Home Left

ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ନାଁରେ ମାମଲା,ଡ୍ରାଇଭରଙ୍କୁ ଜାମିନ

ବଲାଙ୍ଗୀର ଅଫିସ,୧୬।୭: କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦରେ ଥିବା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ସୋନପୁର ପୁଲିସ ମାମଲା ରୁଜୁ କରିଛି। ଜଣେ ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ…

ପାଣିମିଟର ପାଇଁ ବେଆଇନ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁ ଓ୍ବାଟ୍‌କୋ ନାଁରେ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ। ସମ୍ପୃକ୍ତ ଯୁବକ ଏଭଳି ଅର୍ଥ ଆଦାୟ କରୁଥିବାର ଅଭିଯୋଗ…

ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ: ସିସିଟିଭିରେ କଏଦ ହେଲେ ଦୁର୍ବୁତ୍ତ

ଭବାନୀପାଟଣା,୧୬।୭(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ଖଣ୍ଡିଡଙ୍ଗରିଗୁଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ପଣ୍ଡ ହୋଇଛି। ପ୍ରାୟ ୧୪ଜଣ ଦୁର୍ବୃତ୍ତ ରାତି ୧୨ଟାରେ ମୁହଁରେ ମୁଖା, ମାରଣାସ୍ତ୍ର ଧରି ଗାଁର ବ୍ୟବସାୟୀ…

୪ ଦିନ ବନ୍ଦ ପରେ ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଜୁନାଗଡ଼,୧୬।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟସ୍ଥ ହାଲେର ଯୋରରେ ବନ୍ୟା ପାଣି ଆସିବା ଫଳରେ ଗତ ୧୨ତାରିଖରୁ ଆପ୍ରୋଚ ପୋଲ ଧୋଇ ହୋଇଯାଇଥିଲା। ଏଣୁ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦-ସିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଘଟଣାର ୪ଦିନ ପରେ…

ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର, ୪ ଲକ୍ଷ ଲେଖାଏଁ କ୍ଷତିପୂରଣ

ଖଡ଼ିଆଳ,୧୬।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଲଖ୍‌ନା ଥାନା ଅନ୍ତର୍ଗତ ସମରସିଂ ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ସମରସିଂ ଗ୍ରାମର…

ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୧୬।୭: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ଶନିବାର ହେବାକୁ ଥିବା ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ଭାଜପା ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି…

ସାମ୍ନାକୁ ଆସିଲା ଫିଲ୍ମ‘ଶେହଜାଦା’ର ପ୍ରଥମ ଲୁକ୍‌, ଏହି ଦିନ ହେବ ରିଲିଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅପକମିଙ୍ଗ୍‌ ଫିଲ୍ମ‘ଶେହଜାଦା’୨୦୨୩ ଫେବୃୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ ଅଭିନେତା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରଥମ ଲୁକ୍‌ ସହ ରିଲିଜ୍‌ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଫିଲ୍ମ‘ଶେହଜାଦା’ରେ କାର୍ତ୍ତିକଙ୍କ ସହ ନଜର ଆସିବେ କ୍ରିତି…

ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି। ଅଫଲାଇନ ବଦଳରେ ଅନ୍‌ଲାଇନ୍‌ ଟିକାଦାନକୁ ବିରୋଧ କରି ଏଭଳି ହୋଇଥିବା ଜଣାପଡ଼ିଛି। ସୂଚାନାଯୋଗ୍ୟ,…

ଶୁଟିଂ ବିଶ୍ୱକପ: ଫାଇନାଲରେ ଐଶ୍ୱର୍ଯ୍ୟ, ଚେନ୍‌ ସିଂ

ନୂଆଦିଲ୍ଳୀ,୧୬ା୭: ଚାଙ୍ଗଓନରେ ଖେଳା ଯାଉଥିବା ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ଅଭିଯାନ ଜାରି ରହିଛି। ୫୦ ମିଟର ରାଇଫଲ ମୁକାବିଲାରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଚେନ୍‌ ସିଂ ଏବଂ ୨୫ ମିଟର ପିସ୍ତଲ ବର୍ଗରେ ମାନୁ ଭାକର ଫାଇନାଲରେ ପହଞ୍ଚିଛନ୍ତି।…

ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୧୬।୭: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆମ ଆଦମୀ ପାର୍ଟି(ଏଏପି)। ଶନିବାର ଏନେଇ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆମର ସମ୍ମାନ…

ପଲିଥିନ ଧରପଗଡ଼, ଜରିମାନା ଆଦାୟ

ବୁଗୁଡା,୧୬।୭ (ଡି.ଏନ୍‌.ଏ.): ବୁଗୁଡା ଏନ୍‌ଏସିରେ ପ୍ରଶାସନ ପକ୍ଷରୁ ଶନିବାର ପଲିଥିନ ଧରପଗଡ଼ କରାଯାଇଥିଲା। ଏନ୍‌ଏସି କାର୍ଯ୍ୟ ନିବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅଧିକାରୀମାନେ ବିଭିନ୍ନ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଯାଞ୍ଚ କାର୍ଯ୍ୟ କରିଥିଲେ। ଏପରି…

ଜୁଲାଇ ୨୦ରୁ ଯୁକ୍ତ୨ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଯୁକ୍ତ ୨ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୦ରୁ ସାମ୍‌ସ ପୋର୍ଟଲ ଜରିଆରେ ସମସ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୨୦ରୁ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ହେଲେ ସିବିଏସ୍‌ସି ପରୀକ୍ଷା ଫଳାଫଳ ବାହାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri