ସମଗ୍ର ଦିଲ୍ଲୀ ଏନ୍ସିଆର୍ରେ ୫ଜି ସେବା
ମୁମ୍ବାଇ,୧୯।୧୧: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ସମଗ୍ର ଦିଲ୍ଲୀ ଏନ୍ସିଆର୍ରେ ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀ ପରେ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଜଣାପଡ଼ିଛି।…
ବିନା ଭିତ୍ତିଭୂମିରେ ଚାଲିଛି ଧାନକିଣା
ସୋନପୁର,୧୯।୧୧(ନି.ପ୍ର.): କ୍ଷେତରୁ ଧାନ ଅମଳ ଆରମ୍ଭ ହୋଇଗଲାଣି । ନଭେମ୍ବର ୩୦ ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଖରିଫ୍ ଧାନ କିଣା ଆରମ୍ଭ ହେବ। ୬୩ଟି ପ୍ୟାକ୍ସ ଓ ୩୮ଟି ଏସ୍ଏଚ୍ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଚାଷୀଙ୍କ ନିକଟରୁ…
ଖସିଲା ଶେୟାର ବଜାରର କାରବାର
ନୂଆଦିଲ୍ଲୀ,୧୯।୧୧: କ୍ରମାଗତ ୨ଦିନ ଲାଗି ଷ୍ଟକ୍ ବଜାରର କାରବାର ହ୍ରାସ ପାଇଥିବା ଜଣାପଡ଼ିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର କାରବାର ଆଶ ଓ ଆଶଙ୍କା ମଧ୍ୟରେ ଶେଷ ହୋଇଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ମଧ୍ୟ…
‘ଲାଭବାନ୍ ହେଉଛନ୍ତି ଭାରତୀୟ କମ୍ପାନୀ’
ନୂଆଦିଲ୍ଲୀ,୧୯।୧୧: କୋଭିଡ୍ ସଂକ୍ରମଣ ପରଠାରୁ କ୍ରମାଗତ ଭାବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଚାଲିଛି। ଫଳରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ଭାରତ ବଜାର ଉପରେ ପଡ଼ିଛି। ଏପରିକି ଟଙ୍କାର…
ଯାଞ୍ଚ ସରିଲା, ପ୍ରଚାର ଜୋରଦାର
ବରଗଡ଼ ଅଫିସ୍,୧୯।୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଭୋଟ ଗ୍ରହଣ ହେବ। ଶୁକ୍ରବାର ଏଥିପାଇଁ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଏହାପରେ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋର୍ ଧରିବାରେ ଲାଗିଛି। ଭାଜପା ଏବଂ ବିଜେଡ଼ି ପ୍ରଚାରରେ ଲାଗିପଡ଼ିଥିବା…
ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ଗାଡ଼ି ନାହିଁ, ଇନୋଭା ଚଢୁଛନ୍ତି ଭାଜପା ପ୍ରାର୍ଥୀ
ପଦ୍ମପୁର,୧୯।୧୧(ଡି.ଏନ.ଏ.): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଅଧିକାରୀ। ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଖରେ କୌଣସି ଦୁଇ ଚକିଆ କିମ୍ବା…
ସବୁ ଜିଲାରେ ହେବ ବିକ୍ଷୋଭ
ଭୁବନେଶ୍ବର,୧୯।୧୧(ବ୍ୟୁରୋ): ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ଚାଷ ଓ ଚାଷୀଙ୍କ ସମସ୍ୟା ଦୂରୀକରଣ ପାଇଁ ଗତ ୮ ବର୍ଷରେ ବିଭିନ୍ନ ପ୍ରକାର କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା…
ଗାଁକୁ ନାହିଁ ପକ୍କା ରାସ୍ତା, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ
ଦଶମନ୍ତପୁର, ୧୯।୧୧( ଡି.ଏନ୍.ଏ ): ଦେଶ ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଏଭଳି ଅନେକ ଗ୍ରାମ ରହିଛି ଯେଉଁଠାରେ ପକ୍କାରାସ୍ତା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ। ପଞ୍ଚାୟତରୁ ଆରମ୍ଭ କରି ବ୍ଲକ, ଜିଲା ଏବଂ ରାଜ୍ୟ ପ୍ରଶାସନକୁ ରାସ୍ତା ଓ ଅନ୍ୟ ମୌଳିକ…
ଗୁଜରାଟରେ ଭାଜପା ପାଇଁ ପ୍ରଚାର କରୁଛନ୍ତି ଓଡ଼ିଶା ଶ୍ରମମନ୍ତ୍ରୀ: କଂଗ୍ରେସ
ଭୁବନେଶ୍ବର, ୧୯।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କୁ ନ ମିଳିବା ନେଇ ବିଜେଡି ଓ ଭାଜପା ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଉଛନ୍ତି। ହେଲେ ବାସ୍ତବ କଥା ସମ୍ପୂର୍ଣ୍ଣ ଓଲଟା। ରାଜ୍ୟରେ ୨ ଦଳ ପରସ୍ପର ବିରୋଧରେ ଲଢ଼େଇର ନାଟକ କରୁଥିବା ବେଳେ…
ମାନିନୀଙ୍କ ଚିକିତ୍ସା କରାଇଲେ ବିଧାୟକ
ଉମରକୋଟ, ୧୯।୧୧(ସ୍ବ.ପ୍ର.): ଉମରକୋଟ ସହରର ୧୧ନମ୍ବର ୱାର୍ଡର ଗଣ୍ଡସାହିର ରାମଧର ହରିଜନ ଆର୍ଥିକ ଅସ୍ବଚ୍ଛଳତା କାରଣରୁ ଅଜଣା ରୋଗରେ ପୀଡ଼ିତ ଝିଅ ମାନିନୀ (୩)ଙ୍କର ଚିକିତ୍ସା କରାଇ ପାରୁ ନ ଥିଲେ। ଏହା ଜାଣି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମାନିନୀଙ୍କ…
ଇନ୍ଦିରା ଗାନ୍ଧିଙ୍କ ୧୦୫ତମ ଜନ୍ମ ବାର୍ଷିକୀ: ଭାରତ ଯୋଡୋ ଯାତ୍ରାରେ କେବଳ ସାମିଲ ହେବେ ମହିଳା
ନୂଆଦିଲ୍ଲୀ,୧୯।୧୧: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ହେଉଛି ୧୦୫ତମ ଜନ୍ମ ବାର୍ଷିକୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ କେବଳ ମହିଳା ସାମିଲ ହେବେ। ଏ ନେଇ ଦଳର ବରିଷ୍ଠ ନେତା ଜୟରାମ…
ରାସ୍ତା ନିର୍ମାଣରେ ଲାଗୁଛି ଛତିଶଗଡ଼ର ନିମ୍ନମାନର ସାମଗ୍ରୀ
ରାଇଘର, ୧୯।୧୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ବୀରପୁରରୁ ବୈପାରିଡିହି ଦେଇ ଜୋଡିଙ୍ଗାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ଓ ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦାରଖ କରାଯାଇ…
Archives


