ମଧ୍ୟରାତ୍ରି ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା
ସାରସକଣା,୧୬।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା। ମାତ୍ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ତିରଙ୍ଗା ଅବତରଣ କରା ନ ଯିବା ନେଇ ସ୍ଥାନୀୟ ଜନସାଧାରଣ ଅଧିକାରୀମାନଙ୍କ ଦାହିତ୍ୱହୀନତା ନେଇ ଉଦ୍ବେଗ…
ଏବେଠୁ ଡରିଲେଣି କରନ୍ ଜୋହର…
ବମ୍ବେ: ଫିଲ୍ମ ରିଲିଜ ହୋଇନି। ହେଲେ ଏବେଠାରୁ ଡରିଲେଣି ନିର୍ମାତା ତଥା ନିର୍ଦ୍ଦେଶକ କରନ୍ ଜୋହର। କାରଣ ଆଗାମୀ ଦିନରେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଯଦି ଅକ୍ଷୟ କୁମାର ଏବଂ ଆମିର ଖାଁଙ୍କ ଚଳଚ୍ଚିତ୍ର…
ଗାଁରେ ଲୁଣା କରାଣ୍ଡିଆ ପାଣି, ପାଇକାରେ ଘଳିଆ, ଦ୍ୱିପାଞ୍ଚଳର ୩ ଗାଁ ବିଚ୍ଛିନ୍ନ
କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୫ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ଲୁଣା କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି । ତେବେ ଏହି ଦ୍ୱୀପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ…
ବିପଦରେ ଅକ୍ଷୟଙ୍କ ‘ଷ୍ଟାରଡମ୍’: ବର୍ଷକରେ ୩ ଫିଲ୍ମ ଫ୍ଲପ୍
ବମ୍ବେ: ଏକଦା ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ବକ୍ସ ଅଫିସ କିଙ୍ଗ କୁହାଯାଉଥିଲା। କାରଣ ତାଙ୍କର ପ୍ରତିଟି ଫିଲ୍ମ ସୁପରହିଟ୍ ହେବା ସହ ଭଲ ବ୍ୟବସାୟ କରୁଥିଲା। ଶହେ କୋଟି କ୍ଲବରେ ସାମିଲ ହେବା ତାଙ୍କ ଫିଲ୍ମଗୁଡ଼ିକ ଲାଗି ସାଧାରଣ କଥା…
ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୧୬।୮(ବ୍ୟୁରୋ): ମୁଣ୍ଡଳିରେ ମଙ୍ଗଳବାର ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ। ତେଣୁ ଆଗାମୀ ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି। ତଣୁ ନଦୀ ବନ୍ଧକୁ ଜଗିବା ଜରୁରୀ ବୋଲି ସେ…
ମା’ହେବାକୁ ଯାଉଛନ୍ତି ବିପାଶା, ଫଟୋଶୁଟରେ ଦେଖାଇଲେ ବେବି ବମ୍ପ
ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ବଲିଉଡ ବିୟୁଟି ବିପାଶା ବାସୁ । ଏହି ଖବର ସେ ନିଜେ ଅଫିସିଆଲ କରିଛନ୍ତି । ଏବେ ବିପାଶା ତାଙ୍କ ପ୍ରେଗ୍ନେସିକୁ ଏନଜୟ କରୁଛନ୍ତି । ବର୍ତ୍ତମାନ ବିପାଶା ଶେଷ ଟ୍ରେମିଷ୍ଟରରେ ଅଛନ୍ତି । ଆଉ…
ବିଲରୁ ମିଳିଲା ମୃତଦେହ
ପାଟଣା,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ଗ୍ରାମ ରାସ୍ତାକଡ଼ ଏକ ବିଲରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ପାଟଣା ଥାନା କାଶିଆ ଗ୍ରାମର ସନୁ ମହାନ୍ତ। ମଳିଥିବା ସୂଚନା ମୁତାବକ, ସେ ସାଇକେଲରେ…
ବାବା ସିଂହନାଥ ମହାଦେବ, ମା’ ଭଟାରୀକା ମନ୍ଦିରରେ ପଶିଲା ବନ୍ୟା ଜଳ
ନରସିଂହପୁର,୧୬।୮(ସ୍ବ.ପ୍ର.): କଟକ ଜିଲା ବଡମ୍ବା ଗୋପୀନାଥପୁର ନିକଟ ମହାନଦୀ ମଝିରେ ଥିବା ପାହାଡ଼ରେ ପ୍ରସିଦ୍ଧ ବାବା ସିଂହନାଥ ମହାଦେବଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ସମେତ ପରିସର ବନ୍ୟା ପାଣି ଘେରରେ ରହିଛି। ଫଳରେ ଦୈନନ୍ଦିନ…
କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ନିକଟରେ ଇଂଲଣ୍ଡ ଗସ୍ତ ସମୟରେ ମଧ୍ୟ କୋହଲିଙ୍କ ବ୍ୟାଟ ଚାଲି ନ ଥିଲା। ଏହା ପରେ ସେ ୱେଷ୍ଟଇଣ୍ଡିଜ…
ପରଲୋକରେ ପୂର୍ବତନ ମନ୍ତ୍ରୀ ସୁବାଷ ସିଂହ
ପାଟନା,୧୬।୮: ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏକ ଅଘଟଣ ଘଟିଛି। ବିହାର ସରକାରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭାଜପା ବିଧାୟକ ସୁବାଷ ସିଂହଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ତାଙ୍କର କିଡ୍ନୀ…
ପୁଣି ମା’ ହେବେ ଅଭିନେତ୍ରୀ ଦେବିନା
ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଦେବିନା ବାନାର୍ଜୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ୪ ମାସ ପୂର୍ବେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ପୁଣି ଥରେ ମା’ ହେବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ…
ସୁଧୁରୁଛି କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୧୬।୮: ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ମଙ୍ଗଳବାର ଏନେଇ ତାଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ସମସ୍ତେ ରାଜୁଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସେ…
Archives


