Home Left

ମୋବାଇଲ୍‌ ଚୋରି ପରେ ଆକାଉଣ୍ଟରୁ ଚାଲିଗଲା ୧.୨୫ ଲକ୍ଷ

ବ୍ରହ୍ମପୁର ଅଫିସ,୨୮।୧୦: ଗଞ୍ଜାମ ଜିଲାରେ ସାଇବର ଠକ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରି ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାରେ ଲାଗିଛନ୍ତି। ଠକ ଜଣଙ୍କ ଜାଲରେ ଡାକ୍ତର, ଶିକ୍ଷାବିତ୍‌ ଓ ପାଠପଢୁଆ ଯୁବକ ମଧ୍ୟ ଛନ୍ଦି ହୋଇପଡୁଛନ୍ତି।…

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ବାତିଲ; ଉଭୟ ଟିମ୍‌କୁ…

ମେଲବୋର୍ନ,୨୮।୧୦: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ ମୁକାବିଲା ବର୍ଷା କାରଣରୁ ବାତିଲ୍‌ ହୋଇଛି। ଏହି ମୁକାବିଲାରେ ଟସ୍‌ ବି ପଡ଼ି ପାରିନାହିଁ। ଉଭୟ ଟିମ୍‌ ଲାଗି ଏହି ମ୍ୟାଚ୍‌ ସେମିଫାଇନାଲରେ ପହଞ୍ଚିବା…

ରେଳଧାରଣାରୁ ମୃତଦେହ ଉଦ୍ଧାର, ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୨୮।୧୦: ରେଲଓ୍ବେ ପୋଲିସ ଶୁକ୍ରବାର ଲାଞ୍ଜିପଲ୍ଲୀ ନିକଟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ ୫୦ରୁ ୫୫ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ମୃତଦେହ ଜବତ କରି…

ବାଲିରେ ପରସ୍ପରକୁ ଭେଟିବେ ମୋଦି-ସୁନକ

ଲଣ୍ଡନ/ନୂଆଦିଲ୍ଲୀ୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ଜଣାପଡିଛି।…

ଟୁଇଟରରୁ ବାହାର କରିବା ପରେ ଏଲନ ମସ୍କ ପରାଗ ଅଗ୍ରୱାଲଙ୍କୁ ଦେଇପାରନ୍ତି ୩୨୫ କୋଟିରୁ ଅଧିକ ଅର୍ଥ

ୱାଶିଂଟନ,୨୮ ।୧୦: ଉଦ୍ଦ୍ୟୋପତି ଏଲନ ମସ୍କ ଟୁଇଟରର ନୂଆ ମାଲିକ ହୋଇଛନ୍ତି । ସେ ସୋସିଆଲ ମିଡିଆ କମ୍ପାନୀ ଟୁଇଟରର ମାଲିକ ହେବା ପରେ ମସ୍କ ୪ ଶୀର୍ଷ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ମୂଳ…

ଭାଇଜାନଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି ଏକ୍ସ-ଗର୍ଲଫ୍ରେଣ୍ଡ୍‌

ମୁମ୍ବାଇ: ଅଭିନେତା ସଲମାନ ଖାନ ବିଗ୍‌ବସ୍‌-୧୬ରେ ହୋଷ୍ଟ କରୁଛନ୍ତି। ତେବେ ବିଗ୍‌ବସ୍‌ ଆଗାମୀ ଏପିସୋଡର ଏକ ପ୍ରମୋ ସୋସିଆଲ ମିଡିଆରେ ଶେୟାର ହୋଇଛି। ସେହି ଏପିସୋଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସୁଛନ୍ତି। ତେବେ ଶେୟାର ହୋଇଥିବା ପ୍ରମୋ ଭିଡିଓରେ କ୍ୟାଟ୍ରିନା…

ଫେବୃୟାରୀରେ ଗଗନୟାନର ପ୍ରଥମ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୨୮।୧୦: ଆସନ୍ତାବର୍ଷ ଫେବୃୟାରୀରୁ ଭାରତର ମାନବ ମହାକାଶ ଅଭିଯାନ ମିଶନର ଉଡ଼ାଣ ପରୀକ୍ଷା ଆରମ୍ଭ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଗଗନୟାନର କ୍ରିଉ ମଡ୍ୟୁଲ୍‌ ପରୀକ୍ଷା ପାଇଁ ଇସ୍ରୋ ଚିକୁନ୍‌…

ଜଣେ ବୟଫ୍ରେଣ୍ଡ୍‌ଙ୍କୁ ଡେଟ୍‌ କରୁଛନ୍ତି ଏହି ଦୁଇ ଭଉଣୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରିର ଯୁବ ତଥା ହିଟ୍‌ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଫିଲ୍ମ ‘ଧଡ଼କ’ ସହିତ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିସାରିଛନ୍ତି।…

ପୋଲିସର ଗାଡ଼ି ଯାଞ୍ଚ ଆରମ୍ଭ: ହେଲମେଟ ନ ପିନ୍ଧି ଗଣିଲେ ଜରିମାନା

ସୋରଡା,୨୮।୧୦: ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ୍‌ ଚାଳକଙ୍କୁ ଅଟକାଇ ଜରିମାନା ଆଦାୟ କରାଯାଇଛି। ଏପରି କି ଗାଡ଼ି ଚଳାଇଲା ବେଳେ ହେଲମେଟ ପରିଧାନ, ଇନ୍‌ସ୍ୟୁରାନ୍ସ କରିବା,…

ଜିଲା ସୈନିକ ବୋର୍ଡରେ ଅଚଳାବସ୍ଥା

ସମ୍ବଲପୁର,୨୮ା୧୦(ବ୍ୟୁରୋ): ଅବସରପ୍ରାପ୍ତ ସୈନିକଙ୍କ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲା ସୈନିକ ବୋର୍ଡ ଗଠନ କରାଯାଇଛି। ଯବାନମାନଙ୍କୁ ନେଇ ବୋର୍ଡ ଗଠନ କରାଯାଇ ଏହାର ପରିଚାଳନା କରାଯାଉଥିବା ବେଳେ ରାଜ୍ୟ ଗୃହ ବିଭାଗ ଏହାର ତଦାରଖ କରୁଛିି। ଆବଶ୍ୟକ ସମ୍ପାଦକ,…

ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଦରମା ବାଟମାରଣା

ଡେରାବିଶ ୨୮ା୧୦(ସ୍ବ.ପ୍ର.): ନିଯୁକ୍ତି ଦେଇଥିବା ଆଉଟସୋର୍ସିଂ ଠିକା ସଂସ୍ଥା ଦ୍ୱାରା ହରିଦାସପୁର-ପାରାଦୀପ ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମକଙ୍କ ଦରମା ବାଟମାରଣା ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଡେରାବିଶ ଅଞ୍ଚଳର କେତେଜଣ ଯୁବକ ଏଥିରେ ନିୟୋଜିତ ହୋଇଥିବାବେଳେ…

୯୦୦ ଟନ ସ୍କ୍ରାପ୍‌ ନଷ୍ଟକଲା ପାରାଦୀପ ବନ୍ଦର

ପାରାଦୀପ,୨୮ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଅଭିଯାନ ୨-୦ ଆରମ୍ଭ ହୋଇଛି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶ ମତେ ଏହି ଅଭିଯାନ ସମଗ୍ର ଦେଶରେ ଥିବା ମେଜର ପୋର୍ଟଗୁଡ଼ିକରେ ଆରମ୍ଭ ହୋଇଛି। ଏଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri