ଜାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ନେଇ ଉତ୍ତେଜନା: ଲାଠି ଚାଳନା କଲା ପୋଲିସ
ସୁନ୍ଦରଗଡ଼/ହେମଗିରି,୫ା୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଅନ୍ତର୍ଗତ ଜାମକାନି କୋଇଲା ଖଣି କାର୍ଯ୍ୟ ଶନିବାର ଆରମ୍ଭ ହୋଇଥିବା ବେଳେ ଖଣି ବିସ୍ଥାପିତଙ୍କ ବିରୋଧ ଯୋଗୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା…
ବିସିସିଆଇ-ଆର୍ସିବିର ସ୍ବତନ୍ତ୍ର ଶୁଭେଚ୍ଛା ବାର୍ତ୍ତା
ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟଜଗତରେ ଯେଉଁ କେତେଜଣ କ୍ରିକେଟର ଲୋକପ୍ରିୟତା ହାସଲ କରିଛନ୍ତି, ସେମାନଙ୍କ ମଧ୍ୟରୁ ବିରାଟ କୋହଲି ଜଣେ। ତାଙ୍କୁ କିଏ କୁହେ ‘ରନ୍ ମେଶିନ’ ତ କିଏ କୁହେ ‘ଚେଜ୍ ମାଷ୍ଟର’। ଶନିବାର ସେ ନିଜର ୩୪ତମ ଜନ୍ମଦିନ ପାଳନ…
ବ୍ଲାକବୋର୍ଡରେ ଯୁବତୀ ତିଆରି କଲେ ସୁନ୍ଦର ଚିତ୍ର, ଭିଡିଓ ଦେଖିଲେ ହିଁ ଜାଣିବେ…
ସାଧାରଣତଃ ଜଣେ ବ୍ୟକ୍ତି ଚିତ୍ର ଆଙ୍କିବା ପାଇଁ ପେନ୍ସିଲ୍, କଲମ, ପେଣ୍ଟ ବ୍ରଶ ବ୍ୟବହାର କରିଥାନ୍ତି। କଳା ସମସ୍ତଙ୍କ ଦ୍ୱାରା ହୁଏ ନାହିଁ। ଯେଉଁମାନଙ୍କ ଦ୍ୱାରା ଏହା ହୋଇଥାଏ ତାହା ସେମାନଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ସଦୃଶ ହୋଇଥାଏ। ଏବେ ସୋସିଆଲ…
ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଭାଇରାଲ ହେଉଛି ପୋଷ୍ଟ
ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଶନିବାର ଅର୍ଥାତ୍ ୫ ନଭେମ୍ବରରେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସମସ୍ତେ ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛନ୍ତି । ଏହି ବିଶେଷ ଦିନରେ ପତ୍ନୀ ଅନୁଷ୍କା ଶର୍ମା ବି…
ରଣବୀରଙ୍କ ସହ ହିଟ୍ ଯୋଡି ହେବାକୁ ଚାହୁଁଛନ୍ତି ଜାହ୍ନବି
ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବି କପୁର ଏବେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘ମିଲି’କୁ ବେଶ ଭଲ ରେସପନ୍ସ ମିଳୁଛି ନିକଟରେ ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ଭାଇରାଲ…
ବ୍ରାଉନ ସୁଗାର ଜବତ: ୨ ଗିରଫ
କଟକ ଅଫିସ,୫।୧୧: ବାଲିଯାତ୍ରା ପୂର୍ବରୁ କଟକ ପୋଲିସକୁ ଏକ ପ୍ରକାର ସଫଳତା ମିଳିଛି। ଲାଲ୍ବାଗ ଥାନା ପୋଲିସ ୨ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ଆନୁମାନିକ…
ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
କୋକସରା,୫।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ବଗଡିଆପଡ଼ାର ଜୟଲାଲ ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ(୨୭) ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶ ନିଜାମାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଟ୍ରାକ୍ଟର ଦୁର୍ଘଟଣାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଧାରକରଜ…
ଆସୁଛି ବାଲିଯାତ୍ରା: ଚଳଚଞ୍ଚଳ କଟକ
କଟକ ଅଫିସ,୫।୧୧: ପାଖେଇ ଆସୁଛି ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି କଟକ। ବାଲିଯାତ୍ରା ପଡ଼ିଆରେ ଗୋଟିଏ ପରେ ଗୋଟିଏ ଷ୍ଟଲ ଖୋଲା ଯାଉଛି। ଷ୍ଟଲ ନିର୍ମାଣରେ ଦିନରାତି ଲଗେଇ ଦେଇଛନ୍ତି କାରିଗର। ରାସ୍ତା କାମ ଶେଷ ପର୍ଯ୍ୟାୟରେ ଥିଲାବେଳେ ବିଦ୍ୟୁତ ବିଭାଗ ଦ୍ୱାରା…
ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୨ ରନ୍…
ସିଡନୀ,୫।୧୧ : ଶନିବାର ଦିନ ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୁପର -୧୨ରେ ଗ୍ରୁପ -୧ ର ଏହା ହେଉଛି ଶେଷ ମ୍ୟାଚ।…
୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ରେଢାଖୋଲ,୫।୧୧(ଡି.ଏନ୍.ଏ): ୧୨ ଦଫା ଦାବିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସ୍ୟୁସିଆଇର ବହୁ କର୍ମକର୍ତ୍ତା ସ୍ଥାନୀୟ ଭୀମଭୋଇ ଛକରୁ…
ସୋରଡ଼ା ଏସ୍ବିଆଇ ଶାଖାରେ ପହଞ୍ଚିଲା ୨୦ ଟଙ୍କିଆ କଏନ
ସୋରଡା,୫।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜାଦୀ କା ଅମୃତ ମହୋତ୍ସବର ୭୫ ବର୍ଷ ଉପଲକ୍ଷେ ନୂତନ ୨୦ ଟଙ୍କିଆ କଏନ ପ୍ରଚଳନ ହେବା ପରେ ଶନିବାର ପ୍ରଥମେ ସୋରଡା ଏସ୍ବିଆଇ ଶାଖାରେ ପହଞ୍ଚିଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ନୂତନ…
ମୁଖ୍ୟ ସ୍ରୋତକୁ ଫେରିଲେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ: ପୋଡ଼ିଲେ ଡ୍ରେସ୍
ଚିତ୍ରକୋଣ୍ଡା,୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ାଠାରେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ଶନିବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏପରି କି ଅଗଷ୍ଟ ୨୨ରେ ଗୁରୁପ୍ରିୟାଠାରେ ୧୮୦ ଶିମିଳିଆ ଏବଂ ୫୦୦ରୁ ଊର୍ଦ୍ଧ୍ୱ ମାଓବାଦୀ…

