Home Left

ପାର୍କିଂରେ ଠିଆ ହୋଇଥିବା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ଶୋଇଥିବା କଣ୍ଡକ୍ଟରଙ୍କ ଚାଲିଗଲା ଜୀବନ

ବେଙ୍ଗାଲୁରୁ,୧୦।୩: ବେଙ୍ଗାଲୁରୁରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ସରକାରୀ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ବସ୍‌ ଭିତରେ ଶୋଇଥିବା କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ବେଙ୍ଗାଲୁରୁର ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ (ବିଏମ୍‌ଟିସି) ବସ୍‌ଷ୍ଟାଣ୍ଡରେ ଘଟିଛି।…

ରଣବୀରଙ୍କ ପରେ ଏବେ ଏହି ଅଭିନେତା ଆସିବେ ସଞ୍ଜୟ ଦତ୍ତଙ୍କ ଭୂମିକାରେ

ମୁମ୍ବାଇ: ‘ଲଭ ହଷ୍ଟେଲ’ରୁ ବଲିଉଡରେ ପାଦ ଦେଇଥିବାରୁ ‘ହିରୋପନି୍ଥ ୨’ରେ ତାରା ସୁତାରିଆଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିବା ନବନିତ ମଲିକ କିଛି ଉଲ୍ଲେଖନୀୟ ପରିଯୋଜନାରେ ତାଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ସେ କୁହନ୍ତି ମୋ ଭଳି ଜଣେ ନବାଗତଙ୍କୁ…

ଟିଏମସି ନେତାଙ୍କ ଅଡୁଆ ବଢିଲା: ଆଉ ୧୧ ଦିନ ରିମାଣ୍ଡ ପାଇଁ ମିଳିଲା ମଞ୍ଜୁରୀ

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଶୁକ୍ରବାର ତାଙ୍କର ରିମାଣ୍ଡ ଅବଧି ସରୁଥିବା ବେଳେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧…

ପଶ୍ଚିମା ଝଡ଼ ପ୍ରଭାବରେ ଏହି ସବୁ ଜିଲାରେ ବିଜୁଳି,ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୩(ବ୍ୟୁରୋ): ସକ୍ରିୟ ରହିଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଂଶିକ ମେଘାଛନ୍ନ ରହିଛି। ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ, ବୌଦ୍ଧ ଏବଂ ମୟୁରଭଞ୍ଜ ଜିଲାର ଗୋଟିଏ ଦୁଇଟି…

ଲକଡାଉନରେ ମାଇଗ୍ରେଟ ୱାର୍କର୍ସଙ୍କ ସମସ୍ୟା କଥା କହୁଛି ‘ଭିଡ’ ପଳାୟନର ଦୃଶ୍ୟ ଦେଖିଲେ ଥରି ଉଠିବ ଛାତି

ମୁମ୍ବାଇ: କୋଭିଡ ୧୯ ମହାମାରୀର ଖରାପ ସମୟ ଉପରେ ପର୍ଯ୍ୟବେଶିତ ହୋଇଛି ଅପକମିଂ ଫିଲ୍ମ ‘ଭିଡ’ । ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ଶୁକ୍ରବାର ଟି-ସିରିଜ ତା’ର ୟୁଟ୍ୟୁବ ଚ୍ୟାଲେରେ ୨ମିନିଟରୁ ଅଧିକ ସମୟର ଲମ୍ବା ଭିଡିଓ ପୋଷ୍ଟ…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ବାରିପଦା ଅଫିସ,୧୦।୩: ଶିମିଳିପାଳ ଅଭୟାରଣ୍ୟକୁ ନିଆଁରୁ ସୁରକ୍ଷା ଏବଂ ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଦାବିକୁ ନେଇ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନିର୍ଦ୍ଦେଶରେ…

କଦଳୀଗଛ କଟାକୁ ନେଇ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୪ ଗୁରୁତର

ବାହାନଗା,୧୦।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ନଇଁଛଣପୁର ଗ୍ରାମରେ କଦଳୀଗଛ କଟାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖନ୍ତାପ ଥାନା ନଇଁଛଣପୁର ଗ୍ରାମର…

ନ୍ୟୁ ୟର୍କ ଟାଇମ୍ସ ଉପରେ ଅଭିଯୋଗ ଆଣିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୦ ।୩: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବର ନୁ ୟର୍କ ଟାଇମ୍ସ ସମେତ ବିଦେଶୀ ମିଡଆ ଉପରେ ଅଭିଯୋଗ ଆଣିଛନ୍ତି । ଏମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦୁଷ୍ପ୍ରଚାର କରିଥିବା ଅଭିଯୋଗ କରିଛନ୍ତି ଠକୁର ।…

ଅଷ୍ଟ୍ରେଲୀୟ ଅଧିନାୟକ ପାଟ କୁମିନ୍ସଙ୍କ ମା’ଙ୍କ ପରଲୋକ

ସିଡନୀ,୧୦।୩: ଅଷ୍ଟ୍ରେଲୀୟ ଦଳର ନିୟମିତ ଅଧିନାୟକ ପାଟ କୁମିନ୍ସଙ୍କ ମା’ ମାରିଆ କୁମିନ୍ସଙ୍କ ଦେହାନ୍ତ ହୋଇଛି। ମାରିଆ ଦୀର୍ଘ ଦିନ ଧରି କ୍ୟାନ୍‌ସର୍‌ ସହ ସହ ଲଢୁଥିଲେ। ଭାରତ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ୟାଟ କୁମିନ୍ସ ଦଳର ଅଧିନାୟକ ଥିଲେ। କିନ୍ତୁ…

ରୋହିତଙ୍କଠାରୁ ଚାପୁଡା ଖାଇବାରୁ ଅଳ୍ପକେ ବର୍ତ୍ତିଲେ ଇଶାନ

ଅହମ୍ମଦାବାଦ,୧୦।୩: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଅହମ୍ମଦାବାଦରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଶାନ କିଶାନଙ୍କ ଡେବ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ତାହା ହୋଇ ନ ଥିଲା। ଅଧିନାୟକ ରୋହିତ ଶର୍ମା ଉଇକେଟ କିପର କେ.ଏସ ଭରତଙ୍କ ସହ…

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତି ରଣବୀର, ନାଁ ଶୁଣିଲେ ଆଲିଆଙ୍କୁ ଲାଗିବ ଝଟ୍‌କା

ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ପୁଣି ଥରେ ବକ୍ସ ଅଫିସରେ ସଫଳତାର ସ୍ବାଦ ଚାଖିଛନ୍ତି। ତାଙ୍କ ଫିଲ୍ମ ‘ତୁ ଝୁଠି, ମୈ ମକ୍କର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ତାଙ୍କ ଫିଲ୍ମର ପ୍ରମୋଶନ ସମୟରେ ରଣବୀର…

ଏଚ୍‌୩ଏନ୍‌୨ ଭାଇରସ: ୩ ରାଜ୍ୟରୁ ୬ ମୃତ

ବେଙ୍ଗାଲୁରୁ,୧୦।୩: ଦେଶରେ ଏଚ୍‌୩ଏନ୍‌୨ ଭାଇରସରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କର୍ନାଟକ ହାସନ ଜିଲାର ହୋଇଥିବା ବେଳେ ଅନ୍ୟ ୫ ଜଣ ପଞ୍ଜାବ ଏବଂ ହରିଆଣାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?