ମା’ ହେବା ପରେ ଆଲିଆଙ୍କ ଫିଟ୍‌ନେସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଝିଅ ହେବାର ମାସକ ପରେ, ନିତିଦିନିଆ କାର୍ଯ୍ୟକୁ ଫେରିଛନ୍ତି। ବୁଧବାର ଆଲିଆଙ୍କୁ ସେଲିବ୍ରିଟି ଟ୍ରେନର ଅନୁଷ୍କାଙ୍କ ଯୋଗ ଘର ବାହାରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଆଲିଆଙ୍କ ଭିଡିଓ  ଭାଇରାଲ ହେବାରେ ଲାଗିଛି। ସମସ୍ତେ ତାଙ୍କ ଫିଟ୍‌ନେସ୍‌କୁ ପ୍ରଶଂସା କରୁଛନ୍ତି। ଆଲିଆଙ୍କୁ ଦେଖି ସମସ୍ତଙ୍କର କେବଳ ଗୋଟିଏ ପ୍ରଶ୍ନ, ସେ କିପରି ଶୀଘ୍ର ନିଜକୁ ସୁସ୍ଥ କଲେ।

ସେ କଳା ରଙ୍ଗର ଲେଗିଙ୍ଗ୍ସ ଏବଂ ଟି-ଶର୍ଟ ପିନ୍ଧିଥିବା ନଜର ଆସିଥିଲେ। ବିନା ମେକ୍‌ଅପ୍‌ରେ ଯାଇଥିଲେ। ଆଲିଆଙ୍କୁ ଏତେ ଫିଟ୍‌ ଦେଖି ୟୁଜରମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି- ‘ଅପେକ୍ଷା କର? ମୋର ଏକ ଅନୁଭବ ଅଛି, ଏହା ଏକ ପୁରୁଣା ଭିଡିଓ। ସେ ଶୀଘ୍ର ଫର୍ମକୁ ଫେରୁଛନ୍ତି କି?

କହିରଖୁଛୁ ଆଲିଆ ତାଙ୍କ ଫିଟ୍‌ନେସ୍‌ ବିଷୟରେ ସବୁବେଳ ପାଇଁ ସଚେତନ ଅଛନ୍ତି। ସେ ଗର୍ଭଧାରଣ ସମୟରେ ଯୋଗ ଏବଂ ବ୍ୟାୟାମ କରି ନିଜର ଯତ୍ନ ନେଉଥିଲେ। ମା’ ହେବା ପରେ ଆଲିଆ ଦ୍ୱିତୀୟ ଥର ପାଇଁ ମିଡିଆ କ୍ୟାମେରା ସାମ୍ନାକୁ ଆସିଛନ୍ତି। ଏହାପୂର୍ବରୁ ସେ ଭଉଣୀ ଶାହିନ ଭଟ୍ଟଙ୍କ ଜନ୍ମଦିନ ଭୋଜିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଲ ଫ୍ରେଣ୍ଡଙ୍କୁ କେବେ ବିବାହ କରିବେ ନାହିଁ ଅର୍ଜୁନ ରାମପାଲ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ଏବେ ଲିଭଇନ୍ ରିଲେସନଶିପରେ ଅଛନ୍ତି । ସେ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡ୍‌ସଙ୍କୁ ବଲିଉଡର ଚର୍ଚ୍ଚତ କପୁଲ...

ଘରୁ ଟଙ୍କା ଚୋରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କରିଥିଲେ ପୋଲିସକୁ ଫୋନ୍‌

ବଲିଉଡ ଅଭିନେତା ଅନୁପମ ଖେର ପ୍ରତ୍ୟେକ ଥର ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତନ୍ତି। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏପର୍ଯ୍ୟନ୍ତ ସମସ୍ତ ପ୍ରକାରର...

କରୋନା ଲକ୍‌ ଡାଉନ୍‌: ଲଣ୍ଡନରେ ଫସିଥିଲେ ଇର୍‌ଫାନ ଖାନ୍‌ଙ୍କ ପୁଅ, ସିଙ୍ଗାପୁରରେ କାଜଲଙ୍କ ଝିଅ, ଫେରିଲେ ଭାରତ

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ଗ୍ରାସ କରି ଚାରିଥିବା ବେଳେ ବିଦେଶରେ ରହୁଥିବା ଅନେକ ଷ୍ଟାର୍‌ କିଡ୍‌ ସ୍ବଦେଶ ତଥା ଭାରତ ଫେରିଆସିଛନ୍ତି। ସେମାନଙ୍କ...

ମୁହଁ ଖୋଲିଲେ ତାପସି

ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ...

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଅନେକ ଦିନ...

ବିବାହବନ୍ଧନରେ ବାନ୍ଧି ହେବେ ଅର୍ଚ୍ଚିତା-ସବ୍ୟସାଚୀ

ଭୁବନେଶ୍ୱର,୨୮।୨: ସୋମବାର ଓଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ଅଭିନେତ୍ରୀ ଅର୍ଚ୍ଚିତା ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିବେ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ...

ଅମିତାଭ ହେଲେ ଭାବୁକ: ମନେ ପକାଇଲେ ବାସଭବନର ନାମକରଣ ସ୍ମୃତି

ମୁମ୍ବାଇ, ୫।୭: ବିଗ୍‌ ବି ଅମିତାଭ ବଚ୍ଚନ ଭାବୁକ ହୋଇ ନିଜ ବ୍ଲଗ୍‌ରେ ଏକ କବିତା ଲେଖିଛନ୍ତି। ଏଥିରେ ତାଙ୍କ ବାସଭବନ ପ୍ରତୀକ୍ଷାରେ ୪୩ ବର୍ଷ...

ମାସ୍କ ପିନ୍ଧି, ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତ୍ରୀ

ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛଛି। ଏହି ସମୟରେ ସମସ୍ତେ ଘରେ ରହୁଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସାଇକେଲ...

Advertisement
Archives

Model This Week