ଗ୍ରାହକ ହୋଇ ହୋଟେଲରୁ କରିଥିଲେ ଚୋରି, ଧରାଇଦେଲା ସିସି ଟିଭି
ସୁନ୍ଦରଗଡ଼,୨୩।୫(ଡି.ଏନ୍.ଏ.): ସ୍ଥାନୀୟ ହୋଟେଲ ଜୟବିଜୟକୁ ଗ୍ରାହକ ଭାବେ ଆସି ଗତ ୧୬ ତାରିଖ ରାତିରେ କ୍ୟାଶ କାଉଣ୍ଟରରୁ ୧ଲକ୍ଷ ୪୦ ହଜାର ଟଙ୍କା ଚୋରିକରି ଫେରାର୍ ହୋଇଯାଇଥିବା ୨ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ରାଞ୍ଚିରୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ…
ଗଙ୍ଗାରେ ବୁଡିଲା ଡଙ୍ଗା
ବାରାଣସୀ,୨୩।୫: ଉତ୍ତର ପ୍ରଦେଶର ବାରାଣସୀରେ ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗା ନଦୀର ପ୍ରଭୁ ଘାଟରେ ସୋମବାର ଏକ ଡଙ୍ଗା ବୁଡିଯାଇଛି। ଏଥିରେ ୬ ଜଣ ଲୋକ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ…
ଚର୍ଚ୍ଚାରେ ସାରାଙ୍କ ଲୁକ୍
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଇପିଏଲ ୨୦୨୨ରେ ପ୍ରାୟତଃ ଚର୍ଚ୍ଚାରେ ରହିଆସିଛନ୍ତି। ଚଳିତ ସିଜିନରେ ମୁମ୍ବାଇ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥାଇପାରେ, କିନ୍ତୁ ସାରା ଅଧିକାଂଶ ମ୍ୟାଚ୍ରେ ତାଙ୍କ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମକୁ ଆସନ୍ତି। କେବଳ…
ବିଧାୟକଙ୍କ ଉପରେ କଟକଣା ଲଗାଇଲେ ନୀତିଶ
ପାଟନା,୨୩।୫: ଜେଡିୟୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ନୀତିଶ ସରକାର। ତିନି ଦିନ ଯାଏ ପାଟନା ବାହାରକୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ ବିଧାୟକ ୭୨ଘଣ୍ଟା ପାଇଁ ପାଟନା ବାହାରକୁ ନ ଯିବା ପାଇଁ ନୀତିଶ କହିଛନ୍ତି। ଆଗାମୀ…
ହସ୍ପିଟାଲରେ ସିଦ୍ଧୁ
ଚଣ୍ଡିଗଡ,୨୩।୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଟିଆଲା ଜେଲ୍ରୁ ତାଙ୍କୁ ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ମେଡିକାଲ ଚେକଅପ ହେବ ବୋଲି ଖବର ମିଳିଛି। ସୂଚନାନୁଯାୟୀ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ…
ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଝାରସୁଗୁଡ଼ା ଅଫିସ,୨୩।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ହେବ ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ହେଉଛି। ଅନେକ ହେଭିଓ୍ବେଟ୍ ନେତା ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କସହ ମିଶି ପ୍ରଚାର କରୁଛନ୍ତି। ତେବେ ମଙ୍ଗଳବାର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାଜପା…
ଭାରତରେ ଓମିକ୍ରନ୍ ସବ୍ ଭାରିଆଣ୍ଟ ଚିହ୍ନଟ ସ୍ପଷ୍ଟ: ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ ହିଷ୍ଟ୍ରି
ନୂଆଦିଲ୍ଲୀ,୨୩।୫: ଭାରତର ତାମିଲନାଡୁ ଏବଂ ତେଲଙ୍ଗାନାରେ ଓମିକ୍ରନ୍ ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିହ୍ନଟ ହୋଇଥିବା ଆଇଏନ୍ଏସ୍ଏସିଓଜି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାମିଲନାଡୁର ଜଣେ ୧୯ ବର୍ଷୀୟା ଯୁବତୀ ବିଏ.୪ରେ ସଂକ୍ରମିତ ଥିବା ଭାରତୀୟ ସାର୍ସ-କୋଭ୍-୨ ଜିନୋମ କନ୍ସୋର୍ଟିୟମ (ଆଇଏନ୍ଏସ୍ଏସିଓଜି)…
ହାଇକୋର୍ଟ ବାର୍ ଆସୋସିଏଶନ ନିଷ୍ପତ୍ତିକୁ ବିରୋଧ
ବଲାଙ୍ଗୀର ଅଫିସ,୨୩।୫: ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସୋମବାର ବଲାଙ୍ଗୀରରେ ବିରୋଧ କରାଯାଇଛି। ଏପରିକି ବଲାଙ୍ଗୀର ଆକ୍ସନ କମିଟି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସଙ୍ଗଠନ…
ଦୀପିକାଙ୍କ କାନ୍ସ ଲୁକ୍
ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଏଥର ସେ ଏକ ଗ୍ରୀନ୍ କଲରର ପୋଲ୍କା…
କାର୍-ବାଇକ୍ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ
ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ …
ଆଇପିଏଲ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି…
ମୁମ୍ବାଇ,୨୩।୫: ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ସିଜିନ୍ରେ ୧୦୦୦ ଛକା ମାରିବାର ରେକର୍ଡ ସୃଷ୍ଟି ହୋଇଛି। ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଚଳିତ ସିଜିନ୍ରେ ୧୦୦୦ ତମ ଛକା ମାରିଥିଲେ। ଚଳିତ ଆଇପିଏଲ୍ରେ ଏପର୍ଯ୍ୟନ୍ତ ୧୦୦୧ଟି ଛକା ମରାଯାଇଛି।…
ସିଂହ ସହ କରୁଥିଲେ ଭିଡିଓ, ପାଇଲେ ପାନେ
କୁହାଯାଏ, ଦୂରରୁ ବି ସିଂହ ଭୟଙ୍କର। ସେଥିପାଇଁ ଏମାନଙ୍କୁ ପଞ୍ଜୁରି ଭିତରେ ରଖାଯାଏ। ଏବେ ଆଫ୍ରିକୀୟ ପ୍ରାଣୀ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ସିଂହକୁ ବିରକ୍ତ କରିବାରୁ ଏହାର କୁପରିଣାମ କିପରି…
Archives


