ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଚରମ ସୀମାରେ: ଫସଲରେ ଚରାଇଲେ ଗୋରୁପଲ, ମୁତୟନ ହେଲା…
ଦିଗପହଣ୍ଡି/ପାଟପୁର, ୨୫।୧୦ (ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲର ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ଅଳ୍ପ କିଛି ସରକାରୀ ଜମିକୁ ବତାଗଡ଼ ଏବଂ ପୋଡ଼ାମାରି ଗ୍ରାମର ବହୁ ସଂଖ୍ୟକ…
ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ଅଭିଯୁକ୍ତ ଏବିଡ଼ିଓ ଫେରାର
ହାଟଡ଼ିହୀ,୨୫l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଡଅଁର ଗ୍ରାମରେ ଅକ୍ଟୋବର ୨ତାରିଖରେ ଏବିଡିଓ ସ୍ବାମୀ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨)ଙ୍କ ବେକକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର…
ସୁଧୁରିଲେ ନାହିଁ ପ୍ରାଣୀଧନ ନିରୀକ୍ଷକ; ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଗଲେ ଜେଲ୍…
ଦିଗପହଣ୍ଡି, ୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ପ୍ରାଣୀଧନ ନିରୀକ୍ଷକ ଶୁଭକାନ୍ତ ରାଉତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଶୁଭକାନ୍ତଙ୍କ ଘର କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅର୍ନ୍ତଗତ ବଡପଲ୍ଲି ଗ୍ରାମ ହୋଇଥିବା ବେଳେ…
ଗୁଳି କରି ହତ୍ୟା ମାମଲା: ସାକ୍ଷ୍ୟ ପ୍ରମାଣ ଅଭାବରୁ ବିକ୍ରମ ନିର୍ଦ୍ଦୋଷରେ ଖଲାସ
ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ)-୨୦୦୮ ମସିହା ଜୁନ ୧୮ ତାରିଖରେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଆସିକାର ବିପିନ ଭୋଳଙ୍କୁ ବିକ୍ରମ ମଲ୍ଲିକ ଏବଂ ଅନ୍ୟମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭଞ୍ଜନଗର…
ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ…
ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏକ ନିର୍ଦ୍ଦେଶନାମା…
ହଠାତ ହସ୍ପିଟାଲରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର, ବଢ଼ିଲା ଟେନଶନ
ସିଡନୀ,୨୫।୧୦: ଭାରତୀୟ ଦଳ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଏକଦିବସୀୟ ମ୍ୟାଚ ୯ ଉଇକେଟରେ ଜିତିଛି। ରୋହିତ ଶର୍ମାଙ୍କ ଚମତ୍କାର ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ମ୍ୟାଚ୍କୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା। ହେଲେ ଏହି ମ୍ୟାଚ୍ରେ ଟିମ ଇଣ୍ଡିଆର…
ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତତ୍ପରତା: ୬୬ ଲକ୍ଷର…
ନୂଆପଡ଼ା,୨୫ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତତ୍ପରତା ପ୍ରକାଶକରି ଯାଞ୍ଚ ଅଭିଯାନ ଜୋର୍ଦାର କରିଛି। ସୀମାନ୍ତ ଅଞ୍ଚଳ ତଥା ଛକରେ ଚେକ୍ପୋଷ୍ଟ କରି ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ଶୁକ୍ରବାର ବିଭାଗୀୟ ଅଧିକାରୀ ଯାଞ୍ଚ ସମୟରେ ୧୪୬…
ସାମ୍ଭାବ୍ୟ ବାତ୍ୟାକୁ ନେଇ କୋରାପୁଟ ଜିଲାପାଳ ନେଲେ ବଡ଼ ନିଷ୍ପତ୍ତି
କୋରାପୁଟ,୨୫।୧୦(ଅମିତାଭ ବେହେରା ): ସମ୍ଭାବ୍ୟ ବାତ୍ୟା ମନ୍ଥା ପାଇଁ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସନ୍ଧ୍ୟାରେ ଜିଲାପାଳ ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଜିଲାପାଳଙ୍କ ବିନା…
ରାତିସାରା ବାଲିଘାଟ ଜଗିଲେ ଗ୍ରାମବାସୀ
ହାଟଡ଼ିହୀ,୨୫।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଆମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲିଘାଟରୁ ବାଲି ଚୋରାଚାଲାଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଶୁକ୍ରବାର ବେଆଇନ ବାଲି ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକେ, ଭାଜପା ନେତା…
ସିଡନୀ ଗ୍ରାଉଣ୍ଡରେ ରେକର୍ଡ ବର୍ଷା: ସଚିନଙ୍କୁ ପଛରେ ପକାଇ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ କୋହଲି
ସିଡନୀ,୨୫।୧୦: ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଶେଷରେ ଗର୍ଜିଛି। ପର୍ଥ ଏବଂ ଆଡିଲେଡ୍ରେ ଶୂନ୍ୟରେ ଆଉଟ ହେବା ପରେ ସିଡନୀ ମଇଦାନରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫଳରେ ସେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ୭୪ ରନ୍ର…
ଗୋପାଳପୁର ବନ୍ଦରକୁ ଏକ ନମ୍ବର ବିପଦ ସଂକେତ : ୨୬ ରୁ ୩୦ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଗୋପାଳପୁର,୨୫ା୧୦(ନବୀନରାଜ୍ ଆଚାରୀ): ଗଞ୍ଜାମ ଜିଲାରେ ଅକ୍ଟୋବର ମାସରେ ବାତ୍ୟାର ଭୟ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଅବପାତ ରୂପ ନେଇ ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଜିଲାରେ…
ମ୍ୟାଚ୍ ଜିତାଇଲେ ରୋହିତ-କୋହଲି
ସିଡନୀ, ୨୫ା୧୦: ଭାରତୀୟ ଦଳର ଦୁଇ ସିନିୟର ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ୍ ମ୍ୟାଚ୍କୁ ଭାରତ ସହଜରେ ୯ ଉଇକେଟରେ ଜିତି ନେଇଛି। ସିରିଜ୍…
Archives


