ଟଙ୍କା ହଡ଼ପ କରି ଆକାଉଣ୍ଟାଣ୍ଟ ଫେରାର ଘଟଣା: ବ୍ୟାଙ୍କ ମ୍ୟାନେଜର, ରାଜସ୍ବ ନିରୀକ୍ଷକଙ୍କୁ ଜେରା
ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ ଭବାନୀପାଟଣା ନଜୁଲ ରାଜସ୍ବ ନିରୀକ୍ଷକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶୁଚିସ୍ମିତା ନିଜ ମା’ଙ୍କ ନାମରେ…
୪୧ ବର୍ଷୀୟ ମିକାଙ୍କ ୧୨ ବର୍ଷର ରିବାଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ; ପ୍ରଶ୍ନ ଉଠାଉଛନ୍ତି ଲୋକେ
ବମ୍ବେ: ଗାୟକ ମିକା ସିଂ ୪୧ବର୍ଷର ହୋଇ ବି ୧୨ ବର୍ଷର ସୋସିଆଲ ମିଡିଆ ସେନ୍ସଶନ୍ ରିଭା ଅରୋରାଙ୍କୁ ସହ ଅନ୍ସ୍କ୍ରିନ୍ ରୋମାନ୍ସ ପଡ଼ିଛି ମହଙ୍ଗା। ତାଙ୍କୁ ସବୁଆଡୁ ସମାଲୋଚନା କରାଯାଉଛି। ନିଜ ଝିଅ ବୟସର ଝିଅ ସହ ରୋମାଣ୍ଟିକ ହୋଇ…
ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ତଥାପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆର୍ସି
ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଶୁକ୍ରବାର ସରକାରଙ୍କ ପକ୍ଷରୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଏହା ଓଡ଼ିଶା…
ନକଲି ସୁନାଗହଣାଦେଇ ନେଇଗଲେ ୮୩ ଲକ୍ଷରୁ ଊର୍ଦ୍ଧ୍ୱ ଋଣ : ବ୍ୟାଙ୍କ ପକ୍ଷରୁ ମାମଲା
ବୈଶିଙ୍ଗା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନକଲି ସୁନା ଗହଣା ଦେଇ ୮୩ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡ଼ିବା ପରେ ବ୍ୟାଙ୍କ ପକ୍ଷରୁ ବୈଶିଙ୍ଗା ଥାନାରେ ଅଭିଯୋଗ କରାଯାଇଛି। ଏଥିରେ ପୂର୍ବତନ ବ୍ୟାଙ୍କ…
ମସୁଦଙ୍କ ଆଶୁ ଆରୋଗ୍ୟ କାମନା କଲେ ଉପଅଧିନାୟକ
ମେଲବୋର୍ନ,୨୧ା୧୦: ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ନେଟ୍ ସେସନ ବେଳେ ମୁଣ୍ଡରେ ବଲ୍ ବାଜି ପାକିସ୍ତାନ ଟପ୍ ଅର୍ଡର ବ୍ୟାଟର ଶାନ ମସୁଦ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ସ୍କାନ କରାଯାଇଛି। ଜଣେ ସ୍ପିନରଙ୍କ ବୋଲିଂରେ…
ଢାବା ପଛପଟେ ଚାଲିଥିଲା ଜୁଆ ଖେଳ: ୯ଜଣଙ୍କୁ ଧରିଲା ପୋଲିସ
ଗୋପାଳପୁର,୨୧ା୧୦(ଡି.ଏନ.ଏ.): ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ହଜାର ୩୦ ଟଙ୍କା ଏବଂ ଖେଳ ସାମଗ୍ରୀ ଜବତ କରିଥିବା ଗୋଳନ୍ଥରା…
ସୁପର-୧୨ ଗ୍ରୁପ୍ର ଚିତ୍ର ସ୍ପଷ୍ଟ: କିଛି ଏଭଳି ରହିଛି ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ୍ ବିବରଣୀ
ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍ର ଅନ୍ତିମ କ୍ୱାଲିଫାଇଂ ମୁକାବିଲା ପରେ ସୁପର-୧୨ ଗ୍ରୁପକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଗ୍ରୁପ୍-ଏରୁ ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡ ଟିମ୍ ଏହି ଟିକେଟ ହାସଲ କରିଥିବା ବେଳେ ଅପ୍ରତ୍ୟାଶିତ ଭାବେ ଗ୍ରୁପ୍-ବିରୁ ଜିମ୍ବାଓ୍ବେ ଏବଂ ଆୟରଲ୍ୟାଣ୍ଡ ଟିମ୍…
ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ସାରସକଣା,୨୧।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥ ସଂଲଗ୍ନ ଝାରପୋଖରିଆ ଗ୍ରାମର ସୁବାସ ମହାରଣାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଚୋରି ନେଇ ଅଭିଯୋଗ ହୋଇଛି। ସୁବାସଙ୍କ ଅଭିଯୋଗ ଅନୁଯାୟୀ, ସମସ୍ତ ପରିବାର ଲୋକ…
ଗହଣା ଦୋକାନରେ ଜିଏସ୍ଟି ଚଢ଼ାଉ
ବାରିପଦା ଅଫିସ,୨୧।୧୦-ମୟୂରଭଞ୍ଜ ଜିଲା ବାରିପଦା ସହର ଲାଲବଜାରସ୍ଥିତ ଭାରତୀ ଅଳଙ୍କାର ଦୋକାନରେ ଶୁକ୍ରବାର ଜିଏସ୍ଟି ବିଭାଗ ଚଢ଼ାଉ କରିଛି। ଗହଣା ଦୋକାନ ସମେତ ତୁଳସୀଚଉରା ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ବ୍ୟବସାୟୀ ତଥା ଦୋକାନ ମାଲିକ ପ୍ରଦୀପ କର୍ମକାରଙ୍କ ବିରୋଧରେ ଜିଏସ୍ଟି…
ଜମିବାଡିକୁ କେନ୍ଦ୍ର କରି ହତ୍ୟା: ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ପୋଲସରା,୨୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଜମିବାଡିକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ମୁମ୍ବାଇ ସହରରୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମନୋଜ ସାହୁ ଓ…
ସ୍କଟଲ୍ୟାଣ୍ଡକୁ ହରାଇ ସୁପର-୧୨ରେ ଜିମ୍ବାଓ୍ବେ
ହୋବାର୍ଟ,୨୧।୧୦: ସ୍କଟ୍ଲ୍ୟାଣ୍ଡ ବିପକ୍ଷରେ ବିଜେତା ହୋଇ ସୁପର-୧୨ରେ ପ୍ରବେଶ କରିଛି ଜିମ୍ବାଓ୍ବେ। ଏଠାରେ ଖେଳାଯାଇଥିବା ଆଇସିସି ଟି୨୦ ବିଶ୍ୱକପ୍ ୨୦୨୨ ମୁକାବିଲାରେ ଶୁକ୍ରବାର ଜିମ୍ବାଓ୍ବେ ସ୍କଟ୍ଲ୍ୟାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଥିଲା। ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି…
ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ବିରୋଧ: ରାଜପଥରେ ବସିଲେ ଗ୍ରାମବାସୀ
ମୋରଡା,୨୧।୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଡାକୋଇ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହି ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ ଜଣାଇ ଶୁକ୍ରବାର ରାଜ୍ୟ…
Archives


