ମ୍ୟାଚ ଦେଖିବାକୁ କାତାରରେ ମାରିଆମ୍
ଦୋହା, ୨୧ା୧୧: ବିଶ୍ୱକପ୍ ମ୍ୟାଚ ଟିକେଟ ୨୭ ବର୍ଷୀୟା ମାରିଆମ୍ଙ୍କ ପାଇଁ ଏକ ବହୁମୂଲ୍ୟ ଉପହାର। କ୍ରୀଡ଼ା ପ୍ରତି ତାଙ୍କର ରହିଛି ଅଶେଷ ଦୁର୍ବଳତା। କାତାରରେ ବିଶ୍ୱକପ୍ ଦେଖିବା ଲାଗି ତେହେରାନରୁ କାତାର ଗସ୍ତ କରିଛନ୍ତି। ସୋମବାର ଇଂଲଣ୍ଡ ବିପକ୍ଷରେ ଇରାନର…
ଫିଫା ବିଶ୍ୱକପ୍ର ଡେଙ୍ଗା ଦଳ ସର୍ବିୟା
କାତାର,୨୨।୧୧: କ୍ରୀଡାରେ ଉଚ୍ଚତାର ବିଶେଷ ଭୂମିକା ରହିଥାଏ। ବକ୍ସିଂ ପରି ଖେଳରେ ଉଚ୍ଚତାକୁ ହିଁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଏ। ଫୁଟବଲରେ ଯଦିଓ ଉଚ୍ଚତା ଅପେକ୍ଷା ଦକ୍ଷତା ଗୁରୁତ୍ୱ ବହନ କରିଥାଏ୍ ତେବେ ଉଚ୍ଚତା ଅଧିକ ଥିଲେ ଏହା ପଡିଆର ଉଭୟ…
ଇଂଲଣ୍ଡର ବୃହତ ବିଜୟ
ଦୋହା,୨୨ା୧୧ : କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ ବଳରେ ୬-୨ରେ ଇରାନକୁ ପରାସ୍ତ କରିଥିଲା ଇଂଲଣ୍ଡ। ଖଲିଫା ଷ୍ଟାଡିୟମରେ ଆତସବାଜି ପ୍ରଦର୍ଶନ ପରେ…
‘୧୨୫ କୋଟିର ଋଣ ମଞ୍ଜୁରୀ ପତ୍ର ବଣ୍ଟନ’
ଭୁବନେଶ୍ୱର,୨୧।୧୧: ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଏକ ଗ୍ରାହକ ସମ୍ମିଳନୀ ତଥା ମେଗା ଋଣ ଶିବିରର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ୧୨୫ କୋଟି ଟଙ୍କାର ଋଣ…
୧୬,୫୦୦ କୋଟିର ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ
ଭୁବନେଶ୍ୱର,୨୨।୧୧: ଦେଶର ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଆର୍ସଲମିତ୍ତଲ୍-ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍-ଏନ୍ଏସ୍ ଇଣ୍ଡିଆ) ଏସାର ଗ୍ରୁପଠାରୁ ୨ଟି ପୋର୍ଟସେଟ୍ ଏବଂ ଏକ ପାୱାର ପ୍ଲାଣ୍ଟ ଅଧିଗ୍ରହଣ କରିବା ସହ କର୍ପୋରେଟ୍ ଏବଂ ନିୟାମକ ଅନୁମୋଦନ ପାଇଁ ପ୍ରାୟ ୧୬,୫୦୦ କୋଟିର ଚୁକ୍ତି…
ଏସ୍ଭିଜିଓଆଇର ସ୍ବାଗତ ସମାରୋହ ଉତ୍ସବ
ଭୁବନେଶ୍ୱର,୨୨।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଗ୍ରୁପ ଅଫ୍ ଇନ୍ଷ୍ଟିଚ୍ୟୁଟ (ଏସ୍ଭିଜିଓଆଇ)ର ଏମବିଏ, ବିବିଏ, ବିସିଏ ଓ ପିଏମଆଇଆର ବିଭାଗର ବାର୍ଷିକ ସ୍ବାଗତ ସମାରୋହ ଉତ୍ସବ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ଉତ୍କଳ…
ଗୋଦରେଜ୍ ଲକ୍ସର ‘ହର୍ ଘର୍ ସୁରକ୍ଷିତ’
ନୂଆଦିଲ୍ଲୀ,୨୨।୧୧: ଗୋଦରେଜ୍ ଲକ୍ସ ପକ୍ଷରୁ ନିକଟରେ ଗୃହ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ନୂଆ କାର୍ଯ୍ୟକ୍ରମ ‘ଲାଇଭ୍ ସେଫ୍ ଓ ଲାଇଫ ଫ୍ରି’ର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏପରିକି ଗାଦରେଜ୍ ଲକ୍ସର ଜାତୀୟସ୍ତରର ଜନ ସଚେତନତା ଅଭିଯାନ…
ହଲ୍ ଅଫ୍ ଫେମ୍ ୨.୦ ରେ ୨୫ ଷ୍ଟାର୍ଟଅପ
ଭୁବନେଶ୍ୱର,୨୨।୧୧: ଷ୍ଟାର୍ଟଅପ ଓଡ଼ିଶା ଓ ଟିଆଇଇ ଭୁବନେଶ୍ୱର ପକ୍ଷରୁ ‘ହଲ୍ ଅଫ୍ ଫେମ୍ ୨.୦’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ ଓଡ଼ିଶାର ଏକଜିକ୍ୟୁଟିଭ ଚେୟାରମ୍ୟାନ…
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ନାପିଅର,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଆଜି ଖେଳାଯିବ। ନାପିଅରରେ ଉଭୟ ଦଳ ମୁହାଁମୁହିଁ ହେବେ। ସିରିଜର ପ୍ରଥମ ମ୍ୟାଚ ବର୍ଷା ଦ୍ୱାରା ଧୋଇ ହୋଇଯାଇଥିଲା। ଏଥି ସହିତ ଦ୍ୱିତୀୟ ଟି-୨୦ରେ…
ମୁସଲମାନ ବିବାହ ପୋକ୍ସୋ ଆଇନ ବାହାରେ ନୁହେଁ
କୋଚି ,୨୨ା୧୧: ପର୍ସନାଲ ଲ’ ଅଧୀନରେ ହେଉଥିବା ମୁସଲମାନ ବିବାହ ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ବାହାରେ ନୁହେଁ। ବିବାହ ନାଁରେ ନାବାଳିକାଙ୍କ ସହ ଯୌନକ୍ରିୟା ଅପରାଧ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଜଣେ ୩୧ ବର୍ଷୀୟ ଯୁବକ…
ପାର୍କିଂସ୍ଥଳର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଦିନକୁ ଦିନ ଯାନବାହାନ ସଂଖ୍ୟା ବଢ଼ୁଥିବାବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି। କେଉଁ କାରଣରୁ ଟ୍ରାଫିକ ସମସ୍ୟା ଅଧିକ ହେଉଛି, ସେନେଇ ବିଏମ୍ସି ତର୍ଜମା କରୁଛି। ଏହି କ୍ରମରେ ସହରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ, ବ୍ୟବସାୟିକ…
ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ନେଲେ ପୁଅ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଦାନ ମାଝି ଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ହୋଇଛି। ମା’ଙ୍କ ମୃତଦେହ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ଘରୋଇ ଆମ୍ବୁଲାନ୍ସରେ ନେବାକୁ ପାଖରେ ନ ଥିଲା ଟଙ୍କା। ଶେଷରେ ମୃତଦେହକୁ ଷ୍ଟ୍ରେଚର୍ରେ ଟାଣି ଟାଣି ନେଇଥିଲେ…
Archives


