୧୩୪ ବୁଥ୍ର ନାମ ପରିବର୍ତ୍ତନ
ଭଦ୍ରକ ଅଫିସ, ୧୧ା୧୦: ଧାମନଗର ଉପ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ରାଜ୍ୟସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର…
ରାସ୍ତା ମରାମତି ନ ହେଲେ ଧାରଣା
ଭଦ୍ରକ ଅଫିସ, ୧୧ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭଦ୍ରକ-ଆନନ୍ଦପୁର ରାସ୍ତାର ବରପଦା ଛକରେ ଧାରଣା ଦେବାକୁ ସମ୍ପୃକ୍ତ ଗ୍ରାମବାସୀମାନେ…
ଆଜି ରାଜ୍ୟରେ ୯୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୭…
ବାଲିଗଦାରେ ପୋତିହୋଇ ଚାଲିଗଲା ପରିବାରର ୬ ଜୀବନ
ଜୟପୁର,୧୧।୧୦: ରାଜସ୍ଥାନର କରୌଲି ଜିଲା ଅଧୀନ ସିମିର ପଞ୍ଚାୟତରେ ଏକ ଅଘଟଣ ଘଟିଛି। ଏକ ବାଲିଗଦା ଭୁଶୁଡ଼ି ପଡ଼ିବାରୁ ତଳେ ପୋତିହୋଇ ଗୋଟିଏ ପରିବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଗାଁ ଲୋକେ ବାଲି…
ସେକ୍ସୁଆଲ ହାରାସମେଣ୍ଟ ମାମଲାରେ ଫସିଥିଲେ ଅମିତାଭ!
ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଥାପିଛନ୍ତି । ୮୦ ବର୍ଷ ବୟସରେ ବି ସେ ଦର୍ଶକଙ୍କ ଏତେ ନିକଟତର ଯେ ଅନ୍ୟ କେହି ସେ ସ୍ଥାନରେ ପହଞ୍ଚିବା ମୁସ୍କିଲ । ବିଗ୍ ବି ଅମିତାଭ ତାଙ୍କ…
ମା’ ହେବାରୁ ବିବାଦ
ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଦୁଇଟି ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବହାରର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍ ଖୁସିଥିବାବେଳେ…
୫୦ ବାଳିକାଙ୍କୁ କିକ୍ ଅଫ୍ ସଲ୍ୟୁଶନର କ୍ରୀଡ଼ାବୃତ୍ତି
ଭୁବନେଶ୍ୱର୧୧ା୧୦(ସ୍ପୋଟର୍ସ ବ୍ୟୁରୋ): ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଭାରତ ଏବଂ ଆଫ୍ରିକାର ୫୦ ଜଣ ବାଳିକାଙ୍କୁ କ୍ରୀଡ଼ାବୃତ୍ତି ମାଧ୍ୟମରେ ଫିଫା ବିଶ୍ୱକପ୍ ଦେଖିବାର ସୁଯୋଗ ଦେଉଛି ସ୍ବେଚ୍ଛାସେବୀ ସଙ୍ଗଠନ କିକ୍ଅଫ ସଲ୍ୟୁଶନ। କ୍ରୀଡ଼ା ଦ୍ୱାରା ବିକାଶ ଏହି ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ…
ଶିକ୍ଷକ ନିଯୁକ୍ତି ଘୋଟାଲାରେ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ, ଗୋଟିଏ ଦିନ ପୂର୍ବରୁ ଇଡିରେ ହୋଇଥିଲେ ଜେରା
କୋଲକାତା,୧୧ ।୧୦: ଶିକ୍ଷକ ନିଯୁକ୍ତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି) ତ୍ରୁଣମୂଳ କଂଗ୍ରେସ(ଟିଏମସି) ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ମଙ୍ଗଳବାର ଗିରଫ କରିଛି । ସୋମବାର କୋଲକାତାରେ ସିଜିଓ ପରିସରରେ ଇଡି କାର୍ଯ୍ୟାଳୟ ସାମ୍ନାରେ ଭଟ୍ଟାଚାର୍ଯ୍ୟ ହାଜର ହୋଇଥିଲେ । ସେତେବେଳେ ତାଙ୍କୁ ଶିକ୍ଷକ…
ଆମେ ମାନସିକ ଓ ଶାରୀରିକ ସ୍ତରରେ ଦୃଢ଼ ହୋଇଛୁ: ଅସ୍ତାମ
ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ”ଆମେ ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ହୋଇଛୁ। ବଡ଼ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି କଠିନ ପରିଶ୍ରମ କରିଛୁ। ପ୍ରତିଯୋଗିତାରେ ଭଲ ଆରମ୍ଭ ଆମର ମୁଖ୍ୟ ଲକ୍ଷ୍ୟ। ତେଣୁ ଆମେରିକା ବିପକ୍ଷ ପ୍ରଥମ ଗେମ୍ ଉପରେ…
ଗୁଜରାଟରୁ ସିଧା ଉଜ୍ଜୟିନ ଯିବେ ମୋଦି, ଶ୍ରୀ ମହାକାଳ ଲୋକର କରିବେ ଉଦ୍ଘାଟନ
ନୂଆଦିଲ୍ଲୀ,୧୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତ ଶେଷ କରି ମଙ୍ଗଳବାର ମଧ୍ୟ ପ୍ରଦେଶର ଉଜ୍ଜୟିନ ଯାତ୍ରା କରିବେ । ଉଜ୍ଜୟିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକର ଉଦଘାଟନ କରିବେ । ଉଦ୍ଘାଟନ ପରେ ମୋଦି ପାଦରେ ଚାଲି ଚାଲି…
ଆମେରିକା ଦଳରେ ଭାରତୀୟ ବଂଶୋଦ୍ଭବ ମିଆ
ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ) ଜାତୀୟ ମହିଳା ଦଳ ତରଫରୁ ଏକ ଫୁଟ୍ବଲ ବିଶ୍ୱକପ୍ ଖେଳିବାରେ ମିଆ ଭୁତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ। ତାଙ୍କ ପିଲାଦିନର ସ୍ବପ୍ନ ଥିଲା ବିଶ୍ୱକପ୍ ଖେଳିବା। ବିଶେଷକରି ତାଙ୍କ ପିତା…
ରାଇଜିଂ ଷ୍ଟାରଙ୍କ ଆକ୍ସନ ଅପେକ୍ଷାରେ କଳିଙ୍ଗ
ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଟୁର୍ନାମେଣ୍ଟରେ ଆମେରିକା ଓ ବ୍ରାଜିଲ ପରି ଉଚ୍ଚ ର଼୍ୟାଙ୍କ୍ପ୍ରାପ୍ତ ଦଳ ବିପକ୍ଷରେ ଖେଳିବାକୁ ଥିଲେ ହେଁ ଭାରତର ଭଲ ପ୍ରଦର୍ଶନକୁ ନେଇ ଆଶା ରଖିଛନ୍ତି ମୁଖ୍ୟ କୋଚ୍ ଥୋମାସ ଡେନର୍ବି। ”ଆମେ ଗତ ଫେବୃୟାରୀଠାରୁ କଠିନ…
Archives


