Home Left

ଟିମ୍‌ ଇଣ୍ଡିଆ ଚିନ୍ତା ବଢ଼ିଲା; ଯନ୍ତ୍ରଣା ଯୋଗୁ ବାଦ୍‌ ପଡ଼ିଲେ ଅର୍ଶଦୀପ

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ ତିନୋଟି ପରିବର୍ତ୍ତନ ସହ ଓହ୍ଲାଇଛି। ଟି୨୦ ବିଶ୍ୱକପ୍‌ ପୂର୍ବରୁ ଏହା ଦଳ ଲାଗି ଶେଷ ଟି୨୦ ମ୍ୟାଚ୍‌…

ଅନ୍ତିମ ଟି୨୦: ଭାରତକୁ ୨୨୮ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତ ଦଳରେ ତିନୋଟି ପରିବର୍ତ୍ତନ କରିଛି। ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଅର୍ଶଦୀପ ସିଂହ…

ଶସ୍ତା ଲାପଟପ୍‌ ଲଞ୍ଚ କଲା ଜିଓ: ଜାଣନ୍ତୁ ଦାମ, ବୈଶିଷ୍ଟ୍ୟ…

ନୂଆଦିଲ୍ଲୀ,୪।୧୦: ଗ୍ରାହକଙ୍କ ପ୍ରତିକ୍ଷାର ଅନ୍ତ। ଜିଓ ପକ୍ଷରୁ ଏହାର ଲାପଟପ୍‌କୁ ଲଞ୍ଚ କରାଯାଇଛି। କମ୍ପାନୀ ଏହାକୁ ସୁଲଭ ମୂଲ୍ୟରେ ଲଞ୍ଚ କରିଛି। ଜେଇଏମ୍‌(ଗଭର୍ନମେଣ୍ଟ ଇ ମାର୍କେଟପ୍ଲେସ) ଓ୍ବେବ୍‌ସାଇଟ୍‌ରୁ ଏହି ଜିଓ ବୁକ୍‌କୁ କିଣିହେବ। ହେଲେ ଅନ୍ୟ କୌଣସି ଇ-କମର୍ସ ପ୍ଲାଟଫର୍ମରେ ଏହା…

ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସନ୍ନାସିନୀ ହେଲେ ନୁପୁର: ପ୍ରଥମ ଥର ଭିକ୍ଷା ମାଗି ୨୧ ଟଙ୍କା ପାଇଲେ…

ବମ୍ବେ: ଚାକଚକ୍ୟ ଭରା ଗ୍ଲାମର ଦୁନିଆକୁ ବାଏବାଏ କରି ବାଛିଛନ୍ତି ସନ୍ନ୍ୟାସିନୀ ହେବାର ପଥ। ଏଥିଲାଗି ସେ ରାସ୍ତାରେ ଭିକ ମଧ୍ୟ ମାଗୁଛନ୍ତି। ଆମେ କହୁଛୁ ଅଭିନେତ୍ରୀ ନୁପୁର ଅଳଙ୍କାରଙ୍କ ବିଷୟରେ। ନିଜର ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସେ ଭିକ…

୩ ସ୍ଥାନରେ ଗୋଡ ଭାଙ୍ଗିଛି, ଖସିଯାଇଛି ଗୋଇଠି: ଫଟୋ ଶେୟାର କଲେ କ୍ରିକେଟର

ଲଣ୍ଡନ,୪।୧୦: ଇଂଲଣ୍ଡର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତେବେ କ୍ରିକେଟରଙ୍କ ବାମଗୋଡର ୩ ସ୍ଥାନରେ ହାଡ ଭାଙ୍ଗିଛି। ତାଙ୍କର ଗୋଇଠିଟି…

କଳାହାଣ୍ଡିରେ ଅଘଟଣ: ସାନ ଭାଇଙ୍କ ସହଯୋଗରେ ବଡ଼ ଭାଇଙ୍କୁ ହତ୍ୟାକରି ପୋତିଦେଲେ ମଝିଆ ଭାଇ

ଭବାନୀପାଟଣା,୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତିଲଯୋଡି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିିଛି। ଚାଷ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ମଝିଆ ଭାଇ ହତ୍ୟା କରିଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ସାନଭାଇ…

ବୁମ୍‌ରାଙ୍କ ସ୍ଥାନ ନେବେ ଶାମି

ନୂଆଦିଲ୍ଲୀ,୪।୧୦: ଟି୨୦ ବିଶ୍ୱକପ୍‌ ପର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା ଲାଗିଛି। କାରଣ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଜସପ୍ରିତ ବୁମ୍‌ରା ପିଠିରେ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ଠିକ୍‌ ହେବାକୁ ପ୍ରାୟ ୬ ସପ୍ତାହ ସମୟ…

ପନ୍ତଙ୍କୁ ଫ୍ଲାଇଂ କିସ୍‌ ଦେଲେ ଉର୍ବଶୀ! କିଛି ଏଭଳି ଢ଼ଙ୍ଗରେ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୪।୧୦: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। କ୍ରିକେଟର ଋଷଭ ପନ୍ତଙ୍କୁ ସେ ବେଶ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପନ୍ତଙ୍କ ୨୫ତମ ଜନ୍ମଦିନରେ ଉର୍ବଶୀ ନିଜର ସୋସିଆଲ ମିଡିଆରେ ବହୁତ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଏଥିରେ…

ବ୍ରାଉନସୁଗାର ଜବତ: ୩ ଗିରଫ

ବେତନଟୀ,୪।୧୦(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏନେଇ…

‘ଗୁଡ ବାୟ’ର ଟିକେଟ ଦାମ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ରଶି୍ମକା ମନ୍ଧାନା ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁଡ ବାୟ’ ଅକ୍ଟୋବରରେ ରିଲିଜ୍ ହେବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲାଣି । ଏବେ ଶୁଣିବାକୁ ମିଳିଛି କି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଏହାର ଟିକେଟ ୧୫୦ ଟଙ୍କାରେ…

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ଖଇରା,୪।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ନୟାଖଣ୍ଡି ଗ୍ରାମପଞ୍ଚାୟତ ଅଧୀନ କଅଁଳଖୁଣ୍ଟା ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ବିବେକ କୁମାର ଖୁଣ୍ଟିଆ(୪୭) । ବିବେକ ମଙ୍ଗଳବାର ପୂର୍ବାହ୍ନରେ ଧାନଜମିରେ ଘାଇବାନ୍ଧିବାକୁ ଯାଇଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ…

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଶ୍ରୁଳ ବିଦାୟ

ବରଗଡ଼ ଅଫିସ/ପଦ୍ମପୁର,୪।୧୦: ବରଗଡ଼ ଜିଲା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମଙ୍ଗଳବାର ଅଶ୍ରୁଳ ବିଦାୟ ଦିଆଯାଇଛି । ଏକ ବିଶାଳ ଶୋଭାଯାତ୍ରାରେ ସ୍ବର୍ଗତ ବରିହାଙ୍କ ପାର୍ଥିବ ଶରୀରକୁ ରଜାଘାଟ ନିଆଯାଇଥିଲା। ଶୋଭାଯାତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri