Posted inଫୁରସତ

ଆଧୁନିକ ଭାରତର ବିନ୍ଧାଣି ବିଶ୍ୱେଶ୍ୱରାୟା

ସେପ୍ଟେମ୍ବର ୧୫ରେ ଭାରତ ରତ୍ନ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମଦିନକୁ ଭାରତରେ ଇଞ୍ଜିନିୟର୍ସ ଦିବସ (ଇଞ୍ଜିନିୟର୍ସ ଡେ’) ଭାବରେ ପାଳନ କରାଯାଏ। ଇଞ୍ଜିନିୟରିଂ ଏବଂ ଶିକ୍ଷା କ୍ଷେତ୍ରରେ ସାର୍‌ ଏମ୍‌. ବିଶ୍ୱେସରାୟାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ସର୍ବଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣକାରୀଙ୍କ ମଧ୍ୟରେ ବିବେଚିତ ହୋଇଥିଲେ, ଯେଉଁମାନେ ଆଧୁନିକ ଭାରତର ବନ୍ଧ, ଜଳଭଣ୍ଡାର ଏବଂ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଧୁନିକ ଭାରତର ବିନ୍ଧାଣି ଭାବେ ବିଶ୍ୱେଶ୍ୱରାୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
କର୍ନାଟକର କୃଷ୍ଣରାଜ ସାଗର ବନ୍ଧ ଏବଂ ହାଇଦ୍ରାବାଦର ବନ୍ୟା ସୁରକ୍ଷା ବ୍ୟବସ୍ଥା ସମେତ ମୁଖ୍ୟ ଇଞ୍ଜିନିୟର ଭାବରେ ସାର୍‌ ଏମ୍‌. ବିଶ୍ୱେଶ୍ୱରାୟା ଦେଶର ବହୁ ମୁଖ୍ୟ ସ୍ଥାପତ୍ୟର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ୧୯୬୮ ମସିହାରେ ଭାରତ ସରକାର ସାର୍‌ ଏମ୍‌. ବିଶ୍ୱେଶ୍ୱରାୟାଙ୍କ ଜନ୍ମ ବାର୍ଷିକକୁ ଇଞ୍ଜିନିୟର୍ସ ଦିବସ ଭାବରେ ଘୋଷଣା କରିଥିଲେ। ସେବେଠାରୁ, ଏହି ଦିନଟି ସମସ୍ତ ଇଞ୍ଜିନିୟରଙ୍କୁ ସମ୍ମାନ ଏବଂ ସମ୍ମାନିତ କରିବା ପାଇଁ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଛ ପଟୁ ଆସି ଗୋଡ଼ରେ ଠେଲି ଦେଲା ବିଲେଇ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଶିକ୍ଷା ପାଇଁ ସମର୍ପିତ ଗୁରୁ: ଯେଉଁମାନେ ନିଃସର୍ତ୍ତରେ ବାଣ୍ଟି ଚାଲିଛନ୍ତି ଜ୍ଞାନର ଆଲୋକ

ଜଣେ ଭଲ ଗୁରୁ ଯାହା ଜୀବନରେ ଆସନ୍ତି ବଦଳିଯାଏ ତା’ର ଭାଗ୍ୟ। ହେଲେ ଆଜିର ସମୟରେ ଶିକ୍ଷା ନେଇଛି ବ୍ୟବସାୟର ରୂପ। ଗରିବ ମେଧାବୀ ପିଲାଙ୍କୁ...

ଶାନ୍ତି ଆଣିଦିଏ ବିକାଶ

ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିଥାଏ। ଶାନ୍ତିର ଗୁରୁତ୍ୱ ଉପଲବ୍ଧିକରି ଏନେଇ ସଚେତନତା ସୃଷ୍ଟି ଲାଗି...

ଡିଟିସିରେ ୧୧ ମହିଳା ଡ୍ରାଇଭର…

ନୂଆଦିଲ୍ଲୀ, ୨୪।୮ : ମହିଳାମାନେ ବର୍ତ୍ତମାନ ସାମାଜିକ ରୁଢ଼ିବାଦୀ ମାନସିକତାର ଦୃଷ୍ଟିକୋଣରୁ ବାହାରକୁ ଆସି ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଦିଲ୍ଲୀ ପରିବହନ ବିଭାଗ...

ଝିଅ ପାଇଁ ସ୍ବତନ୍ତ୍ର ଗଜରା ତିଆରି କଲେ ମା’, ଛୁଟୁଛି ପ୍ରଶଂସାର ସୁଅ

ସାଧାରଣତଃ ମହିଳାମାନେ ମୁଣ୍ଡରେ ଗଜରା ବାନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଜଣେ ମା ନିଜ ଝିଅ ପାଇଁ ଏକ ସ୍ବତନ୍ତ୍ର ଗଜରା ତିଆରି କରିଛନ୍ତି ଯାହାକୁ...

ସୁନ୍ଦର ପୁରୁଷଙ୍କୁ ଦେଖିବା ମାତ୍ରେ ବେହୋସ୍‌ ହୋଇଯାଆନ୍ତି ଏହି ମହିଳା: ଆଖି ସହ ଆଖି ମିଶାଇବାକୁ….

ସୁନ୍ଦର ପୁରୁଷଙ୍କ ପ୍ରତି ମହିଳାଙ୍କ ଦୁର୍ବଳତା ରହିଥାଏ। ହେଲେ ଯଦି କେହି ହ୍ୟାଣ୍ଡସମ୍‌ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଚେତାଶୂନ୍ୟ ହୋଇଯିବେ କି ବୋଲି ପ୍ରଶ୍ନ କରନ୍ତି...

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା। ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି...

ଗୋବର ଯୁଦ୍ଧ

କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି।...

Advertisement
Archives

Model This Week