ସେନ୍କୋ ପକ୍ଷରୁ ଟ୍ରିଆ ସମ୍ଭାର ଉନ୍ମୋଚିତ
ଭୁବନେଶ୍ୱର,୧୧।୮: ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ ପକ୍ଷରୁ ନୂଆ ଟ୍ରିଆ ସମ୍ଭାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହା ବିଶେଷକରି ନିତିଦିନିଆ ପରିଧାନ ପାଇଁ ସୁନା, ରୁପା ଓ ପ୍ଲାଟିନମ୍ରେ ପ୍ରସ୍ତୁତ ଚେନ୍ ପେଣ୍ଡାଣ୍ଟ, ରିଂ, ଇୟର ରିଂ ଓ ନେକ୍ପିସ୍ ଇତ୍ୟାଦି…
ଚାନ୍ଦବାଲି ସହରରେ ‘ଟ୍ରେଣ୍ଡ୍ସ’ର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୧୧।୮: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସର ଏକକ୍ଲୁସିଭ ଷ୍ଟୋର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଚାନ୍ଦବାଲି ସହରରେ ଟ୍ରେଣ୍ଡ୍ସର ଏହା ପ୍ରଥମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।…
ଆକାଶ ବାଇଜୁସ୍ର ‘ସମସ୍ତଙ୍କ ପାଇଁ ଶିକ୍ଷା’
ଭୁବନେଶ୍ୱର,୧୧।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋସତ୍ବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ଶୁଭାରମ୍ଭ କରିଛି। ଏହା ଜରିଆରେ ବେସରକାରୀ କୋଚିଂ…
ବିବାଦରେ ପ୍ରଫେସରଙ୍କ ବିକିନି ଫଟୋ
କୋଲକାତା, ୧୧ା୮: କୋଲାକାତାରେ ଥିବା ସେଣ୍ଟ ଜାଭିୟର୍ସ ୟୁନିଭର୍ସିଟିର ଜଣେ ୩୦ ବର୍ଷୀୟା ମହିଳା ପ୍ରଫେସରଙ୍କୁ ଅଜବ କାରଣ ପାଇଁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପ୍ରଫେସର ଜଣକ ସୁଇମ୍ସୁଟ୍ରେ ଇନ୍ଷ୍ଟାଗ୍ରାମ୍ରେ ଫଟୋ ଅପ୍ଲୋଡ୍ କରିବାରୁ…
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଦୁଇ ଏସ୍ଏସ୍ସି ଅଫିସର ଗିରଫ
କୋଲକାତା,୧୦।୮: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ବୁଧବାର ଦୁଇ ସ୍କୁଲ ସର୍ଭିସ୍ କମିଶନ (ଏସ୍ଏସ୍ସି) ଅଫିସରଙ୍କୁ ଗିରଫ କରିଛି। ଏସ୍ଏସ୍ସିର ପୂର୍ବତନ ଅଧ୍ୟକ୍ଷ ଶାନ୍ତି ପ୍ରସାଦ ସିହ୍ନା ଏବଂ ଅଶୋକ ଶାହାଙ୍କୁ…
‘ମୁଁ ଖେଳାଳିଙ୍କୁ ଭିକ ମାଗିପାରିବି ନାହିଁ’
ପୋର୍ଟ ଅଫ୍ ସ୍ପେନ୍,୧୦।୮: ୱେଷ୍ଟଇଣ୍ଡିଜ ଅପେକ୍ଷା କାରିବିଆନ ଦେଶଗୁଡିକର ଖେଳାଳିମାନେ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ୱେଷ୍ଟଇଣ୍ଡିଜ ମୁଖ୍ୟ କୋଚ ଫିଲ ସିମନ୍ସ କହିଛନ୍ତି। ଖେଳାଳିଙ୍କୁ ଦେଶ ପାଇଁ ଖେଳିବାକୁ ବାଧ୍ୟ କରାଯିବା ଆଦୌ ଉଚିତ୍ ନୁହେଁ।…
ଆଉ ଏକ ଗୀତ ଗାଇ ଚର୍ଚ୍ଚାରେ ଫର୍ମାନି
ମୁମ୍ବାଇ: ଫର୍ମାନି ନାଜ ଆଜିକାଲି ୟୁଟ୍ୟୁବ୍ ସେନ୍ସେସ ପାଲଟିଛନ୍ତି। ପ୍ରଥମେ ସେ ‘ହରହର ଶମ୍ଭୁ’ ଗାଇ ପ୍ରଶଂସକମାନଙ୍କ ଭଲପାଇବା ସାଉଁଟିବା ସହ ବିବାଦକୁ ମଧ୍ୟ ଆସିଥିଲେ। ଏହାକୁ ସେ ଖାତିର ନ କରି ପୁଣି ଗାଇଥିଲେ ‘ହରେ ହରେ କୃଷ୍ଣ’। ଏବେ…
ଅଗଷ୍ଟ ୨୪ରେ ଫ୍ଲୋର୍ ଟେଷ୍ଟ
ପାଟନା,୧୦।୮:ବିହାରରେ ନୂତନ ସରକାର ଗଠନ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି। ଏହି ବୈଠକରେ ଅଗଷ୍ଟ ୨୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି।…
ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ
ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ ଗଳିତ ମୃତଦେହ। ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଶାଶୁଘର ଲୋକ କହି ପାଖ…
ଟ୍ରକ୍ମାଲିକଙ୍କ ରାସ୍ତା ଅବରୋଧ
କେନ୍ଦୁଝର,୧୦ା୮(ସ୍ବ.ପ୍ର.): ତୁରନ୍ତ ନିର୍ବାଚନ କରିବା ଦାବିରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ରାସ୍ତା ଅବରୋଧ କରିଥିଲେ। ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଟ୍ରକ୍ମାଲିକମାନେ ସାମିଲ ହୋଇଥିଲେ। ଟ୍ରକ୍ମାଲିକଙ୍କ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୫୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୦୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୦୭,୩୦୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଶୁଟିଂ ସେଟ୍ରେ ଶିଳ୍ପାଙ୍କ ଗୋଡ ଭାଙ୍ଗିଲା
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସହ ବଡ଼ ଦୁର୍ଘଟଣା ଘଟିଛି। ଆଗାମୀ ସିରିଜର ଶୁଟିଂ ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଶିଳ୍ପା ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫଟୋରେ ତାଙ୍କୁ ଏକ ହ୍ବିଲ୍ ଚେୟାର୍ରେ ବସି…
Archives


