Home Left

ଟାଟା ମୋଟର୍ସର ଆର୍‌ଭିଏସ୍‌ଏଫ୍‌ ଶୁଭାରମ୍ଭ

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସ୍ବତନ୍ତ୍ର ଅଭିଯାନ ରିସାଇକେଲ ଓ୍ବିଥ୍‌ ରେସ୍ପେକ୍ଟ (ଆର୍‌ଇ.ଡବ୍ଲ୍ୟୁଆଇ.ଆର୍‌ଇ) ବା ସମ୍ମାନର ସହ ପୁନଃଚକ୍ରଣର ଶୁଭାରମ୍ଭ ହୋଇଯାଇଛି। ଏପରିକି ଟାଟା ମୋଟର୍ସର ସ୍ବୀକୃତି ପ୍ରାପ୍ତ ଡିଲର ରାଜସ୍ଥାନର ଜୟପୁର ଗଙ୍ଗାନଗରର ‘ବାହାନ ଉଦ୍ୟୋଗ…

ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଜୀବନ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ‘ଗ୍ୟାରେଣ୍ଟେଡ୍‌ ଇନ୍‌କମ୍‌ ବୀମା ଯୋଜନା’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଯୋଜନା ଗ୍ୟାରେଣ୍ଟି, ନିୟମିତ ଟିକସମୁକ୍ତ ସୁବିଧା ଏବଂ ସୁନିଶ୍ଚିତ ମୃତ୍ୟୁକାଳୀନ ସୁବିଧା ପ୍ରଦାନ କରୁଛି।…

ସିଆଇଆଇ ସହ ଜେଏସ୍‌ଏଲ୍‌ର ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୨।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଏବଂ କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି କ୍ରମକ୍ଷୟକୁ ଦୂରକରିବା ଏବଂ କ୍ଷୟକ୍ଷତିର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା…

ଏସ୍‌ବିଆଇ ପକ୍ଷରୁ ୧ବିଲିୟନ୍‌ ଋଣ ପ୍ରଦାନ

ନୂଆଦିଲ୍ଲୀ,୨।୩: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନିକଟରେ ୧ବିଲିୟନ୍‌ ଡଲାରର ସିଣ୍ଡିକେଟ୍‌ ଋଣ ପ୍ରଦାନ କରାଯାଇଛି। ଏସ୍‌ବିଆଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରବାର ବୋଲି କୁହାଯାଉଛି। କାରଣ ଏହା ହେଉଛି ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସର୍ବବୃହତ୍‌ ଇଏସ୍‌ଜି…

ଜିମନାଷ୍ଟ ଗର୍ଲଫ୍ରେଣ୍ଡଙ୍କ ସହ ‘ମହଲ’ରେ ରହୁଛନ୍ତି ପୁଟିନ! ଲାଗିଛି ସୁନାର ଚୌକି, ରିପୋର୍ଟରେ ଦାବି

ମସ୍କୋ,୨ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ତାଙ୍କ ପ୍ରେମିକାଙ୍କ ସହ ରହୁଥିବା କୁହାଯାଉଛି । ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ଜଣେ ଜିମନାଷ୍ଟ । ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ପୁଟିନ ତାଙ୍କ ପ୍ରେମିକାଙ୍କ ସହ ଏକ…

କାର୍ତ୍ତିକ ଆର୍ଯ୍ୟନ ଶେୟାର କଲେ ‘ଭୁଲ ଭୁଲେୟା ୩’ର ଟିଜର

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନ ପୁଣିଥରେ ରୁହ ବାବା କ୍ୟାରେକ୍ଟରରେ ଫ୍ୟାନ୍ସଙ୍କ ଦିଲ ଜିତିବାକୁ ଆସୁଛନ୍ତି । ‘ଭୁଲ ଭୁଲେୟା ୨’ର ସଫଳତା ପରେ ଏବେ ମେକର୍ସ ‘ଭୁଲ ଭୁଲେୟା ୩’ନେଇ ଆସୁଛନ୍ତି । ଏହାର ଘୋଷଣା କାର୍ତ୍ତିକ…

ଜାଫରଙ୍କ ଘର ଭାଙ୍ଗିଲା ବୁଲ୍‌ଡୋଜର

ଲକ୍ଷ୍ନୌ, ୨।୩: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଅଭିଯୁକ୍ତ ଜାଫର ଅହମଦଙ୍କ ଘର ବୁଧବାର ନଗର ନିଗମ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଜାଫରଙ୍କ ଘରୁ ବନ୍ଧୁକ ସାଙ୍ଗକୁ ବହୁ ମାରଣାସ୍ତ୍ର ପୋଲିସ ଜବତ କରିଛି। ଜେଲରେ…

୨ ଟ୍ରେନ୍‌ ଧକ୍କା: ୪୦ ମୃତ

ଲାରିସା,୨ା୩: ଗ୍ରୀସ୍‌ର ଲାରିସା ସହର ନିକଟରେ ମଙ୍ଗଳବାର ମଧ୍ୟରାତ୍ରିରେ ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮୫ ଆହତ ହୋଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହାକୁ ଦେଶର ସବୁଠୁ…

କେମ୍ବ୍ରିଜ୍‌ରେ ରାହୁଲଙ୍କ ନୂଆ ଲୁକ୍‌

ଲଣ୍ଡନ, ୨।୩:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୫୨ ବର୍ଷୀୟ ରାଜନେତାଙ୍କ ନୂଆ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୭ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାହୁଲ…

‘ଆରଆରଆର’ର ‘ନାଟୁ ନାଟୁ’ ଗୀତରେ ଝୁମିମ ସାରା ବିଶ୍ୱ, ଓସ୍କାର ସେରିମନିରେ ହେବ ଲାଇଭ ପରଫରମାନ୍ସ

ମୁମ୍ବାଇ,୨ ।୩: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ମୁଭି ‘ଆରଆରଆର’ର ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । କେବଳ ଏହି ଫିଲ୍ମ ନୁହେଁ ବରଂ ଏହାର ‘ନାଟୁ ନାଟୁ’ ଗୀତର ନିଶା ଲୋକଙ୍କ ମୁଣ୍ଡରେ ଚଢିଯାଇଛି । ନାଟୁ ନାଟୁ…

କଏଦୀଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ମହିଳା ପୋଲିସ, ପ୍ରତିବଦଳରେ ନେଇଛନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୧ା୩: କଏଦୀମାନଙ୍କୁ କିପରି ଜେଲ୍‌ ଭିତରକୁ ମୋବାଇଲ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭିତରେ ଥାଇ ଅପରାଧ ଦୁନିଆରେ ଆତଙ୍କ ସୃଷ୍ଟି କରୁଛନ୍ତି, ତାହା ବହୁବାର ଦେଖିଥିବେ ବା ଶୁଣିଥିବେ। ବ୍ରିଟେନରେ ଠିକ୍‌ ଏହିଭଳି ଏକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ…

ଜାଫରଙ୍କ ଘର ଉପରେ ଚଢିଲା ବୁଲ୍‌ଡୋଜର

ଲକ୍ଷ୍ନୌ,୧।୩:ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଅଭିଯୁକ୍ତ ଜାଫର ଅହମଦଙ୍କ ଘର ବୁଧବାର ନଗରନିଗମ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଜାଫରଙ୍କ ଘରୁ ବନ୍ଧୁକ ସାଙ୍ଗକୁ ବହୁ ମରଣାସ୍ତ୍ର ପୋଲିସ ଜବତ କରିଛି। ଜେଲରେ ସଜା କାଟୁଥିବା ସମାଜବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?