ଛୋଟ ସହର ଦଖଲ କରୁଛି ରୁଷିଆ
କିଭ୍, ୨୯ା୫: ପୂର୍ବ ୟୁକ୍ରେନ୍ରେ ଆକ୍ରମଣ ତୀବ୍ର କରିଥିବା ରୁଷିଆ ଏବେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ଛୋଟ ଛୋଟ ସହର ଦଖଲ ଉଦ୍ୟମ ଜାରି ରଖିଛି। ଶନିବାର ରୁଷିଆ ଲିମ୍ୟାନ ସହରକୁ କବ୍ଜା କରିଥିବା ଦାବି କରିଛି। ଡୋନ୍ବାସ…
ନୂଆ ରୂପରେ ଫେରିବ ଆମ୍ବାସଡର କାର
ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା । ଏବେ କୋଲକାତାରେ କମ୍ ପରିମାଣରେ ଆମ୍ବାସଡର କାରକୁ ଟ୍ୟାକ୍ସି ରୂପେ ବ୍ୟବହାର କରାଯାଉଥିବା…
ଝାଡ଼ଖଣ୍ଡରେ କଂଗ୍ରେସକୁ ମିଳିବ ଗୋଟିଏ ରାଜ୍ୟ ସଭା ଆସନ
ନୂଆଦିଲ୍ଲୀ,୨୯ ।୫: ସାରା ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରାଯାଉଛି । ଏହାକୁ ନେଇ ପ୍ରାୟ ସମସ୍ତ ବଡ ବଡ ରାଜନୌତିକ ଦଳ ନିଜ ଭିତରେ କଥାବାର୍ତ୍ତା ଜାରି ରଖିଛନ୍ତି । ଏହାରି ଭିତରେ ସୂଚନା…
ରୁଷିଆ ତା’ର ହାଇପରସୋନିକ ଜିରକନ ମିଶାଇଲର କଲା ସଫଳ ପରୀକ୍ଷଣ, ଶବ୍ଦଠାରୁ ୯ ଗୁଣା ଅଧିକ ବେଗରେ ଗତି କରିବ
ମସ୍କୋ,୨୯ ।୫: ୟୁକ୍ରେନ ସହ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନୌସେନା ଶନିବାର ନିଜର ହାଇପରସୋନିକ ମିଶାଇଲର ଆଉ ଏକ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଦ୍ୱାରା ରୁଷିଆ ସେନା ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ…
ବର ସହ ଘୋଡ଼ାକୁ ଟେକିଲେ କନ୍ୟାପକ୍ଷ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଅଟୋ ଉପରେ ମାଡ଼ିଗଲା ଟ୍ରକ୍: ୩ ଜଣଙ୍କ ଜୀବନ ଗଲା
କୋରାପୁଟ,୨୮ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡ଼ା ନିକଟରେ ଏକ ଅଟୋ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
‘ମନ୍ନତ’ ନେମ୍ପ୍ଲେଟ୍ ହଟାଇଲେ ଶାହାରୁଖ
ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖଙ୍କ ବିଳାସପୂର୍ଣ୍ଣ ଘର ‘ମନ୍ନତ’ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିଛିଦିନ ତଳେ ଶାହରୁଖ ନିଜ ଘର ‘ମନ୍ନତ’ର ନେମ୍ପ୍ଲେଟ୍କୁ ନେଇ ଚର୍ଚ୍ଚାରେ ଥିଲେ। କାରଣ ଏହି ନେମ୍ ପ୍ଲେଟ୍ର ଦାମ୍ ୨୫ ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା। ଅନେକ…
ମାଓବାଦୀ ଖଞ୍ଜିଥିଲେ ଟିଫିନ୍ ବୋମା
ବାଲିଗୁଡ଼ା,୨୮ା୫(ଡି.ଏନ୍.ଏ.): କିଛି ଦିନର ବ୍ୟବଧାନ ପରେ କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓବାଦୀ ସଙ୍ଗଠନ । ସେପଟେ ପୋଲିସ ମାଓବାଦୀ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ। ଏଭଳି ସ୍ଥିତିରେ କନ୍ଧମାଳ ଜିଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆର୍ପିଏଫ୍…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୯,୧୭୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
୨୦ ଫୁଟ ତଳକୁ ଖସିଲା ପାର୍ଶଲ ବୋଝେଇ କଣ୍ଟେନର, ୨ ଗୁରୁତର
କେନ୍ଦୁଝର,୨୮ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆ ଘାଟିରେ ଏକ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଟ୍ରାନ୍ସ କାରଗୋ ଇଣ୍ଡିଆ ନାମକ ପାର୍ଶଲ ବୋଝେଇ କଣ୍ଟେନର ସୁରତରୁ କୋଲକାତା ଅଭିମୁଖେ ଯାଉଥିବାବେଳେ ଶନିବାର…
ଗୋଟିଏ ଜମିକୁ ଦୁଇଥର ବିକ୍ରି
କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର ପ୍ଲଟ୍ ନମ୍ବର ୨୬୩ରେ ଏହି ବେଆଇନ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଜାଲ୍ କାଗଜପତ୍ର…
‘ଅନୁପମା’ରେ ନୂଆ ଏଣ୍ଟ୍ରି
ବମ୍ବେ: ଷ୍ଟାରପ୍ଲସ୍ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅନୁପମା’ରେ ହେବାକୁ ଯାଉଛି ନୂଆ ଏଣ୍ଟ୍ରି। ଆଗାମୀ ଏପିସୋଡରେ ଅନୁପମାଙ୍କ ସହ ଅନୁଜ ହନିମୁନ୍ରେ ଯିବେ। ଏହାପରେ ଅନୁଜଙ୍କ ପରିବାରଲୋକଙ୍କ ସହ ଜଣେ କୁନି କଳାକାର ଶୋ’ରେ ନଜର ଆସିବେ। ନିକଟରେ ଏହାର ଝଲକ…
Archives


