ଭୂକମ୍ପରେ ଥରିଲା ଲଦାଖ
ଲେହ,୧୬।୯: ଲେହ-ଲଦାଖରେ ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ବେଳେ ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି…
ଶ୍ରୀଚନ୍ଦ୍ରଶେଖରଜୀଉ ୮ ଘଣ୍ଟା ଉପାସ
ଢେଙ୍କାନାଳ ଅଫିସ,୧୬।୯: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଗୁରୁବାର ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧି ଦାବିରେ ୩ ପୂଜାପଣ୍ଡା ଓ ୬ ସୂପକାର ଇସ୍ତଫା ଦେଇଦେବା ପରେ ଦୈନନ୍ଦିନ ନୀତି ବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଖାଡ଼ା…
ଆଜି ରାଜ୍ୟରୁ ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଟୁଇନ୍ ସିଟିରୁ ସର୍ବାଧିକ
ଭୁବନେଶ୍ୱର,୧୬ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୩୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨୯ ଜଣ ଚିହ୍ନଟ ହୋଇଥିବା…
ଲଜ୍ରୁ ୫୯ ଲକ୍ଷ ଟଙ୍କା ଜବତ
ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୧୬ା୯(ଡି.ଏନ୍.ଏ.): କଣ୍ଟାବାଞ୍ଜି ଥାନା ପୋଲିସ ସହରର ଏକ ନିର୍ଦ୍ଦିଷ୍ଟ ଲଜ୍ରେ ଗୁରୁବାର ରାତିରେ ଚଢ଼ାଉ କରି ପ୍ରାୟ ୫୯ ଲକ୍ଷ ଟଙ୍କା ଜବତ କରିବା ସହ ରାଜ୍ୟ ବାହାରର ୭ ଜଣଙ୍କୁ ଅଟକ ରଖିଛନ୍ତି । ଉକ୍ତ ଲଜ୍ରେ ଜୁଆଖେଳ…
ନଭେମ୍ବର ୭ରୁ କଳିଙ୍ଗ ବାଲିଯାତ୍ରା
ପାରାଦୀପ,୧୬ା୯(ସ୍ବ.ପ୍ର.): ପାରାଦୀପର ବେଳାଭୂମି ବିଜୁ ମୈଦାନରେ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନଭେମ୍ବର ୭ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାତଦିନ ଧରି ଏହି ଉତ୍ସବ ପାଳନ କରାଯିବ। ଏ ନେଇ ଗୁରୁବାର ସାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ…
୩୧ ମଣ୍ଡପରେ ପୂଜାପାଇବେ ଗଜଲକ୍ଷ୍ମୀ
ଖୋର୍ଦ୍ଧା ଅଫିସ,୧୬ା୯: ଦୁଇ ବର୍ଷ ପରେ ବିନା କଟକଣାରେ ହେବ ଗଜଲକ୍ଷ୍ମୀ ପୂଜା। ଓଡ଼ିଶାର ଢେଙ୍କାନାଳ ପରେ ଖୋର୍ଦ୍ଧା ସହରରେ ଆଡ଼ମ୍ବରରେ ପାଳିତ ହୋଇଥାଏ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଏଥିଲାଗି ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ…
ଓଭରବ୍ରିଜ୍ ନିର୍ମାଣ ବିଳମ୍ବ ନେଇ ଅସନ୍ତୋଷ
ନିରାକାରପୁର,୧୬।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ନୂଆ ଜଗନ୍ନାଥ ସଡ଼କ ଉପରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ତ୍ତ ବିଭାଗ ଓ ରେଲଓ୍ବେ ଅଧିକାରୀ ସ୍ଥିତି ଦେଖିବା ସହ ନକ୍ସା ପ୍ରସ୍ତୁତ କରିସାରିଲେଣି। ଏପରିକି ସେଠାରେ ମୋରମ…
ବାଲିସାହି, ଲୋକନାଥ ରୋଡ୍ ଚଉଡ଼ା ହେବ
ପୁରୀ ଅଫିସ,୧୬।୯: ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଲି ସାହି ଓ ଲୋକନାଥ ରୋଡ୍ ରାସ୍ତା ଚଉଡ଼ା…
ଲକ୍ଷ୍ନୌ ହଜରତଗଞ୍ଜରେ ଦୁର୍ଘଟଣା, କାନ୍ଥ ଭୁଷୁଡି ୨ ଶିଶୁ ସମେତ ୯ ମୃତ
ଲକ୍ଷ୍ନୌ,୧୬ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ହଜରତଗଞ୍ଜ ଅଞ୍ଚଳରେ ଏକ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହା…
ପାନୀୟଜଳ, ଆଲୋକ ବ୍ୟବସ୍ଥା ନାହିଁ
ବୋଲଗଡ଼,୧୬ା୯(ଡି.ଏନ୍.ଏ.): ପୂର୍ବତଟ ରେଳପଥ ଅଧୀନ ବୋଲଗଡ଼ ରେଲଓ୍ବେ ଷ୍ଟେଶନରେ ପାନୀୟଜଳ ଏବଂ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଷ୍ଟେଶନ ପୂର୍ବରୁ ବୋଲଗଡ଼…
ବାୟୋମାଇନିଂ ମେଶିନ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ
ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ବହୁ ବୁଝାଶୁଝା ଓ ସରକାରଙ୍କ ହସ୍ତକ୍ଷେପ ପରେ ଦାରୁଠେଙ୍ଗବାସୀ ଭୁଆସୁଣୀରେ ଅଳିଆ ପକାଇବାକୁ ସୁଯୋଗ ଦେଇଥିବାରୁ ଏବେ କୌଣସି ଭୁଲ୍ କରିବାକୁ ଚାହୁଁନି ବିଏମ୍ସି। ତେଣୁ ଦାରୁଠେଙ୍ଗବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ପଦକ୍ଷେପକୁ ଗୁରୁତ୍ୱ ଦେଉଛି।…
ସିଲ୍ ସତ୍ତ୍ୱେ ଚାଲିଲା ହୋଟେଲ
ଭୁବନେଶ୍ୱର,୧୬।୯ (ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶ ଓ ଖରାପ ମାନର ଖାଦ୍ୟା ପ୍ରଦାନ ଅଭିଯୋଗରେ ବିଏମ୍ସି ପକ୍ଷରୁ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନା ପ୍ରସିଦ୍ଧ ମଟନ ହୋଟେଲ୍କୁ ସିଲ୍ କରାଯାଇଥିଲା। ବୁଧବାର ସିଲ୍ କରାଯାଇଥିଲେ ବି ଗୁରୁବାର ସକାଳୁ ସ୍ବାଭାବିକ…
Archives


