Home Left

ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ। ପ୍ରକାଶଥାଉ କି,ସେପ୍ଟେମ୍ବର ୧୪ରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଅଖାଦ୍ୟ…

ବିଦ୍ୟାଳୟ ଛାତ ପ୍ଲାଷ୍ଟର ଖସି ୭ ଛାତ୍ରୀଛାତ୍ର ଆହତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପିଡି ଡିଆରଡିଏ

କେନ୍ଦୁଝର,୧ା୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ସିଲିଂରୁ ପ୍ଲାଷ୍ଟର ଖସି ୭ ଜଣ ଆଦିବାସୀ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଶ୍ରେଣୀରେ ପାଠ ପଢୁଥିବାବେଳେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସିଥିଲା। ଏହି ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇଛି। ଏ…

ପୁଟିନଙ୍କ ପାଇଁ ଲଢ଼େଇ କରିବେ ହେଭିଓ୍ବେଟ ଚାମ୍ପିୟନ ନିକୋଲାଇ…

ମସ୍କୋ, ୧।୧୦ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ତୀବ୍ର କରିବା ପାଇଁ ଦେଶରେ ସୈନ୍ୟ ସଂଗ୍ରହ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେବେଠାରୁ ରୁଷିଆର ସୈନ୍ୟବାହିନୀରେ ସୈନିକମାନଙ୍କ ସହିତ ସାଧାରଣ ନାଗରିକମାନଙ୍କୁ ମଧ୍ୟ ଯୁଦ୍ଧରେ ଯୋଗଦେବାକୁ…

ନିଯୁକ୍ତି ଦାବିରେ ଧାରଣାରେ ବସିଲେ ୩ ପଞ୍ଚାୟତ ବାସିନ୍ଦା

କେନ୍ଦୁଝର,୧ା୧୦(ସ୍ବ.ପ୍ର.): ସଦର ବ୍ଲକ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ସମ୍ମୁଖରେ ଶନିବାର ସ୍ଥାନୀୟ କ୍ଷତିଗ୍ରସ୍ତ ୩ଟି ପଞ୍ଚାୟତ- ପଳାଶପଙ୍ଗା, ରାଇକଳା ଓ କଣ୍ଡରାପଶିର ଗ୍ରାମବାସୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ…

ହାତଘଣ୍ଟାରେ ପ୍ରସ୍ତୁତ ସ୍କର୍ଟ ପିନ୍ଧି ଚର୍ଚ୍ଚାରେ ଉର୍ଫି: ଲୋକେ ଫଟୋ ଦେଖି ମୁଣ୍ଡରେ ଦେଉଛନ୍ତି ହାତ

ବମ୍ବେ: କିଏ ହାତରେ ଘଣ୍ଟା ପିନ୍ଧେ ନଚେତ କାନ୍ଥରେ ଟଙ୍ଗାଏ, ହେଲେ ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ ଏହାକୁ ପିନ୍ଧି ଏବେ ଚର୍ଚ୍ଚାରେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ହାତ ଘଣ୍ଟା ବ୍ୟବହାର କରି ସେ ନିର୍ମାଣ କରିଛନ୍ତି…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୩,୮୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

୫ଜି ରିଚାର୍ଜ ଲାଗି ଗଣିବାକୁ ପଡ଼ିବ କେତେ ଟଙ୍କା? ମୁକେଶ ଅମ୍ବାନୀ ଜିଓକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଶନିବାର ୫ଜି ସେବା ଆରମ୍ଭ କରିଛନ୍ତି। କିଛି ସହରରେ ଆଜିଠାରୁ ଏହି ସେବା ଉପଲବ୍ଧ ହେବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମଗ୍ର ଭାରତରେ ଏହି ସେବାକୁ ପ୍ୟାନ୍‌ ଇଣ୍ଡିଆସ୍ତରରେ ପହଞ୍ଚାଯିବ ବୋଲି ଆଶା…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳିପଡ଼ିଆରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସହ ସିଦ୍ଧାର୍ଥ ନାୟକ (୨୩) ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧାର କମନବର ହରିଜନ ସାହିରେ। କୌଣସି…

ସମାନ ଶର୍ଟକୁ ଏକା ଭଳି ଚୁଟି…କୋହଲି-ବାବର ଲାଗୁଛନ୍ତି ଯାଆଁଳା ଭାଇ

ନୂଆଦିଲ୍ଲୀ,୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ତୁଳନା କରାଯାଇଥାଏ। କେତେବେଳେ ରେକର୍ଡକୁ ନେଇ ତ କେବେ ଖେଳ ଏବଂ ବ୍ୟାଟିଂଶୈଳୀକୁ ନେଇ ଚର୍ଚ୍ଚା ହୋଇଥାଏ। ହେଲେ ଏବେ କିଛି ଭିନ୍ନ କାରଣକୁ…

ପୁଅକୁ କୋଳରେ ଧରି କ୍ଷୀର ପିଆଉଛନ୍ତି ଯୁବରାଜ, ଫଟୋ ଶେୟାର କଲେ ସ୍ତ୍ରୀ

ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପୁଅକୁ ବୋତଲରେ କ୍ଷୀର ପିଆଉଥିବାର ଫଟୋ ଶେୟାର କରିଛନ୍ତି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ହାଜେଲ କିଚ୍‌। ଉଭୟ କ୍ୟାମେରାକୁ ଚାହିଁଛନ୍ତି। ଶେଷ ଫଟୋରେ ଉଭୟ ଷ୍ଟାଡିୟମରେ ବସି ମ୍ୟାଚ ଦେଖୁଛନ୍ତି। ତୃତୀୟ ଫଟୋରେ…

ବିମାନବନ୍ଦରରେ ଅରୁଣଙ୍କୁ ଦେଖି ଭାବୁକ ହେଲେ ମହିଳା: ପ୍ରଭୁ ରାମ ବୋଲି କହି ଛୁଇଁଲେ ପାଦ…

ବମ୍ବେ: ଏକ ସମୟରେ ଟେଲିପରଦାରେ ରାମାୟଣ ଦେଖିବାକୁ ଲୋକେ ପାଗଳ ଭଳି ଅପେକ୍ଷା କରି ରହୁଥିଲେ। ଆଉ ଯେଉଁ କାମ ବନ୍ଦ ରହୁଛି ରହୁ ହେଲେ ରାମାୟଣ ଦେଖିବାକୁ ସେମାନେ ଭୁଲୁ ନ ଥିଲେ। ରାମାନନ୍ଦ ସାଗରଙ୍କ ରାମାୟଣରେ ଅରୁଣ ଗୋଭିଲଙ୍କୁ…

କପିଲ୍‌ଙ୍କ ଶୋ’ ଛାଡ଼ି ବିଗ୍‌ବସ୍‌ ସହ ଯୋଡ଼ି ହେଲେ କୃଷ୍ଣା

ବମ୍ବେ: ଆଜି ରାତିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଶୋ’ରେ ଟେଲି ପରଦାର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଏହି କ୍ରମରେ ଏବେ କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ନାମ ଯୋଡ଼ି ହୋଇଛି। ତେବେ ଶୋ’ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri