Home Left

ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା: ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ, ଭିଡିଓ ଭାଇରାଲ

ଭବାନୀପାଟଣା,୨୩।୯(ସ୍ବ.ପ୍ର): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦୁଇଟି ଯାକ ଗୋଡ଼ ପୋଲିଓରେ ଆକ୍ରାନ୍ତ ହୋଇ ଅଚଳ, ତଥାପି ଗୁରୁଣ୍ଡି ଗୁରୁଣ୍ଡି ହାତରେ ଫାଉଡା ଧରି ରାସ୍ତା ମରାମତି କରୁଛନ୍ତି ଦିବ୍ୟାଙ୍ଗ। ଯେଉଁଠି ସୁସ୍ଥ ସବଳ ଲୋକ…

କୁକୁଡ଼ା ଚାଷୀଙ୍କ ୧୦ ଦଫା ଦାବି: ନ ମାନିଲେ ଆନ୍ଦୋଳନ

ଫୁଲନଖରା,୨୩।୯(ଡି.ଏନ୍‌.ଏ): କଟକ ସଦର ଥାନା ଅଧୀନ କୋରକୋରାଠାରେ ସଦର ବ୍ଲକ କୁକୁଡ଼ା ଚାଷୀଙ୍କ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୁକ୍କୁଟ ମହାସଂଘ ଉପସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କୁକ୍କୁଟ ମହାସଂଘର ସଭ୍ୟ ରାମଚନ୍ଦ୍ର…

ଘରକୁ ଫେରୁଥିଲେ, ବସ୍‌ଷ୍ଟାଣ୍ଡରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ

କୋକସରା:୨୩।୯(ଡି.ଏନ୍‌.ଏ.): ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ବାମୀ, ସ୍ତ୍ରୀ। ଶୁକ୍ରବାର ଘରକୁ ଫେରିବା ବେଳେ ବସ୍‌ରୁ ଓହ୍ଲାଇବା ପରେ ହଠାତ୍‌ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ବସ୍‌ଷ୍ଟାଣ୍ଡରେ। ମିଳିଥିବା ସୂଚନା…

ଡାକ୍ତର ଏମ ଶ୍ରୀନିବାସ ଏମ୍ସର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୩ ।୯: ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ସବୁଠାରୁ ବଡ ଚିକିତ୍ସା ସଂସ୍ଥା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ(ଏମ୍ସ)କୁ ନୂଆ ନିର୍ଦ୍ଦେଶକ ମିଳିଛନ୍ତି । ଡାକ୍ତର ଏମ. ଶ୍ରୀନିବାସ, ଡିନ, ଇଏସଆଇସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହାଇଦ୍ରାବାଦରେ…

ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ମାମଲାରେ ୫ବର୍ଷ କାରାଦଣ୍ଡ

ଲକ୍ଷ୍ନୌ,୨୩।୯: ବାହୁବଳୀ ମୁଖତାର ଅନସାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜେଲରଙ୍କୁ ଧମକାଇବା ମାମଲାରେ ବୁଧବାର ୭ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ବର୍ତ୍ତମାନ ମୁଖତାର ଗ୍ୟାଙ୍ଗଷ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩ଦିନ ମଧ୍ୟରେ ମୁଖତାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ…

‘ଯବାନ’ରେ ଏହି ସାଉଥ୍ ସୁପରଷ୍ଟାରଙ୍କ ସହ ଧମାକା କରିବେ ଶାହାରୁଖ!

ମୁମ୍ବାଇ: ଲମ୍ବା ବ୍ରେକ୍ ପରେ ଏବେ ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି କିଙ୍ଗ ଖାଁ । ୨୦୨୩ରେ ହେବ ତାଙ୍କର ଧମାକାଦାର ଏଣ୍ଟ୍ରି । କାରଣ ୨୦୨୩ରେ ଶାହାରୁଖଙ୍କର ଏକକାଳୀନ ପ୍ରାୟ ୩ଟି ଫିଲ୍ମ ରିଲିଜ ହେବାକୁ ଯାଉଛି…

ଓଡ଼ିଶାରେ ଭାଜପା ପ୍ରଭାରୀ ବଂଶଲ

ଭୁବନେଶ୍ବର,୨୩।୯(ବ୍ୟୁରୋ): ଭାଜପା ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ପ୍ରଭାରୀ ବଂଶଲଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ଏହାସହ ଦଳର ବିଧାୟକ, ଏମ୍‌ପି ଓ…

ବ୍ରହ୍ମାସ୍ତ୍ର ପାଇଁ ଫିଜ ନେଇ ନାହାନ୍ତି ରଣବୀର-ଆଲିଆ!

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ସବୁଆଡେ ଚର୍ଚ୍ଚା । ଏହା ବକ୍ସ ଅଫିସରେ ଭଲ ବିଜନେସ କରିଛି । ହେଲେ ଏହି ଫିଲ୍ମ ତା’ର ବଜେଟ ଅନୁଯାୟୀ ବିଜନେସ କରିପାରି ନାହିଁ । କେହି କେହି ଏହାର ବିଜନେସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ କୁଡୁମୀ ସଂଗଠନର ପ୍ରତିବାଦ

ବାରିପଦା ଅଫିସ,୨୩।୯: କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁଙ୍କ ବିବାଦୀୟ ବୟାନକୁ ନେଇ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି…

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ ବିକ୍ରି କରିଦିଆଯାଇଥିଲା। ସ୍କଟଲାଣ୍ଡର ଗ୍ଲାସ୍‌ଗୋ ମ୍ୟୁଜିୟମଗୁଡ଼ିକୁ ପରିଚାଳନା କରୁଥିବା ଗ୍ଲାସ୍‌ଗୋ ଲାଇଫ୍‌ ପକ୍ଷରୁ ଭାରତକୁ…

କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରାର୍ଥିଙ୍କୁ ନେଇ କୌଣସି ଟିପ୍ପଣି କରା ନ ଯାଉ, କଂଗ୍ରେସ ପ୍ରବକ୍ତାଙ୍କୁ ଦଳର ପରାମର୍ଶ

ନୂଆଦିଲ୍ଲୀ,୨୩ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଖୁବ ଟଣାଭିଡା ଲାଗି ରହିଛି । ଏବେ ସ୍ପଷ୍ଟ ହୋଇଛି କି ଏହି ନିର୍ବାଚନରେ ରାହୁଲ ଗାନ୍ଧୀ ଭାଗ ନେଉ ନାହାନ୍ତି । ଏହାସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି…

୫୦ ଦୋକାନ ଭାଙ୍ଗିଲା ବିଡିଏ

ଫୁଲନଖରା,୨୩।୯(ଡି.ଏନ.ଏ): ବିଏମ୍‌ସି ୪ ନମ୍ବର ୱାର୍ଡସ୍ଥିତ ନଖରା ମୌଜାର ଫୁଲନଖରା ଡିଷ୍ଟ୍ରିବୁଟାରୀ କେନାଲ ପାର୍ଶ୍ୱ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜାଗାରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନଗୁଡ଼ିକ ବିଡିଏ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପ୍ରକିୟାରେ ବିଡିଏ ଏନଫୋର୍ସମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?