କାଜୁ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ
ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ ଦକ୍ଷିଣ ପଶି କାଜୁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ମୂଷାଖରୀ ପଞ୍ଚାୟତ ଧନୁର୍ଯ୍ୟୟପୁର କାଶିଆ ଗ୍ରାମର ସଞ୍ଜନ ମହାରଣା (୨୫)…
ଟେକ୍ସାସ ଗୁଳିକାଣ୍ଡ: ବାଇଡେନ କହିଲେ ବହୁତ ହେଲା ଏବେ ଆକ୍ସନର ସମୟ
ୱାଶିଂଟନ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ୧୮ ନିରିହ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଆମେରିକାକୁ ସ୍ତବ୍ଧ କରିଦେଇଛି । ପ୍ରଥମରୁ ଚତୁର୍ଥ ଶ୍ରେଣୀର ପିଲାଙ୍କୁ ଜଣେ ୧୮ ବର୍ଷିୟ ବାଳକ…
କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩ କରୋନା ପଜିଟିଭ୍
ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୯୦ ଜଣକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ…
ସମନ୍ବୟରେ ହେଉ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ
ପୁରୀ ଅଫିସ,୨୫।୫: ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଗୋବର୍ଦ୍ଧନ ମଠକୁ ଯାଇ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଶଙ୍କରାଚାର୍ଯ୍ୟ ସମସ୍ତ ପକ୍ଷଙ୍କୁ ଶୁଣି…
ଘେବ୍ରେୟସ୍ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଭାବେ ପୁନଃନିର୍ବାଚିତ
ଜେନେଭା,୨୫ା୫: ପ୍ରଥମ ଆଫ୍ରିକୀୟ ଭାବେ ଟେଡ୍ରୋସ୍ ଅଧନୋମ୍ ଘେବ୍ରେୟସ୍(୫୭) ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ନିର୍ବାଚିତ ହୋଇଛନ୍ତି। ଡବ୍ଲ୍ୟୁଏଚ୍ଓର ୧୬୦ ସଦସ୍ୟଙ୍କ ମଧ୍ୟରୁ ସେ ୧୫୫ ଭୋଟ୍ ପାଇଥିବା ଜଣାପଡ଼ିଛି। ଏପରି ସମର୍ଥନ ପାଇଁ ସେ…
ମେକ୍ସିକୋରେ ଗୁଳିକାଣ୍ଡ: ୧୧ ମୃତ
ମେକ୍ସିକୋ ସିଟି,୨୫।୫:ମେକ୍ସିକୋର ଗୌନାଜୁଆଟୋ ରାଜ୍ୟ ଅନ୍ତର୍ଗତ ସେଲାୟା ସହରରେ ମଙ୍ଗଳବାର ରାତିରେ ପ୍ରାୟ ୧୫ଜଣ ବନ୍ଧୁକଧାରୀ ହୋଟେଲ ଓ ବାର୍ରେ ପଶି ଆଖିବୁଜା ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ସେମାନେ ହୋଟେଲର…
ଆଜି ଭାରତ ବନ୍ଦ
ନୂଆଦିଲ୍ଲୀ,୨୫।୫: ଅଲ ଇଣ୍ଡିଆ ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟିଜ ଏମପ୍ଲଇଜ ଫେଡେରେସନ(ବିଏଏମ୍ସିଇଏଫ୍) ବୁଧବାର ଭାରତ ବନ୍ଦ ଡାକରା ଦେଇଛି। ଅନ୍ୟ ପଛୁଆ ବର୍ଗ ଓବିସିଙ୍କ ପାଇଁ ଜାତି ଆଧାରରେ ଜନଗଣନା କରାଯାଉ ନ ଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ…
ଆଧ୍ୟାତ୍ମିକ ସହର ଅସୁରକ୍ଷିତ
ପୁରୀ ଅଫିସ,୨୫।୫: ଦିନକୁ ଦିନ ଆଧ୍ୟାତ୍ମିକ ସହର ପୁରୀ ଅଶାନ୍ତ ଏବଂ ଅସୁରକ୍ଷିତ ହୋଇପଡ଼ୁଛି। ପ୍ରାୟ ପ୍ରତିଦିନ ଦାଦାବଟି, ଲୁଟ, ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ସମେତ ଅଧିକାଂଶ ସମୟରେ ଗୁଳିକାଣ୍ଡ ଘଟୁଛି। ଏଥିଯୋଗୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ…
ବୋଟ୍ ଦୁର୍ଘଟଣାରେ ୧୬ ରୋହିଙ୍ଗ୍ୟାଙ୍କ ମୃତ୍ୟୁ
ବ୍ୟାଙ୍କକ୍,୨୫।୫: ମ୍ୟାନ୍ମାରରୁ ରୋହିଙ୍ଗ୍ୟାମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍ରେ ଥିବା ଯାତ୍ରୀ ଅନ୍ୟ ଦେଶରେ ଶରଣ ନେବାକୁ ଯାଉଥିଲେ। ତେବେ ଏହି ଘଟଣାରେ ୩୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ…
ଜେଲରେ ସିଦ୍ଧୁଙ୍କ ଡାଏଟ ପ୍ଲାନ
ପଟିଆଲା,୨୫ ।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଜେଲର ଚାରିକାନ୍ଥ ଭିତରେ । ରୋଡ ରେଜ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ସଜା ଶୁଣାଇଥିବା ବେଳେ ଏବେ ସେ ପଞ୍ଜାବର ପଟିଆଲା ଜେଲରେ ଏହି…
ଏଥର ଜମିବ ବରୁଣେଇ ରଜ ମହୋତ୍ସବ
ଖୋର୍ଦ୍ଧା ଅଫିସ,୨୫।୫: ଖୋର୍ଦ୍ଧାର ବରୁଣେଇ ପୀଠରେ ଚଳିତ ବର୍ଷ ଜମିବ ରଜ ମହୋତ୍ସବ। କରୋନା ସଂକ୍ରମଣ ହ୍ରାସ ପରେ ଚଳିତବର୍ଷ ମହୋତ୍ସବ ଆୟୋଜନ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଏବଂ ସାମାଜିକ ଅନୁଷ୍ଠାନ ଦିଶାନ୍ତ…
ଅଭିଯୁକ୍ତ ବୁଲୁଛନ୍ତି, ନିର୍ଦ୍ଦୋଷଙ୍କୁ ବାନ୍ଧୁଛି ପୋଲିସ
ଖୋର୍ଦ୍ଧା ଅଫିସ,୨୫।୫: ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବୁଲୁଥିବା ବେଳେ ପୋଲିସ ନିର୍ଦ୍ଦୋଷ ଓ ସାଧାରଣ ଲୋକଙ୍କୁ ବାନ୍ଧି ହଇରାଣ କରୁଛି। ଖୋର୍ଦ୍ଧା ସଦର ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବ୍ରଜମୋହନପୁର ଗ୍ରାମବାସୀ। ପ୍ରତିବାଦ କରିବାରୁ ମିଥ୍ୟା ମାମଲାରେ…
Archives


