Home Left

ଦେବଗଡ଼ ବିଧାୟକ ମିଳିଲା ଜାମିନ୍‌

ଦେବଗଡ଼,୭।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଶନିବାର ଜାମିନ୍‌ ମିଳିଛି। ଏ ନେଇ ବିଧାୟକଙ୍କ ଓକିଲ ସୂଚନା ଦେଇଛି । ୨ ଜାମିନ୍‌ଦାର ଓ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ମାନ୍ୟବର କୋର୍ଟ ଜାମିନ୍‌ ଦେଇଛନ୍ତି । ସୂଚନାନୁସାରେ,…

କାଳବୈଶାଖୀରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୭।୫: ବରଗଡ଼ ଜିଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ସାଙ୍ଗକୁ ବର୍ଷା ଯୋଗୁ ବିଶେଷକରି ବରଗଡ଼ ସହରରେ ଏହାର ପ୍ରଭାବ ଅଧିକ ରହିଥିଲା। ପ୍ରବଳ ବେଗରେ ପବନ ବହିବାରୁ ସହରରେ ରହିଥିବା ବହୁ ଗଛ ଡାଳ ଭାଙ୍ଗି ଯାଇଛି।…

ବରଯାତ୍ରୀରେ ନାଚୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

ଉଜ୍ଜେନ,୭।୫: ମଧ୍ୟପ୍ରଦେଶର ଉଜ୍ଜେନରେ ଏକ ଅଘଟଣ ଘଟିଛି। ବରଯାତ୍ରୀରେ ଡିଜେ ବାଜୁଥିବା ବେଳେ ନାଚୁ ନାଚୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଡିଜେର ତୀବ୍ର ଶବ୍ଦ ଯୋଗୁ ଉକ୍ତ ଯୁବକଙ୍କ ହାର୍ଟ ଆଟାକ୍‌ ହେବାରୁ ମୃତ୍ୟୁ ହୋଇଥିବା ନେଇ ଚିକିତ୍ସା କରୁଥିବା…

ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଭୁବନେଶ୍ୱର,୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି। ତେବେ ରାଜ୍ୟରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି ବୋଲି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏଥିପାଇଁ ୩୩୯ ଫାୟାର ଷ୍ଟେସନକୁ ଆଲର୍ଟ କରାଯାଇଛି।…

ସାପ କାମୁଡ଼ାରେ ଚାଲିଗଲା ନାବାଳିକାଙ୍କ ଜୀବନ

ପଦ୍ମପୁର,୭।୫(ଡି.ଏନ୍‌.ଏ.): ସାପ କାମୁଡ଼ାରେ ବାସୁଦେବପୁର ବ୍ଲକ ଅଧୀନ ରାଜଘର ପୋଖରୀ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚକ୍ରଧର ଦାସଙ୍କ ଝିଅ ଲିଜାରାଣୀ ଦାସ(୭)। ମିଳିଥିବା ସୂଚନା ମୁତାବକ, ଲିଜା ବାଡ଼ିରେ ବିଲାତି ତୋଳୁଥିବା ବେଳେ…

ପୋଲିସକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଆତଙ୍କବାଦୀ

ଶ୍ରୀନଗର,୭।୫:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ନିଜର ଦବ୍‌ଦବା ଜାରି ରଖିଛନ୍ତି। କେତେବେଳେ ଯବାନ ତ କେତେବେଳେ ପୋଲିସଙ୍କୁ ଆଉ କେତେବେଳେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଇତିମଧ୍ୟରେ ଶନିବାର ସକାଳେ କେନ୍ଦ୍ରୀୟ କଶ୍ମୀରର ଶ୍ରୀନଗର ଜିଲାରେ ଜଣେ ପୋଲିସକର୍ମୀଙ୍କୁ ଆତଙ୍କବାଦୀମାନେ ଗୁଳିଚଳାଇଛନ୍ତି। ଏଥିରେ…

ମାଟ୍ରିକ ଖାତା ଦେଖାକୁ ନେଇ କ’ଣ କହିଲେ ବୋର୍ଡ ସଭାପତି

ଭୁବନେଶର,୭।୫(ବ୍ୟୁରୋ): ମାଟ୍ରିକ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି ରାମାଶିଷ୍‌ ହାଜରା। ସେ କହିଛନ୍ତି, ଆସନ୍ତା ମେ’୨୦ କିମ୍ବା ୨୧ରେ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇପାରେ। ନୋଡ଼ାଲ୍‌ ସେଣ୍ଟରରୁ ଉତ୍ତର ପୁସ୍ତିକା ଆଣିବା ପରେ ଖାତା ଦେଖା ହେବ…

ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ମୁମ୍ବାଇ,୭।୫: ମୁମ୍ବାଇର ସାନ୍ତାକ୍ରୁଜରେ ଥିବା ଏଲଆଇସି କାର୍ଯ୍ୟାଳୟ ଭବନରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ତେବେ ଅଫିସରେ କୌଣସି କର୍ମଚାରୀ ନଥିବା କାରଣରୁ କୌଣସି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବରପାଇ ଦମକଳ ବାହିନୀର ଆଠଟି ଗାଡି ଘଟଣାସ୍ଥଳରେ…

ଝିଅ ଜ୍ୱାଇଁଙ୍କ ଧାର ଟଙ୍କା ଶୁଝି ନ ପାରି ମା’ପୁଅଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ, ୭।୫: ରାୟଗଡ଼ା ଜିଲା ଶେଷକାଲ ଥାନା ଅଧୀନ ଜେମାଦେଈପେଣ୍ଠ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିଅ ଜ୍ୱାଇଁଙ୍କଠାରୁ ଆଣିଥିବା ଧାର ଟଙ୍କା ଶୁଝି ନ ପାରିବାରୁ ମା’ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମା’…

ଅଧିକ ଘନୀଭୂତ ହେଉଛି ଲଘୁଚାପ

ଭୁବନେଶର,୭।୫(ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛିି। । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ…

କାଳବୈଶାଖୀରେ ଭୁଶୁଡିଲା କାନ୍ଥ

ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ରାତିରେ ରୋଷେଇ ଘର କାନ୍ଥ ଭୁଶୁଡି ଜଣେ ୧୭ ବର୍ଷର ନାବାଳିକା ଆହତ ହୋଇଛନ୍ତି। ନାବାଳିକାଙ୍କୁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଆହତ ନାବାଳିକା ଜଣକ ହେଉଛନ୍ତି…

ଜାଣନ୍ତୁ ‘ଲକଅପ’ ଶୋ’ର ବିଜେତାଙ୍କୁ କେତେ ଅର୍ଥ ରାଶି ପ୍ରଦାନ କରାଯିବ

କଙ୍ଗନା ରାଣାୱତଙ୍କ ଶୋ ‘ଲକଅପ’ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ବର୍ତ୍ତମାନ ଏହି ଶୋ’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri