ଭିଜିଲାନ୍ସ ସଚେତନତା ସପ୍ତାହ ଉଦ୍ଯାପିତ
ନୂଆଦିଲ୍ଲୀ,୧୦।୧୧: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି)ର ଗୁଜରାଟ ଆଞ୍ଚଳିକ କାର୍ଯ୍ୟାଳୟ ଅହମଦାବାଦ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଇଏସ୍ଆଇସି ମୁଖ୍ୟ କାର୍ଯ୍ୟାଳୟ ସମେତ ଦେଶର ସମସ୍ତ ଶାଖା କାର୍ଯ୍ୟାଳୟରେ ମଧ୍ୟ ‘ଭିଜିଲାନ୍ସ ସଚେତନତା ସପ୍ତାହ’…
ଶାନ୍ତି ବିକାଶ କ୍ଷେତ୍ରରେ ବିଜ୍ଞାନ
ଶାନ୍ତି ଏବଂ ବିକାଶ ପାଇଁ ବିଜ୍ଞାନର ଉପଯୋଗ କରାଯିବା ଜରୁରୀ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୦ରେ ‘ବିଶ୍ୱ ବିଜ୍ଞାନ ଦିବସ’ ପାଳନ କରାଯାଇଥାଏ। ଏହା ହେଉଛି ଏକ ଅନ୍ତର୍ଜାତୀୟ ଦିବସ, ଯାହା ସମାଜରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ…
ଏଲନ ମସ୍କଙ୍କ ଆଉ ଏକ ତମାସା
ୱାଶିଂଟନ,୧୦ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ପ୍ଲାଟଫର୍ମକୁ ନେଇ ଅନେକ ପରୀକ୍ଷଣ କରିବାରେ ଲାଗି ପଡିଛନ୍ତି । ସେଥିପାଇଁ ଟୁଇଟର ଓ ଏଲନ ମସ୍କଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି ।…
କତାରରେ ବନ୍ଦୀ ଥିବା ୮ ଭାରତୀୟଙ୍କ ପୁନରୁଦ୍ଧାରକୁ ନେଇ ରହସ୍ୟ ଜାରି
ନୂଆଦିଲ୍ଲୀ,୧୦ ।୧୧: ଦୁଇ ମାସରୁ ଅଧିକ ସମୟ ଧରି ଭାରତୀୟ ନୌସେନାର ୮ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏବେ ସେମାନେ ନଜ ବନ୍ଦୀ ଅଛନ୍ତି । ସେମାନଙ୍କ ପୁନରୁଦ୍ଧାରକୁ ନେଇ ରହସ୍ୟ ଜାରି ରହିଥିବା ବେଳେ ଗଲ୍ଫ ଦେଶରେ ଥିବା…
କିଙ୍ଗ ଚାର୍ଲସ, ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ
ଲଣ୍ଡନ,୧୦ ।୧୧: କିଙ୍ଗ ଚାର୍ଲସ ତୃତୀୟ ଓ ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, କିଙ୍ଗ ଚାର୍ଲସ ଓ…
ସାନିଆ ମିର୍ଜା, ଶୋଏବ ମଲିକଙ୍କ ତଲାକରେ ଲାଗିଲା ମୋହର!
ଇସଲାମାବାଦ,୧୦ ।୧୧: କିଛିଦିନ ହେବ ଶୁଣିବାକୁ ମିଳୁଛି କି ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ କ୍ରିକେଟର ପତି ଶୋଏବ ମଲିକ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସାନିଆ ମିର୍ଜା ଲଗାତାର ଭାବେ ସୋସିଆଲ ମିଡିଆରେ ଏମିତି…
‘ବାପ୍’ର ଫାର୍ଷ୍ଟ ଲୁକ୍ ଜାରି
ଆକ୍ସନ ଡ୍ରାମା ଫିଲ୍ମ ‘ବାପ୍’ର ଫାର୍ଷ୍ଟ ଲୁକ୍ ଜାରି ହୋଇଛି। ଏହି ଫିଲ୍ମରେ ୮୦ ଏବଂ ୯୦ ଦଶକର ସୁପରଷ୍ଟାର – ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ ଏବଂ ସନ୍ନି ଦେଓଲ ଏକାଠି ଅଭିନୟ କରିଛନ୍ତି। ନିର୍ମାତାଙ୍କ ଦ୍ୱାରା…
ଗୋଟେ ପଟେ ହାତୀ ଆତଙ୍କ, ଆଉ ଗୋଟେ ପଟେ ଜଳକ୍ରୀଡ଼ା ଦେଖିବାକୁ ଲୋକେ ଉତ୍ସାହିତ
କେନ୍ଦୁଝର,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ଲୋକଙ୍କ ଧନଜୀବନର ସୁରକ୍ଷା କରିବାରେ ବିଫଳ ହେଉଛି। ଅନ୍ୟପକ୍ଷରେ ହାତୀ ଉପଦ୍ରବ ବଢୁଥିବାରୁ ଲୋକମାନେ ଭୟ ଆତଙ୍କ ମଧ୍ୟରେ ରହୁଥିବା ବେଳେ ତେଣେ ହାତୀପଲ ଦେଖିବାକୁ ଲୋକଙ୍କ…
ନେପାଳରେ ଭୂକମ୍ପ: ୬ ମୃତ
କାଠମାଣ୍ଡୁ,୯।୧୧:ନେପାଳ ଦୋତି ଜିଲାରେ ବୁଧବାର ଭୋରରୁ ବଡ଼ ଧରଣ ଭୂ-କମ୍ପ ହୋଇଥିବାବେଳେ ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣ ଶୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସ୍ଥାନୀ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଭୂମିକମ୍ପର ତିବ୍ରତା…
ବଲିଉଡ୍ରେ ୧୫ ବର୍ଷ ପୂରଣ କଲେ ରଣବୀର
ମୁମ୍ବାଇ: ରଣବୀର କପୁର ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମ ‘ସାଓ୍ବରିଆ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସହିତ ସେ ବଲିଉଡ୍ରେ ଜଣେ ସୁପରଷ୍ଟାର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। କ୍ୟାରିୟରର ୧୫ ବର୍ଷ ମଧ୍ୟରେ ରଣବୀର ୩୦ରୁ…
ରାଜସ୍ବ ଗ୍ରାମ ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ
କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ରେ ପ୍ରାବଧାନ ଥିବା ସତ୍ତ୍ୱେ ବଣଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ପୁରାତନ ବସ୍ତି ଓ ଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଗ୍ରାମସଭାରେ ନିଷ୍ପତ୍ତି ହୋଇ ପ୍ରଶାସନ…
ମୋଦିଙ୍କ ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇପାରିବୁ ନାହିଁ, ଯାହା କହିଛୁ ପୂରଣ କରିବୁ: ଖାର୍ଗେ
ଶିମଲା,୯।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶିମଲାଙ୍କ ବାନୁତୀରେ ଏକ…
Archives


