ଜର୍ମାନୀରେ ୨,୩୪୦ ବିମାନ ବାତିଲ

ବର୍ଲିନ,୧୮ା୨: ଜର୍ମାନୀର ୮ଟି ବିମାନବନ୍ଦରର କର୍ମଚାରୀମାନେ ଅଧିକ ବେତନ ଦାବିରେ ଧର୍ମଘଟରେ ସାମିଲ ହୋଇଥିବାରୁ ଶୁକ୍ରବାର ୨,୩୪୦ ବିମାନ ଉଡ଼ାଣ ବାତିଲ ହୋଇଛି। ଫଳରେ ପ୍ରାୟ ୨,୯୫,୦୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଧର୍ମଘଟ ଗ୍ରହଣୀୟ ନୁହେଁ ବୋଲି ଜର୍ମାନ ବିମାନବନ୍ଦର ସଂଘ ଏଡିଭି କହିଛି। ଆଲୋଚନା ମାଧ୍ୟମରେ ସମାଧାନ ସୂତ୍ର ବାହାର କରିବାକୁ ଏଡିଭି ମୁଖ୍ୟ ରାଲଫ୍‌ ବିସେଲ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍କୁଟ ଖାଇଲେ ୪୦ ଲକ୍ଷ ଟଙ୍କା ଦରମା ଦେବ ଏହି କମ୍ପାନୀ: ଏମିତି କରିପାରିବେ ଆବେଦନ

ଚାକିରିରେ କେବଳ ବିସ୍କୁଟ ଖାଇଲେ ମିଳିବ ମୋଟା ଅଙ୍କର ଅର୍ଥ ରାଶି। ଲକ୍ଷେ କି ୨ ଲକ୍ଷ ନୁହେଁ ମିଳିବ ୪୦ ଲକ୍ଷ ଟଙ୍କା। ବିଶ୍ୱାସ...

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ…

ମସ୍କୋ/କୈବ,୧୩।୯: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭୋଲ୍ଡାୟମର ଜେଲେନ୍ସିକ୍‌ କହିଛନ୍ତି ଯେ, ରୁଷିଆ ସୈନ୍ୟ ବାହିନୀଙ୍କ ସଂଖ୍ୟା ୟୁକ୍ରେନ୍‌...

ରୁଷିଆ ଆକ୍ରମଣରେ ୧୪ ଶିଶୁଙ୍କ ସମେତ ୩୫୨ ୟୁକ୍ରେନ୍ ନାଗରିକ ମୃତ, ୧୦୦୦ରୁ ଅଧିକ ଆହତ

କ୍ୱିଭ,୨୮ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି । ରୁଷିଆର ମିଶାଇଲ ଆକ୍ରମଣରେ ଥରହର ହୋଇ ଉଠିଛି ୟୁକ୍ରେନ୍ ଭୂମୀ । ଏଥିରେ...

ବିଗୁଡୁଛି ଭାରତ-ନେପାଳ ସମ୍ପର୍କ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ା୫: ନେପାଳ ଏହାର ନୂଆ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନ ଦେଇଥିବାରୁ ଏହାକୁ ନେଇ ଦୁଇ ପଡୋଶୀ ଦେଶର ସମ୍ପର୍କରେ ତିକ୍ତତା ଦେଖାଦେଇ ଥିବାବେଳେ...

ନେପାଳ ପାଣି ଛାଡ଼ିବାରୁ ୬୧ ଗାଁ ବୁଡ଼ିଗଲା

ବାହରିଚ୍‌ ୩ା୮(ପି.ଟି.): ନେପାଳ ଏହାର ତିନୋଟି ବ୍ୟାରେଜରୁ ନଦୀକୁ ଜଳ ଛାଡ଼ିଦେବାରୁ ରବିବାର ଉତ୍ତରପ୍ରଦେଶ ବାହରିଚ୍‌ ଜିଲାସ୍ଥିତ ୬୧ଟି ଗାଁ ଜଳମଗ୍ନ ହୋଇଯାଇଛି। ଦେଢ଼ ଲକ୍ଷରୁ...

୧୨ ସିଂହ ନିଲାମ କରିବ ପାକିସ୍ତାନ

ଇସଲାମାବାଦ,୬ା୮: ପାକିସ୍ତାନର ଏକ ଚିଡ଼ିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର ପାଇଁ ୧୨ଟି ସିଂହ ନିଲାମ କରିବ। ସିଂହ ନିଲାମ ପାଇଁ ମୂଳ ମୂଲ୍ୟ...

ହାଫିଜ୍‌ ସୟିଦଙ୍କୁ ୧୧ ବର୍ଷ ଜେଲ

ଲାହୋର,୧୩ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ ସୟିଦଙ୍କୁ ପାକିସ୍ତାନର ଏକ ଅଦାଲତ ୧୧ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି...

କାନାଡାରେ ବର୍ବରକାଣ୍ଡ: ୧୦ ମୃତ, ୧୫ ଆହତ

ଓଟୱା,୫।୯: କାନାଡାର ସସ୍କାଚୱାନ ପ୍ରଦେଶରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ଛୁରାମାଡ଼ ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week