ଫିଲ୍ମ ନିର୍ମାତା ଶିବ କୁମାର ଖୁରାନାଙ୍କ ପରଲୋକ
ମୁମ୍ବାଇ,୨୮।୧୦: ଚଳଚ୍ଚିତ୍ର ନିର୍ମାତା ଶିବ କୁମାର ଖୁରାନାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଅଧିକ ବୟସ ହୋଇଯାଇଥିବାରୁ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମାକୁମାରୀ ଗ୍ଲୋବାଲ ହସ୍ପିଟାଲରେ ଶିବ କୁମାର…
ଋଷଭ ପନ୍ଥ ନୁହେଁ ତ କାହାପାଇଁ ଆରପି ଲେଖୁଛନ୍ତି ଉର୍ବଶି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶି ରୌତେଲାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ବହୁତ ଅଧିକ ଚର୍ଚ୍ଚା ହେଉଛି । ୟୁଜର୍ସ ସତେ ଯେମିତି ତାଙ୍କ ପୋଷ୍ଟକୁ ଉତ୍ସାହର ସହ ଅପେକ୍ଷା ରଖୁଛନ୍ତି । ସେ ତାଙ୍କ ପୋଷ୍ଟରେ ସବୁବେଳେ ଆରପି…
୬୨ ଟିକିଆ ହାତୀପଲରେ ଶାବକ ଜନ୍ମଦେଲା ମାଈହାତୀ
ବେତନଟୀ,୨୮ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ଜଙ୍ଗଲରେ ଗୁରୁବାର ରାତିରେ ଗୋଟେ ମାଈ ହାତୀ ଶାବକ ଜନ୍ମ ଦେଇଛି। ମା ଓ ଛୁଆକୁ ସୁରକ୍ଷା ଦେବା ପାଇଁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି। ସୂଚନା…
ଖୁସ୍ବୁଙ୍କୁ କ୍ଷମା ମାଗିଲେ ସାଦିକ
ଚେନ୍ନାଇ,୨୮।୧୦: ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି ତାମିଲନାଡୁର ଡିଏମକେ ନେତା ସଦାଇ ସାଦିକ। ଚାରିଆଡୁ ବିରୋଧ ହେବା ପରେ ଶେଷରେ ସେ ଖୁସ୍ବୁଙ୍କୁ କ୍ଷମା ମାଗିଛନ୍ତି। ସିଦ୍ଦିକ ସଫେଇ ଦେଇ କହିଛନ୍ତି। ମୋ ମନ୍ତବ୍ୟକୁ…
ଦୁର୍ଘଟଣାରେ ଗୁଜରାଟର ପୂର୍ବତନ କୃଷି ମନ୍ତ୍ରୀ ଆହତ
ଗାନ୍ଧୀନଗର,୨୮।୧୦: ଗୁଜରାଟର ଆମରେଲି ସାବରକୁନ୍ଧଲା ରାଜପଥରେ ଶୁକ୍ରବାର ଏକ କାର୍ ଏକ ଯାତ୍ରୀବାହୀ ରିକ୍ସା ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ କୃଷି ମନ୍ତ୍ରୀ ଭି ଭି ୱାଡାସିଆ ଆହତ ହୋଇଛନ୍ତି। ତାଙ୍କ ବ୍ୟତିତ ଅନ୍ୟ ତିନି…
ଯୁବରାଜଙ୍କୁ ଟପିଲେ ହିଟ୍ମ୍ୟାନ୍
ପର୍ଥ,୨୮।୧୦: ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୁପର -୧୨ ରାଉଣ୍ଡର ଗ୍ରୁପ -୨ରେ ପାକିସ୍ତାନ ପରେ ଭାରତ ମଧ୍ୟ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ…
୨୧ ବର୍ଷରେ ବିବାହ ୨୫ ବର୍ଷରେ ତଲାକ
ମୁମ୍ବାଇ: ରାଜ ପରିବାରରୁ ଆସିଥିବା ବଲିଉଡ ନାୟିକା ଅଦିତି ରାଓ ହାଇଦରୀ ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ଅଦିତିଙ୍କର ଏବେ କୋଟି କୋଟି ପ୍ରଶଂସକ । ତାଙ୍କ କ୍ୟାରିୟରରେ ସେ କିଛି ହିଟ ମୁଭି…
ବାଇକ୍କୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ୨ ଜୀବନ
ଢେଙ୍କାନାଳ ଅଫିସ,୨୮ା୧୦: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ୫୫ ନଂ ଜାତୀୟ ରାଜପଥରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ୨ ବାଇକ୍ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ। ଟ୍ରକ୍ଟି ଉଭୟଙ୍କ ଉପରେ…
୧୮ ଖଣ୍ଡ ଗାଁ ଲୋକଙ୍କ ମୁଖ୍ୟରାସ୍ତା ନାଗାବଳୀ
ରାୟଗଡ଼ା ଅଫିସ,୨୮ା୧୦: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଲୋକଙ୍କ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁସେତୁ ନିର୍ମାଣ କାର୍ଯ୍ୟ ୩…
କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିବା ପରେ ଦୂର ହେଲା ମତଭେଦ
ହାଇଦ୍ରାବାଦ୍,୨୮।୯: କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ମାତ୍ରେ ଦଳର ବରିଷ୍ଠ ନେତା ମନୀଷ ତିୱାରୀଙ୍କ ମନୋଭାବ ମଧ୍ୟ ବଦଳି ଯାଇଛି। ଶୁକ୍ରବାର ସେ ତେଲେଙ୍ଗାନାରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ଯୋଗ ଦେଇଥିଲେ। କଂଗ୍ରେସରେ ସାଂଗଠନିକ ନିର୍ବାଚନ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨ ସୁଦ୍ଧା ଫେରାଇବେ ଶାଶୁଘର ଚାବି
କଟକ ଅଫିସ,୨୮ା୧୦: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍ଡିଜେଏମ୍…
ଏନ୍ଜିଟି ନିର୍ଦ୍ଦେଶରେ ସ୍ଥିତି ଅନୁଧ୍ୟାନ କଲା ଟିମ୍
ଯୋଡ଼ା,୨୮ା୧୦(ଡି.ଏନ୍.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ତଥା ଆଖପାଖ ବନାଞ୍ଚଳ ଗ୍ରାମ ଦେଇ ଯାଇଥିବା ଖଣିଜ ସ୍ଲରି ପାଇପ୍ଲାଇନ୍ର ଅନୁଧ୍ୟାନ କରିଛନ୍ତି ଜିଲା ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ଏକ ଟିମ୍। ନ୍ୟାଶ୍ନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ…
Archives


