ୍ବତନ୍ତ୍ର ଟ୍ରେନ୍ ‘ଶ୍ରୀ ରାମାୟଣ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଜୀବନୀ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଏହି…
ଆତଙ୍କବାଦୀଙ୍କ ଗୁଳିରେ ଅଭିନେତ୍ରୀ ନିହତ
ଶ୍ରୀନଗର, ୨୬ା୫: ଜମ୍ମୁ-କଶ୍ମୀରର ବୁଦ୍ଗାମ ଜିଲାରେ ବୁଧବାର ଆତଙ୍କବାଦୀଙ୍କ ଗୁଳିରେ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ହିଶୋରା ଚଦୋରାର ବାସିନ୍ଦା ଆମ୍ରିନ୍ ଭଟ୍ଟ(୩୫)। ଗୁଳି ବାଜି ତାଙ୍କ ୧୦ ବର୍ଷୀୟ ପୁତୁରା ଆହତ ହୋଇଛନ୍ତି। ଉଭୟେ ଘର…
ଶିବରାଜଙ୍କ ଅଭିନବ ପ୍ରୟାସ
ଭୋପାଳ,୨୬ା୫: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଙ୍ଗଳବାର ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର…
କାବୁଲରେ ମସଜିଦ, ମିନି ବସରେ ୪ ବିସ୍ଫୋରଣ: ୧୬ ମୃତ
କାବୁଲ,୨୬ ।୫: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ମସଜିଦ ଓ ଉତ୍ତର ସହର ମଜାର-ଏ-ଶରିଫରେ ୩ ମିନି ବସରେ ହୋଇଥିବା ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକେ ଗୁରୁତର…
ଜାଣନ୍ତି କି ପ୍ରଥମେ ଗୁପ୍ଚୁପ୍ କିଏ କାହାକୁ କରି ଖାଇବାକୁ ଦେଇଥିଲେ
ଭାରତରେ କିଛି ଲୋକ ଗୁପ୍ଚୁପ୍ ଖାଇବାକୁ ପସନ୍ଦ କରିଥାନ୍ତି। ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଗୁପ୍ଚୁପ୍ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କେଉଁଠି ଏହାକୁ ଗୁପ୍ଚୁପ୍ ତ ଆଉ କେଉଁଠି ପୁଚ୍କା, ଆଉ କେଉଁଠି ପାନିପୁରୀ…
ନିର୍ବନ୍ଧ ସାରି ଫେରୁଥିଲେ, ଓଲଟିଲା ଗାଡ଼ି, ୩ ଗୁରୁତର
ସୋରଡ଼ା,୨୫ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଦାରିଙ୍ଗବାଡ଼ି ଜାତୀୟ ରାଜପଥ ଗାଜଲବଡ଼ି ନିକଟ ଭୂତପଙ୍କାଳ ରାସ୍ତାରେ ବୁଧବାର ଅପରାହ୍ନରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା ଏକ ଗାଡ଼ି। ଫଳରେ ଏଥିରେ ଥିବା ୧୫ ଜଣଙ୍କ ମଧ୍ୟରୁ ୧୨…
କଂଗ୍ରେସ ଛାଡିବା ସହଜ ନ ଥିଲା: ସିବଲ
ନୂଆଦିଲ୍ଲୀ,୨୫।୫: କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କପିଲ ସିବଲ। ବୁଧବାର ସେ କହିଛନ୍ତି, ୨୦୨୪ରେ ଆମେ ଏକାଠି ଲୋକଙ୍କ ସ୍ବର ଉତ୍ତୋଳନ କରିବୁ। ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ…
୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ,୨୫।୫: ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକସଭା ତଥା ବିଧାନସଭା ଉପ-ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଉତ୍ତରପ୍ରଦେଶ, ପଞ୍ଜାବ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଏବଂ ଝାଡଖଣ୍ଡରେ ୩ଟି ଲୋକସଭା ଏବଂ…
ବିବାଦରେ ରାହୁଲଙ୍କ ଲଣ୍ଡନ ଯାତ୍ରା
ନୂଆଦିଲ୍ଲୀ,୨୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ବ୍ରିଟେନ ଗସ୍ତରେ ଯାଇଛନ୍ତି। ସେ ଲଣ୍ଡନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଇଡିଆ ଫର୍ ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାସହ ସେ ବ୍ରିଟେନ୍ ଲେବର ପାର୍ଟି ନେତା ତଥା ଏମ୍ପି ଜେରେମି କର୍ବିନଙ୍କୁ ଭେଟିଛନ୍ତି।…
Archives


