ଓ୍ବେବ୍ ସିରିଜ୍ରେ ଊର୍ମିଲା
ମୁମ୍ବାଇ: ବଲିଉଡ୍ର ଚୁଲ୍ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍ ସିରିଜ୍ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏକ ଥ୍ରିଲର, ସସ୍ପେନ୍ସ ସିରିଜ୍ ତିଓ୍ବାରି ଜରିଆରେ ସେ ଓଟିଟି (ଓଭର୍ ଦ ଟପ୍) ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ…
ଦୁର୍ଗାପୂଜାରେ ସାମିଲ ହେଲେ ନ୍ୟୁୟର୍କ ମେୟର ଏରିକ ଆଦମ୍ସ, କହିଲେ ଏହା ସମ୍ମାନର କଥା
ନ୍ୟୁୟର୍କ,୪ ।୧: ଭାରତ ସମେତ ସାରା ବିଶ୍ୱରେ ଦୁର୍ଗା ପୂଜା ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଥିମକୁ ନେଇ ପେଣ୍ଡାଲ ଲାଗିଛି । ଇତିମଧ୍ୟରେ ନ୍ୟୁୟର୍କ ସିଟିର ମେୟର ଏରିକ ଆଦମ୍ସ ଦୁର୍ଗାପୂଜା ସମାରୋହରେ ସାମିଲ ହୋଇଛନ୍ତି…
ଆନ୍ତଃରାଜ୍ୟ ପକେଟ୍ମାର୍ ଗ୍ୟାଙ୍ଗ୍ ଧରାପଡ଼ିଲା
ଭୁବନେଶ୍ବର,୪ା୧୦(ବ୍ୟୁରୋ):ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ସାବଧାନ। ସହରରେ ମାତିଛନ୍ତି ଏକାଧିକ ପକେଟ୍ମାର୍ ଗ୍ୟାଙ୍ଗ୍। ଭିଡ଼ ଭିତରେ ପକେଟରୁ, ବ୍ୟାଗ୍ରୁ ସବୁକିଛି ଲୁଟିନେଉଛନ୍ତି। ପିଲାଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ବେକରୁ ସୁୁନାଚେନ୍ ବି ଝାମ୍ପିନେଉଛନ୍ତି। ଟିକିଏ ସତର୍କ ନ ରହିଲେ ଏସବୁ ତ ହରାଇବେ,…
କଟକ ପାର୍ବଣର ନିଆରା ପରମ୍ପରା
ଐତିହାସିକ ସହର କଟକ ଦଶହରାର ସ୍ବତନ୍ତ୍ରତା ରହିଛି। ଏକଦା ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଜରି ଓ ଚାନ୍ଦି ମେଢ। ଏବେ ବିଭିନ୍ନ ପୂଜା କମିଟି ମଧ୍ୟରେ ସୁନାମେଢ଼ ପାଇଁ ପ୍ରତିଯୋଗିତା ଦେଖାଦେଇଛି। ସେହିପରି ମାଛଭୋଗ, ଦହିପଖାଳ, ସିନ୍ଦୂରଖେଳ, କୁମାରୀ ପୂଜା…
ଅସ୍ତ୍ରୋପଚାର ନିଷ୍ଫଳ: ଅସୁସ୍ଥ ହାତୀର ଜୀବନ ଗଲା
ବାରିପଦା ଅଫିସ/ବେତନଟୀ, ୪ା୧୦(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ମଶିଣାକାଟି ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଉକ୍ତ ଦନ୍ତାର ମୃତ୍ୟୁ ହେବା ନେଇ ବିଭିନ୍ନ ମହଲରେ…
୧୭ରେ ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ
ଭୁବନେଶ୍ବର, ୪ା୧୦(ବ୍ୟୁରୋ):ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୨୨ର ତୃତୀୟ ସଂସ୍କରଣ’ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଚଳିତ ମାସ ୧୭ରେ ହାଇଦ୍ରାବାଦରେ ‘ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫିକ୍କି ସହଯୋଗରେ…
ଦାଦନଙ୍କ ଗୋଡ଼, ହାତପାପୁଲି କାଟିଲେ ଦଲାଲ
ପାରଳାଖେମୁଣ୍ଡି,୪ା୧୦(ଡି.ଏନ୍.ଏ.):କିଛିବର୍ଷ ତଳେ କଳାହାଣ୍ଡି ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାତ କାଟି ଦିଆଯାଇଥିଲା। ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଶାଙ୍କ ମୁର୍ମୁଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ହୋଇଛି। ଶାଙ୍କଙ୍କୁ ୪ ଜଣ ଦଲାଲ ଦାଦନ ଖଟିବାକୁ ଡାକି ନେଇ…
ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା
ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ ଝା ବି ଏଣ୍ଟ୍ରି ମାରିଛନ୍ତି । ମନୋଜ ଝା ସୋମବାର ରାନୀତିର ଚାଣକ୍ୟ କୁହାଯାଉଥିବା…
ଭିଡିଓ ଶେୟାର କରି ସୋସିଆଲ ମିଡିଆ ଛାଡିଲେ ମୁନାୱର ଫାରୁକି
ମୁମ୍ବାଇ,୪ ।୧୦: ଷ୍ଟାଣ୍ଡଅପ୍ କମେଡି ଦୁନିଆରେ ମୁନାୱର ଫାରୁକିଙ୍କ ନାମ ବେଶ ଜଣାଶୁଣା । ତାଙ୍କର ନିଆରା ଅନ୍ଦାଜରେ ସେ ଲୋକଙ୍କୁ ଖୁବ୍ ହସାଇଥାଆନ୍ତି । କଙ୍ଗନା ରାନାୱତଙ୍କ ଟେଲିଭିଜନ ରିୟଲିଟି ଶୋ’ ‘ଲକ ଅପ୍’ରେ ସେ ନଜର ଆସିବା ପରେ…
ବର୍ଷା ପରେ ଦିଲ୍ଲୀରେ ୪ ଗୁଣା ବଢିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଭାଙ୍ଗିଲା ୫ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୪ ।୧୦: ଗତ ସପ୍ତାହରେ ଲଗାତାର ୪ ଦିନର ବର୍ଷା ପରେ ରାଜଧାନୀ ଦିଲ୍ଲୀରେ ବଢିଯାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଛି ।…
ଓଟିଟିରେ ଡେବ୍ୟୁ କରିବେ ଊର୍ମିଲା
ମୁମ୍ବାଇ:ବଲିଉଡ୍ର ଚୁଲ୍ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍ ସିରିଜ୍ରେ ନଜର ଆସିବେ। ଏକ ଥ୍ରିଲର, ସସ୍ପେନ୍ସ ସିରିଜ୍ ତିଓ୍ବାରି ଜରିଆରେ ସେ ଓଟିଟି (ଓଭର୍ ଦ ଟପ୍) ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ମା’ ଝିଅଙ୍କ…
‘କ୍ଷମା ମାଗୁ କଂଗ୍ରେସ’
ମାଣ୍ଡ୍ୟା,୩।୧୦: ‘କର୍ନାଟକ ପତାକା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ଉତ୍ତେଜନା ଦେଖାଦେଇଛି। କନ୍ନଡ଼ ସପକ୍ଷବାଦୀ ଗୋଷ୍ଠୀ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଥିପାଇଁ କଂଗ୍ରେସ ତୁରନ୍ତ କ୍ଷମା ମାଗୁ ବୋଲି ସେମାନେ ଦାବି କରିଛନ୍ତି। କଂଗ୍ରେସର…
Archives


