‘ଟାଇଗର-୩’କୁ ଟକ୍କର ଦେବ ‘ଡ୍ରିମଗର୍ଲ-୨’: ଅନନ୍ୟାଙ୍କ ସହ ଆୟୁଷ୍ମାନଙ୍କ ଜମିବ ଯୋଡ଼ି
ବମ୍ବେ: ନିର୍ମାଣ ହେବାକୁ ଯାଉଛି ଫିଲ୍ମ ଡ୍ରିମଗର୍ଲ-୨। ଶୁକ୍ରବାର ଏନେଇ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଘୋଷଣା କରିଛନ୍ତି। ୨୦୧୯ରେ ରିଲିଜ ହୋଇଥିବା ଅଭିନେତାଙ୍କ ଫିଲ୍ମ ଡ୍ରିମଗର୍ଲର ଏହା ସିକୁଏଲ। ପ୍ରଥମେ ଟେଲି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ଆୟୁଷ୍ମାନଙ୍କ ନାୟିକା ସାଜିବେ ବୋଲି…
ଟି୨୦ ବିଶ୍ୱକପ୍ ଲାଗି ଦଳ ଘୋଷଣା କଲା ଶ୍ରୀଲଙ୍କା
କଲମ୍ବୋ,୧୬।୯: ଭାରତ ଏବଂ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍ ଉପସ୍ଥିତିରେ ଏସିଆ କପ୍ ୨୦୨୨ ଟାଇଟଲ ଜିତି ଇତିହାସ ରଚିଥିଲା ଶ୍ରୀଲଙ୍କା କ୍ରିକେଟ ଟିମ୍। ଏବେ ଦଳର ନଜର ଆଗାମୀ ଟି-୨୦ ବିଶ୍ୱକପ୍ ଉପରେ ରହିଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ…
ସଞ୍ଜୁ ସାମ୍ସନଙ୍କୁ ଅଧିନାୟକ ଦାୟିତ୍ୱ ଦେଲା ବିସିସିଆଇ, ନେବେ ଏହି ଟିମ୍ର ନେତୃତ୍ୱ
ନୂଆଦିଲ୍ଲୀ,୧୬।୯: ଆଗାମୀ ଟି୨୦ ବିଶ୍ୱକପ୍ ଦଳରେ ସଞ୍ଜୁ ସାମସନଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯାଇନାହିଁ। ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲା। ଏବେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ବୋର୍ଡ ବଡ଼ ପଦକ୍ଷେପ ଉଠାଇଛି। ନ୍ୟୁଜିଲାଣ୍ଡ-ଏ ବିପକ୍ଷ ତିନି…
ଗଜପତିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି: ମାସକରେ ଗଲାଣି ୭ ଜୀବନ
ପାରଳାଖେମୁଣ୍ଡି,୧୬ା୯(ଡି.ଏନ୍.ଏ.): ଗଜପତି ଜିଲାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଜିଲାରେ ୪୨ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ତିନି ଗୁଣ ହେବ। ଅନ୍ୟପକ୍ଷେ ମାସକ ମଧ୍ୟରେ ୭…
ଆଜମଙ୍କୁ ଭେଟିଲେ ଏସ୍ପି ମୁଖ୍ୟ ଅଖିଳେଶ
ନୂଆଦିଲ୍ଲୀ,୧୬।୯: ସମାଜବାଦୀ ପାର୍ଟି(ଏସ୍ପି)ର ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ବର୍ତ୍ତମାନ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିକଟରେ ଆଜମଙ୍କ ହୃଦ୍ଘାତ ହେବାରୁ ତାଙ୍କର …
୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବେ ଇଂଲଣ୍ଡ ଖେଳାଳି
କରାଚୀ,୧୬ା୯: ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଦଳ। ଜୋସ ବଟଲରଙ୍କ ନେତୃତ୍ୱାଧୀନ ଦଳ କରାଚୀ ବିମାନ ବନ୍ଦରରେ ଗୁରୁବାର ଅବତରଣ କରିଛି। ସୁରକ୍ଷା କାରଣରୁ କୌଣସି ଦଳ ଆସିବାକୁ ରାଜି ହେଉ…
କାଲି ପୁରୀରେ ଏୟାର୍ ଶୋ
ପୁରୀ ଅଫିସ, ୧୬।୯: ପୁରୀରେ ଶନିବାର ଏୟାର୍ ଶୋ ହେବ। ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ଏହି ଶୋ କରାଯିବ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଶନିବାର ଏହି ଏୟାର୍ ଶୋ ହେବାକୁ ଯାଉଛି।…
ଭୁଷୁଡ଼ିଲା ସ୍କୁଲ ପାଚେରି, ଆଖିବୁଜିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ
ରାୟଗଡ଼ା ଅଫିସ/ଗୁଣୁପୁର,୧୬।୯(ଡି.ଏନ୍.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚିକଟ ସରକାରି ଉଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ପାଚେରି କାନ୍ଥ ଭୁଷୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ପଞ୍ଚମ ଶ୍ରେଣୀ ଛାତ୍ରୀ ହେଲେ ଆହୁତି ଶବର (୧୧…
ଅମାନତୁଲ୍ଲାହଙ୍କ ଘରେ ଏସିବି ଚଢ଼ାଉ: ବେଆଇନ ଅସ୍ତ୍ରଶସ୍ତ୍ର ଜବତ
ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାଁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଣ୍ଟି କରୋପସନ୍ ବ୍ୟୁରୋ(ଏସିବି)ର ଟିମ୍ ବିଧାୟକ ଅମାନତୁଲ୍ଲାହଙ୍କ ଅନେକ ସ୍ଥାନରେ ଚଢ଼ାଉ କରିଛି। ଅମାନତୁଲ୍ଲାହଙ୍କ ବାସଭବନ ସମେତ ଜାମିଆ, ଓଖଲା ଓ ଗଫୁର ନଗର ଭଳି…
ପ୍ରେମିକଙ୍କୁ ସରପ୍ରାଇଜ୍ ଦେବା ଲାଗି ଅନ୍ୟ ଦେଶକୁ ଯାଇଥିଲେ ଏହି ଅଭିନେତ୍ରୀ; ଏମିତି ମିଳିଥିଲା ଝଟ୍କା
ବମ୍ବେ: ଟେଲି ପରଦାରୁ ବଡ଼ ପରଦାର ଯାତ୍ରା ସହଜ ନ ଥିଲା, ହେଲେ ଅସମ୍ଭବ ବି ନ ଥିଲା। ଶେଷରେ ନିଜ ସ୍ବପ୍ନରେ ଡେଣା ଲଗାଇ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ପ୍ରାଚୀ ଦେଶାଇ। ଧାରାବାହିକ…
ଖଲିସ୍ତାନୀ ଉଗ୍ରପନ୍ଥୀ ଭାଙ୍ଗିଦେଲେ ହିନ୍ଦୁ ମନ୍ଦିର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକଲା ଭାରତ
ଟରଣ୍ଟୋ,୧୬।୯: କାନାଡ଼ାର ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଟରଣ୍ଟୋରେ ଥିବା ବିଏପିଏସ୍ ସ୍ବାମୀନାରାୟଣନ ମନ୍ଦିରକୁ ଭାଙ୍ଗି ବିକୃତ କରିଦେଇଛନ୍ତି। ଭାରତ ବିରୋଧୀ ଘୃଣିତ ଅପରାଧକୁ ସେଠାରେ ଥିବା ଭାରତୀୟ ମିଶନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏପରିକି ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ମୋଦି-ପୁଟିନ୍ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ
ସମରକନ୍ଦ,୧୬।୯: ଉଜ୍ବେକିସ୍ତାନର ସମରକନ୍ଦ ସହରରେ ସଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ସାକ୍ଷାତକାର କରିଛନ୍ତି।…
Archives


