Advertisement

ହ୍ରିତିକଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି କାର୍ତ୍ତିକ! ଗୋଟିଏ ଶବ୍ଦରେ…

ବମ୍ବେ: ସୈଫ ଲଳନା ସାରା ଅଲି ଖାଁଙ୍କ ପରେ ଏବେ ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେବାକୁ ଲାଗିଛି। କଥାଟି ଗୁଜବ ନା ସତ୍ୟ ତାହା ସମୟ ଆସିଲେ ଜଣାପଡ଼ିବ। ହେଲେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ କାର୍ତ୍ତିକ ସମସ୍ତଙ୍କୁ ଚୁପ୍‌ କରିବା ଭଳି ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଶଂସକ କାର୍ତ୍ତିକଙ୍କୁ ଟ୍ୟାଗ୍‌ କରି ଟୁଇଟ୍‌ କରିଥିଲେ। ତାଙ୍କ ଡେଟିଂ ଖବର ଶୁଣି ସମସ୍ତେ ଚକିତ ହୋଇଛନ୍ତି। କ’ଣ ଏହା ସତ ବୋଲି ସେ ପଚାରିଥିଲେ। ଏଥିରେ କାର୍ତ୍ତିକ ‘ନା’ କହି ଜବାବ ଦେଇଛନ୍ତି। ଏବେ ଏହାର ସ୍କ୍ରିନଶଟ୍‌କୁ ପ୍ରଶଂସକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି ‘କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକଙ୍କ ତରଫରୁ ଶ୍ରେଷ୍ଠ ଉପହାର’।


Enter your email to get our daily news in your inbox.

All Right Reserved By Dharitri.Com

ସୁକୁମାରଙ୍କ ‘ରଙ୍ଗସ୍ଥଳମ’ର ଆସିବ ହିନ୍ଦୀ ଭର୍ସନ, ଫେବୃୟାରୀରେ ହେବ ରିଲିଜ

ମୁମ୍ବାଇ: ଉତ୍ତର ଭାରତର ଦର୍ଶକଙ୍କ ମନକୁ ଖୁସି କରିବାକୁ ଫିଲ୍ମ ନିର୍ମାତା ‘ରଙ୍ଗସ୍ଥଳମ’ର ହିନ୍ଦୀ ଭର୍ସନ ରିଲିଜ୍ କରିବାକୁ ପ୍ଲାନିଂ କରୁଛନ୍ତି । ୨୦୧୮ରେ ସୁକୁମାରଙ୍କ...

ସୋନୁଙ୍କୁ ସ୍ପାଇସ୍‌ଜେଟ୍‌ର ସାଲ୍ୟୁଟ୍‌

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଅଭିନେତା ସୋନୁ ସୁଦ୍‌ ଉଦାହରଣ ପାଲଟିଛନ୍ତି। ସୋନୁଙ୍କର ଏହି ମହନୀୟ...

ଗ୍ରୀଷ୍ମ ପ୍ରବାହକୁ ନେଇ ଟୁଇଟ୍‌ କଲେ ଅମିତାଭ

ମୁମ୍ବାଇ: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଏହାକୁ ନେଇ ବଲିଉଡ୍‌ ମହାନାୟକ...

ଫିଲ୍ମ‘ସତ୍ୟମେବ ଜୟତେ ୨’ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ଫିଲ୍ମ‘ସତ୍ୟମେବ ଜୟତେ ୨’ର ଟ୍ରେଲର ରିଲିଜ୍‌ ହେବା ପରେ ଗୁରୁବାର ଏହାର ପ୍ରଥମ ଗୀତ‘ମେରି ଜିନ୍ଦେଗୀ ହୈ ତୁ’ ରିଲିଜ୍‌ ହୋଇଛି। ଜନ ଆବ୍ରାହମ...

କରନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅନୁଷାଙ୍କ ଜୀବନରେ ନୂଆ ପ୍ରେମିକଙ୍କ ଏଣ୍ଟ୍ରି: ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ଗତ ଡିସେମ୍ବରରେ ପ୍ରେମିକ କରନ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଥିଲେ ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର। ଉଭୟଙ୍କ ସମ୍ପର୍କ ତୁଟିବା ପଛର କାରଣ ପ୍ରତାରଣା...

‘ବିରାଟଙ୍କ ଡିପ୍ରେସନ୍‌ ପାଇଁ ଅନୁଷ୍କା ଦାୟୀ’

ଅଭିନେତା କମଲ ରସିଦ ଖାନ ଓରଫ୍‌ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ...

ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଫିଲ୍ମ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୩ଟି ଭାଗରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ପ୍ରଥମ ଭାଗ...

ଅମରେଶ ପୁରୀଙ୍କ ଜନ୍ମଦିନରେ ଗୁଗଲ୍‌ର ଡୁଡୁଲ: ଡିଡିଏଲ୍‌ଜେ ଲୁକ୍‌କୁ ନେଇ ଅଭିନେତାଙ୍କୁ ଜଣାଇଲା ସମ୍ମାନ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କୁ ସମ୍ମାନ ଜଣାଇଛି ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ। ଅମରେଶଙ୍କ ଅଭିନୀତ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଲୁକ୍‌କୁ ନେଇ...

Advertisement
Archives

Model This Week