ବିପଦ ଜୋନ୍ରେ ଅଧା ଜନସଂଖ୍ୟା
ଶାମ୍-ଏଲ୍-ଶେଖ୍,୮।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଚଳିତ ବର୍ଷ ଅନେକ ଦେଶ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ଓ ବ୍ୟାପକ ଧନଜୀବନ କ୍ଷୟ ହୋଇଛି। ୨୦୧୫ରୁ ୨୦୨୨ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ବୋଲି ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍ଓ)…
ଫେରିବ ‘ରାହାଗିରି’: ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ
ଭୁବନେଶ୍ୱର, ୮।୧୧ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ଫେରିବ ‘ରାହାଗିରି’ ଓ ‘ସିଟି ଫେଷ୍ଟ’ ଭଳି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ। ଶୀତୁଆ ସକାଳରେ ରାଜଧାନୀବାସୀ ପୁଣିଥରେ ରାହାଗିରିର ମଜା ଉଠାଇବେ। ନାଚ, ଗୀତରେ ଝୁମିବେ, ମତୁଆଲା ହେବେ। ତା’ ସାଙ୍ଗକୁ ସାଇକେଲ ଚାଳନା, ସ୍କେଟିଂ…
ଓଡ଼ିଶାର ପରିବର୍ତ୍ତନକୁ ବିଶ୍ୱରେ ପ୍ରଶଂସା କରାଯାଉଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮।୧୧(ବ୍ୟୁରୋ):ଆଜିର ବିକାଶ ପଥରେ ଓଡ଼ିଶା ବଡ଼ ଅଗ୍ରଗତି କରିଛି। ଓଡ଼ିଶାର ପରିବର୍ତ୍ତନକୁ ଦେଶ ତଥା ସାରା ବିଶ୍ୱରେ ପ୍ରଶଂସା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ଆୟୋଜିତ ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର ସୁବର୍ଣ୍ଣ ଜୟନ୍ତୀ ତଥା ପ୍ରତିଷ୍ଠାତା ସ୍ବର୍ଗତ…
ସାଧୁତା, ସଚ୍ଚୋଟତାର ସହ ଦାୟିତ୍ୱ ପାଳନ କର: ଡିଜିପି
କଟକ ଅଫିସ,୮ା୧୧:ଜନସାଧାରଣଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ ଆହ୍ବାନ ଦେଇଛନ୍ତି।…
୬ ବର୍ଷ ପରେ
ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୨ରେ ୬ ବର୍ଷ ପୂରିଲା। ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି କେଉଁ ସ୍ତରକୁ ଖସିଛି, ତାହା ପ୍ରତ୍ୟେକ ଦେଶବାସୀ ଦୈନନ୍ଦିନ ଅନୁଭବ କରୁଛନ୍ତି। କିନ୍ତୁ କେହି କିଛି କରିବା ସ୍ଥିତିରେ ନାହାନ୍ତି। ୮ ନଭେମ୍ବର ୨୦୧୬ରେ…
ହାତରେ ମଶାଲ, ଶିବାଜୀ ମହାରାଜଙ୍କୁ ପ୍ରଣାମ କରି ମହାରାଷ୍ଟ୍ର ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା
ମୁମ୍ବାଇ,୮ ।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ର ପହଞ୍ଚି ଯାଇଛି, ଯାହା ୧ ମାସ ପୂର୍ବରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଏହା କର୍ନାଟକରୁ ତେଲେଙ୍ଗାନା ଓ ଏବେ ମହାରାଷ୍ଟ୍ରରେ ପହଞ୍ଚିଛି । ମହାରାଷ୍ଟ୍ର ମାଟିରେ ପାଦ ରଖି କଂଗ୍ରେସ…
ଶାଶୁ, ଶ୍ୱଶୁରଙ୍କୁ ମାସିକ ଭରଣ ପୋଷଣ ଦେବେ ବିଧବା ବୋହୂ
ଭଦ୍ରକ ଅଫିସ,୮ା୧୧:ଭଦ୍ରକ ପରିବାର ଅଦାଲତ ବିଚାରପତି ପ୍ରଜ୍ଞା ପାରମିତା ରାଉଳ ସୋମବାର ଏକ ମାମଲାର ବିଚାର କରି ବୃଦ୍ଧା ଶାଶୁ, ଶ୍ୱଶୁରଙ୍କୁ ଭରଣ ପୋଷଣ ବାବଦରେ ମାସିକ ୩ ହଜାର ଟଙ୍କା ବିଧବା ବୋହୂ ଦେବା ପାଇଁ ଶୁଣାଣି କରିଛନ୍ତି। ପ୍ରକାଶ…
‘ତଦନ୍ତ କମିଶନ ସତ୍ତ୍ୱେ ପଦୋନ୍ନତି କେମିତି’
ଭୁବନେଶ୍ବର,୮ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛତା ଓ ସାଧୁତାର ଆହ୍ବାନକୁ ଗୃହ ବିଭାଗର ଉଚ୍ଚପଦସ୍ଥ ଅଫିସର ବେଖାତିର କରୁଛନ୍ତି। ଏ ବାବଦରେ ସରକାରଙ୍କ ପାଖରେ ତଥ୍ୟ ରହିଛି ନା ଜାଣିଶୁଣି ସରକାର ଏହାକୁ ଏଡ଼େଇ ଯାଉଛନ୍ତି ବୋଲି ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ…
ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ: ସୂର୍ଯ୍ୟବଂଶୀ
ଭଦ୍ରକ ଅଫିସ/ଧାମନଗର,୮।୧୧(ସ୍ବ.ପ୍ର./ଡି.ଏନ୍.ଏ.):ଉପନିର୍ବାଚନ ପାଇଁ ଭର୍ଚ୍ଚୁଆଲ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗର ଦାୟିତ୍ୱ ନେବେ ବୋଲି କହିଥିଲେ। ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଧାମନଗର ଦାୟିତ୍ୱ ନିଅନ୍ତୁ। ତାଙ୍କ ଦଳର ପ୍ରାର୍ଥୀ ହାରିଯାଇଥିଲେ ବି ଧାମନଗର ତାଙ୍କର, ସେ…
ଚାକିରି ନାଁରେ ଲୋକଙ୍କୁ ମମତା ବୋକା ବନାଉଛନ୍ତି: ଶୁଭେନ୍ଦୁ
ନୂଆଦିଲ୍ଲୀ, ୮ା୧୧:ଆଗକୁ ଆସୁଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ସରକାର ନକଲି ଚାକିରି ନଁାରେ ଲୋକଙ୍କୁ ବୋକା ବନାଇବା ଆରମ୍ଭ କରିଦେଇଛନ୍ତି। ରାଜ୍ୟ ସରକାର ନିଯୁକ୍ତି ସମ୍ପର୍କିତ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି। ଏହାର ଉପଯୁକ୍ତ ତଦନ୍ତ…
ଓଡ଼ିଶାର ୩ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର
ଭୁବନେଶ୍ୱର, ୮।୧୧(ବ୍ୟୁରୋ):ନର୍ସିଂ ସେବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ପାଇଁ ସୋମବାର ‘ଜାତୀୟ ଫ୍ଲୋରେନ୍ସ ନାଇଟଙ୍ଗେଲ ପୁରସ୍କାର’ ଦିଆଯାଇଛି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି…
ଓଏଏସ୍ ଅଫିସରସ୍ତରରେ ଅଦଳବଦଳ
ଭୁବନେଶ୍ୱର,୮ା୧୧(ବ୍ୟୁରେ):ରାଜ୍ୟ ସରକାର ସୋମବାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ୮ ଜଣ ଅଫିସରଙ୍କୁ ଅଦଳବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମନୋଜ କୁମାର ପାଢ଼ୀଙ୍କୁ ଏସ୍ସି/ଏସ୍ଟି ବିଭାଗର…
Archives


