Home Left

ଗୋଟିଏ ଟ୍ରକ୍‌କୁ ଆଗରୁ ପଛରୁ ପିଟିଲେ ଆଉ ୨ ଟ୍ରକ୍‌

ନୂଆପଡ଼ା ଅଫିସ, ୧୩।୪: ନୂଆପଡ଼ା ଜିଲା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଯାନ୍ତ୍ରୀକ ତ୍ରୁଟି ଯୋଗୁ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ସାମ୍ନା ଏକ ଟ୍ରକ୍‌ ଧକ୍କା ଦେବା ପରେ ପଛରୁ ଆଉ…

କୋରିଆନ ଇଣ୍ଡଷ୍ଟ୍ରିରେ କାମ କରିବେ ଅଭିନେତ୍ରୀ

କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ ସିରିଜ ଓ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ…

ଟି-୨୦ ମ୍ୟାଚ୍‌ରେ ଚମତ୍କାର: ୬ ବଲ୍‌ରେ ୬ ଉଇକେଟ୍‌! ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୧୩।୪:ଯଦି ଏକ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥାଏ, ତେବେ ବୋଧହୁଏ ଏହାକୁ ସହଜରେ କେହି ବିଶ୍ୱାସ କରି ପାରିବେ ନାହିଁ, କିନ୍ତୁ ନେପାଳର କ୍ଲବ କ୍ରିକେଟ (ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପ)ରେ ଏହି…

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା: ୧୨ ଘଣ୍ଟିଆ ବନ୍ଦ ପାଳନ

ସଜନାଗଡ଼,୧୩।୪(ଡି.ଏନ୍‌.ଏ.): ସାମ୍ବାଦିକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡି ପକାଇବା ଘଟଣାରେ ତିନି ଦଫା ଦାବି ନେଇ ବାଲେଶ୍ୱର ଜିଲା ନୀଳଗିରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ, ତାଙ୍କ…

ଲକ୍ଷ୍ନୌରେ ମହିଳା ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶରେ କରୋନା ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଲକ୍ଷ୍ନୌରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନରୁ ସେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ସେ ନିଜର…

ପ୍ରଥମ ଥର ୨ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀରେ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୩।୪: ଉତ୍ତରପ୍ରଦେଶରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥ ୨ଉପମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ଓ…

‘ଆର୍‌ସିବି ଆଇପିଏଲ୍‌ ଚାମ୍ପିଅନ୍‌ ନ ହେବା ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ’

ମୁମ୍ବାଇ,୧୩।୪: ଆଇପିଏଲ୍‌ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ଥରେ ବି ଟାଇଟଲ ଜିତିପାରି ନାହିଁ। ଆଇପିଏଲ ୨୦୨୨ର ପ୍ରାରମ୍ଭରେ ଆରସିବିର ଭଲ ପ୍ରଦର୍ଶନ ରହିଛି। ପ୍ରଶଂସକ ଆଶା ରଖିଛନ୍ତି ଚଳିତବର୍ଷ ଦଳ ଚାମ୍ପିଅନ୍‌ ହେବ। ଚଳିତ ଆଇପିଏଲ୍‌ର ୨୨ତମ ମ୍ୟାଚରେ…

ରାଜଧାନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୪ (ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ। ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।…

ରାଜ୍ୟରେ ୧୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୩।୪ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୩ ଜଣ ରହିଛନ୍ତି । ସେହିପରି ୮ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୬…

ନନ୍ଦନକାନନରେ ବାଘଛୁଆ ‘ବିବେକ’ର ମୃତ୍ୟୁ

ବାରଙ୍ଗ,୧୩।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୪ ମାସର ବାଘଛୁଆ ‘ବିବେକ’ର ମଙ୍ଗଳବାର ଅପରାହ୍ନରେ ମୃତ୍ୟୁ ଘଟିଛି। ଗତ ୫ ଦିନ ହେବ ସେ ଅସୁସ୍ଥ ଥିଲା ବେଳେ ଠିକ୍‌ ଭାବରେ ଚଲାବୁଲା କରିପାରୁ ନ ଥିଲା । ତେଣୁ ତାକୁ ଖୁଆ ପଛପଟ ଫିଡିଂ…

୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆଜି ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର। ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ତେବେ ପ୍ରତିଷ୍ଠା ଦିବସ ଅବସରରେ ପିଏମଜିରେ ପରେଡ୍‌ ହେବ । ଭୁବନେଶରର ୭୨ଟି…

୧୮ରୁ ପୁଣି ଉଚ୍ଚଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): କରୋନା ସଂକ୍ରମଣ କମୁଥିବାରୁ ବିଭିନ୍ନ କ୍ଷେତ୍ରରେ କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ଆସନ୍ତା ୧୮ରୁ ଆରମ୍ଭ ହେବ। ଗତ ଜାନୁଆରୀ ୭ରେ କରୋନା ସ୍ଥିତିକୁ ଦେଖି ଏହାକୁ ବାତିଲ କରାଯାଇଥିଲା। ତେବେ ଆସନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri