ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍ ଝାମ୍ପିନେଲେ ଲୁଟେରା
କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍ ଲୁଟ୍ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବୁଧବାର ଅପରାହ୍ନରେ ଦୀପ୍ତିମୟୀ ରାଉତ ଫୁଲ ତୋଳୁଥିବାବେଳେ ଘର ନିକଟରେ ଜଣେ ଯୁବକ…
କ୍ରିକେଟର ମଇଳା ସଫା କରିବାକୁ ମୋ’ ପରିବାର ଓ୍ବାଶିଂ ମେଶିନ ହେବ ନାହିଁ: ଓ୍ବାର୍ନର
ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିୟ କ୍ରିକେଟ ଦଳର ତାରକା ଓପନର୍ ଡେଭିଡ୍ ଓ୍ବାର୍ନର ତାଙ୍କ ଉପରେ ଲାଗିଥିବା ଅଧିନାୟକତ୍ୱରେ ଆଜୀବନ ପ୍ରତିବନ୍ଧକର ସମୀକ୍ଷା ଆବେଦନକୁ ପ୍ରତ୍ୟାହାର କରୁଛନ୍ତି। ଏଥିସହିତ ସେ ଇଣ୍ଡିପେଣ୍ଡଣ୍ଟ ରିଭ୍ୟୁ ପ୍ୟାନେଲ ଏବଂ ଆସିଷ୍ଟାଣ୍ଟ କାଉନ୍ସିଲର ତିବ୍ର ସମାଲୋଚନା କରିଛନ୍ତି। ପ୍ୟାନେଲ୍…
‘ଆଇ ଲଭ୍ ୟୁ ଠୁ’ କହିଲେ କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନର ଫଳାଫଳ ବୁଧବାର ଘୋଷଣା କରାଯାଇଛି। ୨୫୦ଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ୧୩୪ଟି ଆସନ, ଭାଜପା ୧୦୪, କଂଗ୍ରେସ ୯ ଏବଂ ସ୍ବାଧୀନ ୩ଟି ଆସନ ଜିତିଛି। ନିର୍ବାଚନ ଫଳାଫଳକୁ ନେଇ…
‘ଅବତାର ୨’କୁ ନେଇ ଦର୍ଶକଙ୍କ ବଢୁଛି କ୍ରେଜ୍
ହଲିଉଡ ଫିଲ୍ମ ‘ଅବତାର ୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମ ଭାରତରେ ଡିସେମ୍ବର ୧୬ରେ ରିଲିଜ୍ ହେବାକୁ ଯାଉଛି। ଏହାପୂର୍ବରୁ ଆଡଭାନ୍ସ ବୁକିଂରେ ଫିଲ୍ମଟି ରେକର୍ଡ ଭାଙ୍ଗିଛି। ରିଲିଜ ହେବାର ଦଶ ଦିନ ପୂର୍ବରୁ ଭାରତରେ…
ଭାରତୀୟ ବୈଦେଶିକ ନୀତି ହେଉଛି ଲୋକଙ୍କ ସେବା କରିବା: ଜୟଶଙ୍କର
ନୂଆଦିଲ୍ଲୀ,୭।୧୨:ଭାରତର ବୈଦେଶିକ ନୀତିରେ ନିରନ୍ତର ବିକାଶକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଶଂସା କରିଛନ୍ତି। ‘ଭାରତର ବୈଦେଶିକ ନୀତିରେ ସର୍ବଶ୍ରେଷ୍ଠ ବିକାଶ’ ଉପରେ ପାର୍ଲାମେଣ୍ଟରେ ନିଜର ମନ୍ତବ୍ୟ ଦେଇ ଜୟଶଙ୍କର କହିଛନ୍ତି, ଦେଶର ବଢୁଥିବା ବିଶ୍ୱ ସ୍ବାର୍ଥ, ବିସ୍ତାର ପଦଚିହ୍ନ ଏବଂ…
ମା’ ହେବା ପରେ ଆଲିଆଙ୍କ ଫିଟ୍ନେସ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଝିଅ ହେବାର ମାସକ ପରେ, ନିତିଦିନିଆ କାର୍ଯ୍ୟକୁ ଫେରିଛନ୍ତି। ବୁଧବାର ଆଲିଆଙ୍କୁ ସେଲିବ୍ରିଟି ଟ୍ରେନର ଅନୁଷ୍କାଙ୍କ ଯୋଗ ଘର ବାହାରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଆଲିଆଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମସ୍ତେ…
ବଦଳିଗଲେଣି ଟେଲି ପରଦାର ‘ସଂସ୍କାରୀ ପୁଅ’
ବମ୍ବେ: ବଦଳିଗଲେଣି ଟେଲି ପରଦାର ସଂସ୍କାରୀ ପୁଅ ଅନସ ରଶିଦ। ଦିନ ଥିଲା ମହିଳା ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ଥିଲେ। ହେଲେ ଏବେ ଅନସ ବହୁତ ବଦଳିଯାଇଛନ୍ତି। ଲମ୍ବା ଚୁଟି ସାଙ୍ଗକୁ ଦାଢ଼ି-ନିଶ ତାଙ୍କ ଲୁକ୍କୁ ବିଲ୍କୁଲ୍ ବଦଳାଇଦେଇଛି। ଯେକେହି…
ସ୍ବାମୀଙ୍କୁ ଏମିତି କାମ କରିବାକୁ ମନା କରନ୍ତି କ୍ୟାଟ୍ରିନା
ବଲିଉଡର ହ୍ୟାଣ୍ଡ୍ସମ୍ ତଥା ଦକ୍ଷ ଅଭିନେତା ବିକି କୌଶଲ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ସେ ପ୍ରାୟତଃ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ବିକି ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ଏଭଳି ଭିଡିଓକୁ ତାଙ୍କ ସ୍ତ୍ରୀ ତଥା…
ଏମ୍ସିଡିର ଚୂଡାନ୍ତ ଫଳାଫଳ ପ୍ରକାଶିତ: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ
ନୂଆଦିଲ୍ଲୀ,୭।୧୨: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ଭୋଟ ଗଣନା ଶେଷ ହୋଇଛି। ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଏପିର ୧୩୪ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ଭାରତୀୟ ଜନତା ପାର୍ଟି ୧୦୪ଟି ଆସନ ଜିତିଛି। କଂଗ୍ରେସ…
ପ୍ରେମିକ ଦେଇନାହାନ୍ତି ଧୋକା, ହୋଇନି ବ୍ରେକ୍ଅପ୍
ବମ୍ବେ: ପ୍ରେମିକଙ୍କ ସହ ମିଛ ବ୍ରେକ୍ଅପ୍ ଡ୍ରାମା କରି ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ସୋସିଆଲ ମିଡିଆରେ ସେ ଗୋଟିଏ ପୋଷ୍ଟ କରିଥିଲେ। ଏହାପରେ ରକି ଜାୟସଓ୍ବାଲଙ୍କଠାରୁ ସେ ଅଲଗା ହୋଇଥିବା ଅନୁମାନ କରାଯାଉଥିଲା। ହେଲେ ଏସବୁ…
କାର୍ରେ ନେଉଥିଲେ ୭ ମେଣ୍ଢା, ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ଚୋର
କଣ୍ଟାପଡ଼ା,୭ା୧୨(ଡି.ଏନ୍.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଧିକାଂଶ ଅଞ୍ଚଳରୁ ଛେଳି ମେଣ୍ଢା ଚୋରି ହୋଇ ଆସୁଥିଲା। ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଗତ ରାତିରେ ଓଡି ୦୫ କ୍ୟୁ ୬୩୬୨ ନମ୍ବର ବିଶିଷ୍ଟ ଏକ କାର୍ରେ ୫…
ବିଚିତ୍ର ଫୁଲ
ଈଶ୍ୱର ଫୁଲଗୁଡ଼ିକୁ ଖୁବ୍ ସୁନ୍ଦର କରି ଗଢ଼ି ତୋଳିଛନ୍ତି। ଦୁନିଆରେ ଶହ ଶହ ପ୍ରକାରର ଫୁଲ ଫୁଟିଥାଏ। କିଛି ଫୁଲ ଏମିତି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କବିମାନେ ଫୁଲ ଉପରେ ଅନେକ କବିତା ବି ଲେଖିଛନ୍ତି। ଖାସ୍ କରି…
Archives


