ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ

ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍‌ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ ବେଳକୁ ବେଳ ଉତ୍ସୁକତା ବଢିବାରେ ଲାଗିଛି । କିଛିଦିନ ପୂର୍ବରୁ ମେକର୍ସ ମୁଭିର ରିକଲ ଟିଜର ରିଲିଜ କରିବା ପରେ ଏହା ସୋସିଆଲ ମିଡିଆରେ ଛାଇ ଯାଇଥିଲା । ଏହି ଟିଜରରେ ମେକର୍ସ ଦର୍ଶକଙ୍କୁ ପ୍ରଥମ ଫିଲ୍ମର ପୁରା ଘଟଣାକୁ ମନେପକାଇ ଦେଇଛନ୍ତି । ନିକଟରେ ମୁଭିରେ ଅଖୟ ଖାନ୍ନାଙ୍କର ଫାଷ୍ଟ ଲୁକ ବି ସାମ୍ନାକୁ ଆସିଥିଲା । ଅକ୍ଷୟ ଖାନ୍ନାଙ୍କ ପରେ ଏବେ ଅଜୟ ଦେବଗନ ମୁଭିର ଫାଷ୍ଟ ଲୁକ ଜାରି କରିଛନ୍ତି ।

‘ଦୃଶ୍ୟମ’ରେ ନିଜର ଦମଦାର ଅଭିନୟକୁ ନେଇ ସିନେମାହଲରେ ଦର୍ଶକଙ୍କୁ ତାଳି ବଜାଇବାକୁ ବାଧ୍ୟ କରଥିଲେ ଅଜୟ । ଲାଗୁଛି ଇତିହାସ ପୁଣିଥରେ ଦୋହରାଇବାକୁ କହିଛି । ଅଜୟ ଦେବଗନ ଦୃଶ୍ୟମ ୨ର ଯେଉଁ ଫାଷ୍ଟ ଲୁକ ଶେୟାର କରିଛନ୍ତି ଏଥିରେ ସେ ବହୁତ ସଲିଡ ଅନ୍ଦାଜରେ ନଜର ଆସିଛନ୍ତି । ଫଟୋରେ ଅଜୟ ଟଫ୍ ଲୁକ ସହ ହାତରେ ଏକ ଫାଉଡା ଧରିଥିବା ଦେଖାଯାଇଛି । ଫଟୋକୁ ଶେୟାର କରି ଅଭିନେତା ଲେଖିଛନ୍ତି, ପ୍ରଶ୍ନ ଏହା ନୁହେଁ ଯେ ଆପଣଙ୍କ ଆଖି ସାମ୍ନାରେ କ’ଣ ରହିଛି , ପ୍ରଶ୍ନ ହେଉଛି ଆପଣ କ’ଣ ଦେଖୁଛନ୍ତି । ଅର୍ଥାତ୍ ଯେତେ ପାୱାରଫୁଲ ଫଟୋ ସେତେ ଦମଦାର କ୍ୟାପଶନ । ଏହାକୁ ପଢି ଏତିକି ତ ନିଶ୍ଚିତ ଭାବେ ଅନୁମାନ ଲଗାଯାଉଛି କି ଦୃଶ୍ୟମ ଭଳି ଦୃଶ୍ୟମ ୨ ର ଡାଏଲଗ ଖୁବ ମସ୍ତ ହୋଇଥିବ । ଡାଏଲଗ କ’ଣ ଫାଷ୍ଟ ଲୁକ୍ ଦେଖି ଅନୁମାନ କରାଯାଉଛି ମୁଭି ବି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ଜ୍ୟାକଲିନ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ପାଖାପାଖି ୫ ଘଣ୍ଟା ଧରି ପଚରା ଉଚରା କରିଛି । ଦିଲ୍ଲୀରେ...

ମା’ ହେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ବାମୀ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆରେ ଏ ବିଷୟରେ...

ପ୍ରେମରେ ପଡିଛନ୍ତି ସୁହାନା!

ମୁମ୍ବାଇ: ବଲିଉଡରେ ଏବେ ଷ୍ଟାର କିଡଙ୍କ ଚର୍ଚ୍ଚା ଖୁବ୍ ହେଉଛି । ସେମାନେ ମନୋରଞ୍ଜନ ଦୁନିଆରେ ପାଦ ରଖନ୍ତୁ ଅବା ନ ରଖନ୍ତୁ ଏହାପରେ ବି...

ମୋଦିଙ୍କ ପରେ ଏବେ ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌, ଚାଲୁ ରହିଛି ସ୍କ୍ରିପ୍ଟିଂ

ମୁମ୍ବାଇ: ବଡ଼ ପରଦାରେ ଦେଖିବାକୁ ମିଳିବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପିଲାଦିନ, କଲେଜ ସମୟ ତଥା ରାଜନେତାରୁ ପ୍ରଧାନମନ୍ତ୍ରୀ ହେବା ପଛର କାହାଣୀ।...

ଲକ ଅପ ସେଟ୍‌ରେ ରିଲିଜ ହେଲା ‘ଧାକଡ’ର ଟିଜର

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତଙ୍କ ରିୟଲଟି ଶୋ’ ଲକ ଅପ ସେଟ୍‌ରେ ରିଲିଜ୍ ହୋଇଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ର ଟିଜର । କାରଣ...

ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍‌ ହେବ ‘ବିକ୍ରମ ଭେଧା’

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି...

କ୍ୟାଟ୍ରିନାଙ୍କ ବୋଲ୍ଡ ଅନ୍ଦାଜ୍‌

ଅଭିନେତା ବିକି କୌଶଲଙ୍କ ସହ ବିବାହ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କାମକୁ ଫେରିଛନ୍ତି। ଆଜିକାଲି ସେ ମାଳଦ୍ୱୀପରେ ଏକ ବ୍ରାଣ୍ଡ ପାଇଁ ଶୁଟିଂ କରୁଛନ୍ତି।...

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି...

Advertisement
Archives

Model This Week