Posted inଜାତୀୟ

ବିମାନବନ୍ଦର ସୁରକ୍ଷାର ତଦନ୍ତକଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ,୧୨।୧୨: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମାତ୍ରାଧିକ ଜନଗହଳି, କର୍ମଚାରୀ ଅଭାବ ଏବଂ କାର୍ଯ୍ୟରେ ବିଳମ୍ବ ହେବା ସହ ବିଶୃଙ୍ଖଳା ଦେଖାଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ନେଇ ସୋମବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ୩ ନମ୍ବର ଟର୍ମିନାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସିନ୍ଧିଆ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ସୁରକ୍ଷା କର୍ମୀଙ୍କ ସହ କଥା ହୋଇ ଅଧିକ ଭିଡ଼ ଥିବା ଗେଟ୍‌ରେ ଯାତ୍ରୀଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା ଏବଂ ପ୍ରତ୍ୟେକ ଫାଟକରେ ସ୍ବତନ୍ତ ଅଧିକାରୀଙ୍କୁ ନିୟୋଜିତ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ୧୩ ଲାଇନରୁ ୧୬ ଲାଇନକୁ ସୁରକ୍ଷା ବୃଦ୍ଧି କରିବାକୁ କହିଛନ୍ତି। ମାସ ଶେଷ ସୁଦ୍ଧା ୩ଟି ନୂତନ ଲାଇନ ଆରମ୍ଭ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାର କିଛି ନୂଆ କରିପାରିବ ନାହିଁ: ରାହୁଲ

ନୁଆଦିଲ୍ଲୀ,୩।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଛନ୍ତି। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଭାଜପା...

ଆରଏସଏସରେ ଯୋଗ ଦେବେ କମଲ ଖାନ

ମୁମ୍ବାଇ,୨୯।୯: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ ତାଙ୍କ ଟୁଇଟ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ବିବାଦୀୟ ଟୁଇଟ୍‌ ଯୋଗୁ ସେ...

ତୃଣମୂଳ-ଭାଜପା ମଧ୍ୟରେ କଡ଼ା ମୁକାବିଲା: ନନ୍ଦିଗ୍ରାମରେ ଶୁଭେନ୍ଦୁ ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଜାରି...

୪୦ ଫୁଟ ଗଭୀର ଶୁଖିଲା କୂଅରୁ ଶୁଭିଲା ଶବ୍ଦ, ଲୋକେ ଯାହା ଦେଖିଲେ ଉଡିଗଲା ହୋଶ୍‌

ପାଟଣା,୩୦।୯: ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ‘ଆର୍‌ଡି ଆଣ୍ଡ ଡିଜି’ କଲେଜ କ୍ୟାମ୍ପସ ନିକଟରେ ୪୦ ଫୁଟ ଗଭୀରର ଏକ ଶୁଖିଲା କୂଅରୁ ଶବ୍ଦ ଶୁଭୁଥିଲା।...

ୟୁସିସିକୁ ବିରୋଧ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ…

ଶିଲଂ,୧।୭ : ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ଉତ୍ତର ପୂର୍ବର ଭାଜପାର ଅନ୍ୟତମ ପ୍ରମୁଖ ସହଯୋଗୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ୟୁନିଫର୍ମ...

୪ ମହଲା ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ

ବେଙ୍ଗାଲୁରୁ,୨୭।୪: କର୍ନାଟକ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ରୋଗୀ ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୋମବାର...

ଧାରଣାସ୍ଥଳରେ କର୍ମଚାରୀଙ୍କର ହେଲା ବିବାହ କର୍ମ

ଠାଣେ,୧୮।୭: ଅମରାବତି ଜିଲାରେ ନିଖିଲ ତେଖି ନାମକ ଜଣେ ବ୍ୟକ୍ତି ନିଜ ବଦଳିକୁ ନେଇ ଧାରଣାରେ ବସିଥିଲେ। ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡରେଶନର କେତେଜଣ...

ରାମାନୁଜଆଚାର୍ଯ୍ୟଙ୍କ ‘ଷ୍ଟାଚ୍ୟୁ ଅଫ୍‌ ପିସ୍‌’ ଅନାବରଣ କଲେ ଶାହା

ଶ୍ରୀନଗର, ୮ା୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଭର୍ଚୁଆଲ ମାଧ୍ୟମରେ ‘ଷ୍ଟାଚ୍ୟୁ ଅଫ୍‌ ପିସ୍‌’ ଅନାବରଣ କରିଛନ୍ତି। ଏଥିସହ ବେଙ୍ଗାଲୁରୁ ସାଉଥ୍‌...

Advertisement
Archives

Model This Week