୮୦ କୋଟିର ସେଚପ୍ରକଳ୍ପ, ୮୦ ହେକ୍ଟରକୁ ମାଡୁନି ପାଣି
ବଡ଼ଗାଁ, ୧୬ା୯(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ୭୦ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅଞ୍ଚଳରେ ଥିବା ୧୦ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣିରେ ପ୍ରାୟ ୮ ଶହ ଏକର…
କାନରେ ହେଡଫୋନ ଲଗାଇପାରିଲେ ନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୁଟିନ ଦେଖି ହସିଲେ
ସମରକନ୍ଦ,୧୬।୯: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏଠାରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ଏହି ସମ୍ମିଳନୀରେ ଶେହଓ୍ବାଜ…
ତଲାବିରା କୋଇଲା ଖଣିରୁ ମିଳିମିଶି ଲୁଟୁଛନ୍ତି
ସମ୍ବଲପୁର,୧୬ା୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ପ୍ରଧାନପାଲି ନିକଟରେ ବୁଧବାର ଏକ କୋଇଲା ବୋଝେଇ ଟ୍ରକ୍କୁ ଚୋରା ଚାଲାଣ ସନ୍ଦେହରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ଧରିଥିଲା। ଏହି ଘଟଣା ପରେ ଜିଲାରେ ଥିବା ଖଣିଖାଦାନରୁ ମିଳିମିଶି ଲୁଟ୍ କରାଯାଉଛି ବୋଲି…
‘ଆରଆରଆର’କୁ ପଛରେ ପକାଇଲା ‘ବ୍ରହ୍ମାସ୍ତ୍ର’
ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ପ୍ରଥମ ସପ୍ତାହ ମଧ୍ୟରେ ୩୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ଦେଶରେ କରିଥିବା ଆୟରେ ଫିଲ୍ମ…
ପୋଖରୀରୁ ମିଳିଲା ୩ ନବଜାତକଙ୍କ ମୃତଦେହ
ଢେଙ୍କାନାଳ ଅଫିସ,୧୬ା୯: ଢେଙ୍କାନାଳ ଜିଲା ଓ ଡାପଢ଼ା ବ୍ଲକ ସଦର ଥାନା ଇନ୍ଦିପୁର କଟା ପୋଖରୀରେ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ କରାଯାଇଛି। ୩ ନବଜାତକ କନ୍ୟା ସନ୍ତାନ ବୋଲି ସନ୍ଦେହ କରାଯାଉଛି। ଏକକାଳୀନ ୩ ନବଜାତକଙ୍କ ମୃତଦେହ ଦେଖି…
ୟୁକ୍ରେନକୁ ୬୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଘୋଷଣା କଲା ଆମେରିକା
ନ୍ୟୁୟର୍କ,୧୬।୯: ରୁଷିଆ ସହିତ ଯୁଦ୍ଧ କରୁଥିବା ୟୁକ୍ରେନକୁ ଆମେରିକା ଅତିରିକ୍ତ ୬୦୦ ମିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏହି ଘୋଷଣା କରିଛି। ସେପ୍ଟେମ୍ବର ୨୦୨୧ ପରଠାରୁ ୟୁକ୍ରେନକୁ ଆମେରିକାର ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତିର…
ବେଗୁସରାଇ ଗୁଳିକାଣ୍ଡ ଘଟଣା: ୪ ଅଭିଯୁକ୍ତ ଗିରଫ
ପାଟନା,୧୬।୯: ବେଗୁସରାଇ ଗୁଳିକାଣ୍ଡ ଘଟଣାର ତିନି ଦିନ ପରେ ବିହାର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ହୃଦୟ ବିଦାରକ ଘଟଣାରେ ପୋଲିସ ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାନୁସାରେ, ଶୁକ୍ରବାର ସକାଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ…
କମୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୨୯୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ସ୍ପଟ୍ ଆଡମିଶନ ପିଲା ନିରାଶରେ ଫେରିଲେ
ବ୍ରହ୍ମପୁର ଅଫିସ,୧୬।୯: ବର୍ତ୍ତମାନ ମହାବିଦ୍ୟାଳୟଗୁଡିକରେ ଆଡ଼ମିଶନ ପ୍ରକ୍ରିୟା ଚାଲୁ ରହିଛି। ବ୍ରହ୍ମପୁରରେ ଥିବା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ୨ ପ୍ରଥମ ବର୍ଷ ସ୍ପଟ ଆଡ଼ମିଶନ ନିମନ୍ତେ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପିଲାମାନେ ଆଡ଼ମିଶନ ଲାଗି…
ମରାମତି ହେଲା ପାତ୍ରପୁର କେନାଲ ହୁଡ଼ା ରାସ୍ତା
ପାତ୍ରପୁର,୧୬ା୯(ଡି.ଏନ୍ଏ): ପାତ୍ରପୁର ବ୍ଲକ୍ ପାତ୍ରପୁର ଗ୍ରାମକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ଲଗାଣ ବର୍ଷାରେ ଧୋଇ ଯାଇଥିଲା। ବର୍ଷା କମିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ରସ୍ତାକୁ ମରାମତି କରାଯାଇଛି। ନିମ୍ନମାନର କାମ ଯୋଗୁଁ ରାସ୍ତା ଧୋଇଯାଇଥିବା ଅଭିଯୋଗ କରି ସ୍ଥାୟୀ…
ହତ୍ୟାକାରୀଙ୍କ ସମେତ ୩ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୧୬ା୯: ଠିକାଦାର ପୂର୍ଣ୍ଣଚନ୍ଦ୍ର ନାହାକ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଗୁରୁବାର କାବୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବେଳେ ଅନ୍ୟ ଦୁଇଜଣ ବାପା- ପୁଅ ଏହାର ଷଡଯନ୍ତ୍ରକାରୀ…
୯ ପଞ୍ଚାୟତ ଚାଷୀଙ୍କୁ ମିଳିନି ଫସଲବୀମା
ଛତ୍ରପୁର,୧୬ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଗତବର୍ଷ ଧାନ ଅମଳ ସମୟରେ ଅଦିନିଆ ବର୍ଷା ଫଳରେ ଅଧିକାଂଶ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଭେ କରି ରିପୋର୍ଟ ଦେବା ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିଥିଲା। କ୍ଷତିଗ୍ରସ୍ତ ଚାଷୀ ଲକ୍ଷାଧିକ…
Archives


