ମିଳିଲାନି ଚାରିକାନ୍ଧ ବାଇକ୍ରେ ନେଇ ଶବଦାହ କଲେ ସ୍ବେଚ୍ଛାସେବୀ
ବରଗଡ଼ ଅଫିସ୍/ପଦ୍ମପୁର,୨୩।୯: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭିମସାର୍, ବୁର୍ଲାରୁ ବ୍ୟବଚ୍ଛେଦ ହୋଇ ଏକ ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଜାତିପ୍ରଥାକୁ କେନ୍ଦ୍ର କରି ମୃତକଙ୍କୁ ଚାରିକାନ୍ଧ ମିଳି ନ…
ଟି୨୦ ବିଶ୍ୱକପ୍ ପରେ ବାଜିବ ଆଇପିଏଲ୍ ବିଗୁଲ୍
ନୂଆଦିଲ୍ଲୀ,୨୩।୯: ଟି୨୦ ବିଶ୍ୱକପ୍ ପରେ ବାଜିପାରେ ଆଇପିଏଲ୍ର ଆଗାମୀ ସିଜନର ବିଗୁଲ୍। ଡିସେମ୍ବରରେ ଆଇପିଏଲ୍-୨୦୨୩ ଲାଗି ଅକ୍ସନ କରାଯାଇପାରେ। ଏହା ଏକ ମିନି ଅକ୍ସନ ହେବାକୁ ଯାଉଥିବା ବେଳେ ଏହା କେଉଁଠି ହେବ ତାହା ସ୍ଥିର କରାଯାଇନାହିଁ। ଡିସେମ୍ବର ଦ୍ୱିତୀୟ ଅଥବା…
ସନ୍ନ୍ୟାସ ନେଇ ଘୋଷଣା କଲେ ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର
ନୂଆଦିଲ୍ଲୀ,୨୩।୯: ଭାରତୀୟ କିମ୍ବଦନ୍ତୀ ମହିଳା ପେସର୍ ଝୁଲନ ଗୋସ୍ବାମୀ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶନିବାର(ସେପ୍ଟେମ୍ବର ୨୪)ରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ତାଙ୍କର ଶେଷ ମୁକାବିଲା…
ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ନିମନ୍ତ୍ରଣ: ୨ ପରିବର୍ତ୍ତନ ସହ ଓହ୍ଲାଇଛି ଟିମ୍ ଇଣ୍ଡିଆ
ନାଗପୁର,୨୩।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଏଠାରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଏକାଦଶରେ…
ଜାଣନ୍ତୁ ଆମିରଙ୍କ ଭାବିଜ୍ୱାଇଁ ନୁପୁର କିଏ?ଆୟରାଙ୍କୁ ବିବାହ କରିବାକୁ କରିଛନ୍ତି ପ୍ରପୋଜ…
ବମ୍ବେ: ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ସହମତି ପ୍ରକାଶ କରିଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଆୟରା। ଖୁବ୍ଶୀଘ୍ର ନୁପୁର ଶିଖରଙ୍କର ସହ ତାଙ୍କର ବିବାହ ହୋଇପାରେ। ଫିଲ୍ମ ଷ୍ଟାଇଲରେ ଇଟାଲୀରେ ସେ ଆୟରାଙ୍କୁ ପ୍ରପୋଜ କରିଛନ୍ତି।…
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର
ପଦ୍ମପୁର,୨୩।୯(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର ଗୋଷ୍ଠୀକେନ୍ଦ୍ରର ଚାବି ପକାଇବା ଘଟଣାକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଇଛି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଉମର ଅଲ୍ଲୀ ବିଡିଓଙ୍କ ନିକଟରେ ଓ ବାସୁଦେବପୁର ଥାନାରେ…
ଦବଙ୍ଗ ଦିଲ୍ଲୀ-ୟୁ ମୁମ୍ବା ଉଦ୍ଘାଟନୀ ମୁକାବିଲା
ନୂଆଦିଲ୍ଲୀ,୨୩ା୯: ପ୍ରୋ-କବାଡ଼ି ଲିଗ୍ ସିଜନ-୯ ଆସନ୍ତା ଅକ୍ଟୋବର ୭ରୁ ଆରମ୍ଭ ହେବ। ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ ବେଙ୍ଗାଲୁରୁରେ ଦବଙ୍ଗ ଦିଲ୍ଲୀ କେସି ଓ ୟୁ ମୁମ୍ବା ମଧ୍ୟରେ ହେବ। ପ୍ରଥମ ଦିବସରେ ଆଉ ଦୁଇଟି ମ୍ୟାଚ ମଧ୍ୟ ଖେଳାଯିବ। ତନ୍ମଧ୍ୟରୁ ଗୋଟିଏ…
କାର୍ଯ୍ୟାଳୟରେ ପଶି ଆକ୍ରମଣ: ୭ ବିଦ୍ୟୁତ୍ କର୍ମଚାରୀ ଗୁରୁତର
ବାରିପଦା ଅଫିସ,୨୩।୯: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଛାଞ୍ଚ ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟରେ ବୁଧବାର ୪୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ଆକ୍ରମଣରେ ୭ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତେ…
ଘରେ କରେଣ୍ଟ ନ ଥିଲା ଚଢ଼ିଗଲେ ବିଦ୍ୟୁତ୍ ଖୁଣ୍ଟରେ…
ଉଦଳା,୨୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ରାଇକାଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ସେ ହେଲେ ଅମାସ ଟୁଡୁ(୨୨)। ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍ କାଟ ହୋଇଥିଲା।…
କଟକ ଭର୍ତିଆ ଟାୱାରେ ଲାଗିଲା ନିଆଁ
କଟକ ଅଫିସ, ୨୩।୯: କଟକ ବାଦାମବାଡ଼ିରେ ଥିବା ଭର୍ତିଆ ଟାୱାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଟାୱାରର ପଞ୍ଚମ ମହଲା ଉପରେ ଥିବା ଏକ ଘରେ ନିଆଁ ଲାଗିଛି । ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ…
ସୁନା-ରୂପା କିଣିବା ହେବ ଅଧିକ ମହଙ୍ଗା; ବଢ଼ିଲା ହଲମାର୍କିଂ ଚାର୍ଜ
ନୂଆଦିଲ୍ଲୀ,୨୩।୯: ସୁନା ଓ ରୂପା ହଲ୍ମାର୍କିଂ ଉପରେ ଫି’ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବ୍ୟୁରେ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଏସ୍)ର ବିଜ୍ଞପ୍ତି ଅନୁଯାୟୀ ସୁନା ଅଳଙ୍କାର ଲାଗି ହଲମାର୍କିଂ ଫି’ ୩୫ରୁ ୪୫ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ରୂପା ଅଳଙ୍କାର ଏବଂ…
ଭୋଗରାଇରେ ଡେଙ୍ଗୁ ଭୟ, ୫ ଆକ୍ରାନ୍ତ
ଭୋଗରାଇ,୨୩।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଡ଼ା ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ଗ୍ରାମର ୫ଜଣ ଆକ୍ରାନ୍ତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ…
Archives


