ସିରିଆକୁ ପରମାଣୁ ବୋମା ଦେଇ ଇସ୍ରାଏଲକୁ ନଷ୍ଟ କରିବାକୁ ଚାହୁଥିଲେ ଅବ୍ୱଦୁଲ କଦିର ଖାଁ: ମୋସାଦ ପୂର୍ବତନ ମୁଖ୍ୟ
ଜେରୁଜେଲମ,୧୧ ।୧୦: ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ପୂର୍ବତନ ମୁଖ୍ୟ ଡା. ଅନମୋନ ସୋଫରିନ ଦାବି କରିଛନ୍ତି ଯେ ସିରିଆକୁ ପରମାଣୁ ବୋମା ଦେଇ ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବ୍ୱଦୁଲ କଦିର ଖାଁ ଇସ୍ରାଏଲର ଅସ୍ତିତ୍ୱକୁ ନଷ୍ଟ କରିବାକୁ ଚାହୁଁଥିଲେ…
କଲୋନୀର ନାମ କାଦୁଅନଗର, ନରକପୁରୀ
ଲକ୍ଷ୍ନୌ: ବର୍ଷା କାରଣରୁ ରାସ୍ତାରେ ପାଣି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହିବା ଓ ତାହା ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍ର ସୁବିଧା ନ ଥିବା କାରଣରୁ ଆଗ୍ରାବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଶେଷରେ ଅନେକ କଲୋନୀର ନାମକୁ ବଦଳାଇ ସେମାନେ କାଦୁଅନଗର,…
ମା’ ହେବାରୁ ବିବାଦ
ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବାହର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍ ଖୁସିଥିବାବେଳେ ତାଙ୍କ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ମଧ୍ୟ ସିରିଜ ହାତେଇବ। ବର୍ତ୍ତମାନ ସିରିଜ…
ଏସ୍ବିଆଇର ଯୋଗାଯୋଗ କେନ୍ଦ୍ର ପୁନର୍ଗଠନ
ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ ବ୍ୟାଙ୍କିଙ୍ଗ ସମାଧାନ ସହ ୧୨ଟି ଭାଷାରେ ୨୪ ଘଣ୍ଟା ଉପଲବ୍ଧ ହେବ, ଯାହାକୁ ବ୍ୟାଙ୍କର…
୮୪୯୦ ଶାଖାରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଉଛି ଆଇପି
ଭୁବନେଶ୍ୱର,୧୧।୧୦: ଗତ ବର୍ଷକ ମଧ୍ୟରେ ଭାରତୀୟ ଡାକ ବା ଇଣ୍ଡିଆନ ପୋଷ୍ଟ (ଆଇପି)ର ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ (ଆଇପିପିବି) ଓଡ଼ିଶାର ଲୋକ ଓ ଗ୍ରାହକଙ୍କର ଆଦର ଲାଭ କରିଛି। ବିଶେଷକରି ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ଆଇପିପିବି…
ଆୟକର ବ୍ୟବସ୍ଥାରେ ଦକ୍ଷ କରାଇବ ଟ୍ୟାକ୍ସବଡ଼ି
ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଇନ୍କମ୍-ଟ୍ୟାକ୍ସ ଇ-ଫାଇଲିଙ୍ଗ୍ ପ୍ଲାଟ୍ଫର୍ମ ଟ୍ୟାକ୍ସବଡ଼ି ପକ୍ଷରୁ ଏକ ‘ଇନ୍କମ୍-ଟ୍ୟାକ୍ସ ଏକ୍ସପର୍ଟ କୋର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆୟକର ଦାଖଲ, ଟିକସ ସମ୍ବନ୍ଧିତ ପରାମର୍ଶ, ଟିକସ ଯୋଜନା ଏବଂ ବିଜ୍ଞପ୍ତି ପରିଚାଳନା ଭଳି ବିଭିନ୍ନ ବ୍ୟବହାରିକ…
ଜୈବବିବିଧତା କ୍ଷେତ୍ରରେ ଟିଏସ୍ଏମ୍ଏଲ୍ ସମ୍ମାନିତ
ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ‘ଗ୍ରୋ ଉଇଥ୍ ନେଚର’ ଏବଂ ‘ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍ କଞ୍ଜରଭେଶନ୍ ସୋସାଇଟି ଅଫ୍ ଓଡ଼ିଶା’ (ଏନ୍ଡବ୍ଲ୍ୟସିଏସ୍ଓ) ପକ୍ଷରୁ ସମ୍ମାନିତ କରାଯାଇଛି। ବିଶେଷକରି ଜୈବବିବିଧତାର ସଂରକ୍ଷଣ ଦିଗରେ…
ମହାନଦୀ ଗିଳୁଛି ବହାକୁଦ କାଜୁ ଜଙ୍ଗଲ
ମହାକାଳପଡା,୧୧ା୧୦(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବହାକୁଦ ଗଁା ସଂଲଗ୍ନ ମହାନଦୀର ପଠାରେ ଥିବା କାଜୁ ଜଙ୍ଗଲ ଧ୍ୱଂସହେବାରେ ଲାଗିଛି। ଶତାଧିକ କାଜୁ ଗଛ ସମୁଦ୍ର ଜୁଆର ମାଡ଼ରେ ଭାସି ଯାଉଥିବା ଦେଖିବାକୁ ମିଳୁଛି। ଏହି କାଜୁ ଜଙ୍ଗଲ…
ସେନ୍ସେକ୍ସରେ ୨୦୦ ପଏଣ୍ଟ ହ୍ରାସ
ନୂଆଦିଲ୍ଲୀ,୧୦।୧୦: ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି କ୍ରମାଗତ ଭାବେ ଷ୍ଟକ୍ ବଜାରର କାରବାର ଉପର ତଳ ରହିବା ଏବଂ ଅନ୍ତଜାର୍ତୀୟ ଘଟଣା ଯୋଗୁ ଦଲାଲ ଷ୍ଟ୍ରିଟ୍ର କାରବାର ମଧ୍ୟ…
ମାୟା ଜାଲରେ ଫସିଥିବା ବଡ଼ବଡ଼ିଆ ଚୁପ୍
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ହେଲେ ଅର୍ଚ୍ଚନାଙ୍କ ମାୟା ଜାଲରେ ଫସିଥିବା ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ…
ୟୁକ୍ରେନ ଉପରେ ରୁଷିଆର ମିଶାଇଲ ମାଡକୁ ନିନ୍ଦା କଲେ ବାଇଡେନ
ୱାଶିଂଟନ,୧୧ ।୧୦: ଏବେ ସବୁଠି ଚର୍ଚ୍ଚାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ । କଛିଦିନ ଏହା ନରମ ପଡିଯାଇଥିବା ବେଳେ ଏବେ ଦୁଇ ଦିନ ହେବ ପୁଣି ଆକ୍ରମକ ହୋଇଉଠିଛି ରୁଷିଆ । କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅଧିକ ଆକ୍ରମକ ହୋଇ ରୁଷିଆ…
Archives


