ସୁରକ୍ଷା ଖୋଜୁଛି ସୁରକ୍ଷାକବଚ
ଭୁବନେଶ୍ୱର(ବ୍ୟୁରୋ)/ରାଜନଗର, ୨୪।୧୦(ଡି.ଏନ୍.ଏ):ହେନ୍ତାଳ ହେଉଛି ଲବଣ ପ୍ରତିରୋଧୀ ପ୍ରଜାତିର ବୃକ୍ଷ, ଯାହାକି ସମୁଦ୍ର ଉପକୂଳ ଏବଂ ନଦୀ ମୁହାଣରେ ଥିବା ଆର୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ବାତ୍ୟା, ଜୁଆର ସମୟରେ ମାଡ଼ି ଆସୁଥିବା ସମୁଦ୍ର ପାଣିରୁ ଉପକୂଳକୁ ସୁରକ୍ଷା ଦେଇଥାଏ। ସମୁଦ୍ର…
ଜିମ୍ ସେଣ୍ଟରରେ ନିଆଁ
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଭୁବନେଶ୍ୱର ଜାଗମରାସ୍ଥିତ ଏକ ଫିଟ୍ନେସ୍ ସେଣ୍ଟର (ଜିମ୍)ରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଦୁଇ ମହଲା ବିଶିଷ୍ଟ କୋଠାରେ ଏହି ଜିମ୍ ସେଣ୍ଟର ରହିଛି। ଏହାର ପ୍ରବେଶ ପଥରେ ପ୍ରଥମେ ନିଆଁ ଲାଗି ଚାରିଆଡ଼େ ବ୍ୟାପୀ ଯାଇଥିଲା। ଏହି ସମୟରେ…
ଘରେ ନିଆଁ ଲାଗି ପୂର୍ବତନ ଆଇଜିଙ୍କ ମୃତ୍ୟୁ, ସ୍ତ୍ରୀ ଓ ପୁଅ ଗୁରୁତର
ଲକ୍ଷ୍ନୌ,୨୩।୧୦: ଉତ୍ତରପ୍ରଦେଶର ଗାଜିପୁର ଥାନା ଅଧୀନ ଇନ୍ଦିରା ନଗର କଲୋନୀ ସି-ବ୍ଲକ୍ରେ ଥିବା ଏକ ଘରେ ନିଆଁ ଲାଗି ଜଣେ ଅବସରପ୍ରାପ୍ତ ପୋଲିସ ଆଇଜିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦୀନେଶ ଚନ୍ଦ୍ର ପାଣ୍ଡେ(୭୦)। ଏଥିରେ ତାଙ୍କ ସ୍ତ୍ରୀ ଓ ପୁଅ…
ଭାଲୁ ହାବୁଡ଼ରେ ନାବାଳକ, ମୋବାଇଲ ଟର୍ଚ୍ଚ ଜଳିବାରୁ ଛାଡ଼ି ପଳାଇଲା
କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ନରଣପୁର ସେକ୍ସନ ରଘୁନାଥପୁର ବିଟ୍ ଅଧୀନ ଜଜପଶି ଗ୍ରାମରେ ଭାଲୁ ହାବୁଡ଼ରେ ପଡି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଦୀପକ ମହାନ୍ତ(୧୬)। ଗାଁ ପାଖ ଜଙ୍ଗଲକୁ ଶୌଚ…
ବେଆଇନ ଭାବେ କାଟୁଥିଲେ: ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
କୋଟଗଡ଼/ବାଲିଗୁଡ଼ା,୨୩ା୧୦(ଡି.ଏନ୍.ଏ.): ବାଲିଗୁଡ଼ା ଥାନା କୁଟିକିଆ ଝୁଲାପୋଲ ନିକଟ ଡ୍ରିପଙ୍ଗା ପାର୍ଶ୍ୱରେ ରବିବାର କେହି ଦୁର୍ବୃତ୍ତ ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରଖମା ଅଞ୍ଚଳର ଆଦମ ଦିଗାଳ (୬୫)। ଏହାକୁ…
ଜାହ୍ନବୀଙ୍କ ସ୍ପଷ୍ଟୀକରଣ
ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଫିଲ୍ମ ଜଗତରେ ଚର୍ଚ୍ଚା ହେବା ଆରମ୍ଭ ହୋଇଛି। ଷ୍ଟାର କିଡ୍ସମାନଙ୍କୁ ନେଇ ଫିଲ୍ମ କରିବା…
ଭାରତ ଆସିବେ କ୍ରାଉନ୍ ପ୍ରିନ୍ସ
ନୂଆଦିଲ୍ଲୀ, ୨୩ା୧୦: ସାଉଦି ଆରବ ପ୍ରଧାନମନ୍ତ୍ରୀ ତଥା କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଆସନ୍ତା ମାସରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆର ବାଲିରେ ଜି୨୦ ସମ୍ମିଳନୀରେ ସାଉଦି କ୍ରାଉନ୍ ପ୍ରିନ୍ସ ଯୋଗଦେବାକୁ ଥିବାବେଳେ ଏହି ଅବସରରେ ସେ ଭାରତ…
ସିନେମା ହଲ୍ରେ ଭାରତ-ପାକିସ୍ତାନ ମ୍ୟାଚ୍
ବ୍ରହ୍ମପୁର ଅଫିସ,୨୩।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ମ୍ୟାଚ୍କୁ ନେଇ ବ୍ରହ୍ମପୁର ସହରର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସହରସ୍ଥିତ ପାୟଲ ସିନେମା ହଲ୍ରେ ପ୍ରଥମକରି ବଡ଼ ପରଦାରେ ଲାଇଭ୍ ମ୍ୟାଚ୍ ପ୍ରଦର୍ଶିତ ହୋଇଥିଲା।…
ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ବଳାତ୍କାର ପୀଡ଼ିତା
ପିଲିଭିଟ୍,୨୩।୧୦: ଉତ୍ତରପ୍ରଦେଶ ପିଲିଭିଟ୍ ଅଞ୍ଚଳର ଜଣେ ମହିଳା ଇଚ୍ଛାମୃତ୍ୟୁ ଅନୁମତି ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ସାବତ ପୁଅ ଏବଂ ସ୍ବାମୀଙ୍କ ସାଙ୍ଗମାନଙ୍କ ଦ୍ୱାରା ଦୀର୍ଘମାସ ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ନ୍ୟାୟ ନ ପାଇ ନିରାଶ…
କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାରେ ସାମିଲ ହେବେ ପାଓ୍ବାର
ପୁଣେ,୨୩।୧୦: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବେ ଏନ୍ସିପି ସୁପ୍ରିମୋ ଶରଦ ପାଓ୍ବାର। ଏନେଇ ସେ ରବିବାର ସୂଚନା ଦେଇଛନ୍ତି। ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ଚଳାଇଥିବା ଭାରତ ଯୋଡ଼ୋ ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କଲେ ଏଥିରେ…
୧୫ ଲକ୍ଷ ୭୬ ହଜାର ଦୀପରେ ଆଲୋକିତ ହେଲା ଆଯୋଧ୍ୟା
ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଐତିହାସିକ ଦୀପୋତ୍ସବ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପୋତ୍ସବ ଉଦ୍ଘାଟନ କରିଥିଲେ। ୧୫ ଲକ୍ଷ ୭୬ ହଜାର ୯୯୫ ଦୀପ ଜଳିବା ମାତ୍ରେ ରାମଙ୍କ ସହର ସମ୍ପୂର୍ଣ୍ଣ ଆଲୋକିତ ହୋଇ ଉଠିଥିଲା। ଏହା ଏକ ବିଶ୍ୱ ରେକର୍ଡ…
ଗୋଟିଏ ଆଖି ହରାଇଲେ ସଲମାନ୍ ରଶ୍ଡି
ମାଦ୍ରିଦ୍, ୨୩ା୧୦:‘ଦ ସାଟାନିକ୍ ଭର୍ସେସ୍’ର ଲେଖକ ୭୫ ବର୍ଷୀୟ ସଲମାନ୍ ରଶ୍ଡି ଗୋଟିଏ ଆଖି ହରାଇଛନ୍ତି। ଏଥିସହ ତାଙ୍କର ଏକ ହାତ ମଧ୍ୟ ଅଚଳ ହୋଇଯାଇଥିବା ରଶ୍ଡିଙ୍କ ଏଜେଣ୍ଟ ସୂଚନା ଦେଇଛନ୍ତି। ୧୯୮୦ ଦଶକରୁ ତାଙ୍କ ଉପନ୍ୟାସ ପାଇଁ ଇରାନ୍ରୁ ବାରମ୍ବାର…
Archives


