ମେକଅପ୍ ନଷ୍ଟ ହୋଇଯିବାରୁ ପାର୍ଲର ବିରୋଧରେ ଥାନାରେ ପହଞ୍ଚିଲେ କନ୍ୟା
ଜବଲପୁର,୭।୧୨: ମଧ୍ୟପ୍ରଦେଶର ଜବଲପୁରରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ବିବାହ ପୂର୍ବରୁ କନ୍ୟାଙ୍କ ମେକଅପ୍ ନଷ୍ଟ ହୋଇଯିବାରୁ ସେ ପାର୍ଲର ବିରୋଧରେ ଥାନାରେ ପହଞ୍ଚିଛନ୍ତି। ପୋଲିସ ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ନେଇ ପାର୍ଲର ସଞ୍ଚାଳିକାଙ୍କୁ ପଚରାଉଚରା କରିବାକୁ ପ୍ରତିଶ୍ରୁତି…
ବଞ୍ଜି ଜମ୍ପିଂ ସମୟରେ ଛିଡ଼ିଗଲା ଦଉଡ଼ି, କୁମ୍ଭୀର ଥିବା ନଦୀରେ ଖସିପଡ଼ିଲେ ମହିଳା, ଆଉ ତା’ ପରେ…
ଆଜିକାଲି ଲୋକମାନେ ସେମାନଙ୍କର ଦୁଃସାହସିକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବହୁତ ପସନ୍ଦ କରୁଛନ୍ତି। ଇନ୍ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ରେ ଏହିପରି ଅନେକ ଭିଡିଓ ଦେଖିଥିବେ ନିଶ୍ଚିତ। ଯେଉଁଥିରେ ଲୋକମାନେ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ୍ ଦେଖାଇଥାନ୍ତି। ଜଣେ ମହିଳା ଠିକ୍ ଏମିତି ଏକ…
ବନ୍ଦ ରାସ୍ତା ପାଇଁ ଧାରଣାରେ ବସିଲେ ବର, ସୋସିଆଲ ମିଡ଼ିଆରେ ଭାଇରାଲ…
ଡେରାଡୁନ,୭।୧୨ : ଉତ୍ତରାଖଣ୍ଡରେ ଜଣେ ବର ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚି ବିବାହ ପରେ ଧାରଣାରେ ବସିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖରାପ ହୋଇଯାଇଥିବା ରାସ୍ତାକୁ ୨୦ ଦିନ ଧରି ବନ୍ଦ କରାଯାଇଥିଲା। ଏହା…
ମ୍ୟାଚ୍ ମଝିରେ ରୋହିତ ଶର୍ମା ଆହତ, ହସ୍ପିଟାଲ୍ରେ ଭର୍ତ୍ତି
ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଗୁରୁତର ଆହତ ହୋଇଛନ୍ତି। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ଏକ୍ସ-ରେ ପାଇଁ ଢାକାସ୍ଥିତ ଏକ ହସ୍ପିଟାଲ ନିଆଯାଇଥିଲା।…
‘ମମତା ଏତେ ପାପ କରିଛନ୍ତି, ଧୋଇବା ପାଇଁ ପୁଷ୍କର ସରୋବରରେ ଗାଧୋଇବା ଉଚିତ୍’
କୋଲକତା,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗଦେବା ପରେ ଆଜମେର ଶରିଫ ଏବଂ ପୁଷ୍କର ମନ୍ଦିର ପରିଦର୍ଶନ କରିଛନ୍ତି। ଆଜମେର ଶରିଫଙ୍କ ନିକଟକୁ ଯାଇ ମମତା ଚାଦର ଅର୍ପଣ କରିଥିଲେ, ସେ ପୁଷ୍କର ମନ୍ଦିରରେ ମଧ୍ୟ…
ପଦ୍ମପୁର ଉପନିର୍ବାଚନ: ଗୁରୁବାର ଆସିବ ଫଳାଫଳ
ପଦ୍ମପୁର,୭।୧୨(ଡି.ଏନ୍.ଏ.): ପଦ୍ମପୁର ଉପନିର୍ବାଚନର ଫଳାଫଳ ଗୁରୁବାର ଆସିବ। ଏଥିପାଇଁ ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଆର୍ଏମ୍ସି ଗୋଦାମରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଆଶା…
ଗଛକୁ ଧକ୍କା ଦେଲା ବାଇକ୍, ଚାଳକ ମୃତ
ଦିଗପହଣ୍ଡି,୭।୧୨(ଡି.ଏନ୍.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟପୁର କୁକୁଡାଫାର୍ମ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏହି ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍ ଚାଳକ ଜଣକ ସିଦ୍ଧଖଣ୍ଡି ଗ୍ରାମର ରବି ନାୟକ(୨୦) ବୋଲି ଜଣାପଡିଛି। ସୂଚନାଯୋଗ୍ୟ,…
ହୋଟେଲରେ ଲାଗିଲା ନିଆଁ
ଯାଜପୁର ଅଫିସ,୭।୧୨: ଯାଜପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ଏକ ରୁଚିକା ହେଟେଲରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ…
ହଷ୍ଟେଲ ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଛାତ୍ର
କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ସ୍ଥିତ ଧରଣୀଧର ସୟଂଶାସିତ ବିଦ୍ୟାଳୟର ଫକୀର ମୋହନ ଛାତ୍ରବାସର ଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଏଥିସହ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରବାସରେ ଝରକା…
ହନିଟ୍ରାପ୍ ଜରିଆରେ ବ୍ୟବସାୟୀଙ୍କଠୁଁ ଲୁଟିଛନ୍ତି ୮୦ ଲକ୍ଷ: ୟୁଟ୍ୟବରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୭।୧୨: ହନିଟ୍ରାପ୍ ମାଧ୍ୟମରେ ଜଣେ ୟୁଟ୍ୟୁବର ଜଣେ ବ୍ୟବସାୟୀଙ୍କଠାରୁ ୮୦ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ଗୁରୁଗ୍ରାମ୍ ପୋଲିସ ସୋମବାର ବିଳମ୍ବିତ ରାତିରେ ୟୁଟ୍ୟୁବରଙ୍କୁ ଦିଲ୍ଲୀରୁ ଗିରଫ କରିଛି। ୨୨ବର୍ଷୀୟ ନାମ୍ରା କାଦିରଙ୍କୁ ପୋଲିସ…
ଫିଲ୍ମରେ ନିଜ ଲୁକ୍କୁ ନେଇ ଟ୍ରୋଲ ହେଲେ ଅକ୍ଷୟ
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତାଙ୍କର ଗୋଟିଏ ପରେ ଫିଲ୍ମ ଫ୍ଲପ୍ ହୋଇଯାଇଥିଲା। ହେଲେ ଅଭିନେତାଙ୍କ ଅପକମିଙ୍ଗ୍ ମରାଠି ଫିଲ୍ମ ‘ବେଦାତ ମରାଠି ଭୀର ଦୌଡଲେ ସାତ’ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ…
ପାଣ୍ଠି ସଂଗ୍ରହ ପାଇଁ ବିଜ୍ଞାପନରେ ଶିଶୁଙ୍କ ଦୟନୀୟ ସ୍ଥିତି ଦେଖାଇବାକୁ ବାରଣ କଲା ଏନ୍ସିପିସିଆର
ନୂଆଦିଲ୍ଲୀ,୭।୧୨: ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍ସିପିସିଆର୍) ପକ୍ଷରୁ ବୁଧବାର ଏକ ନୋଟିସ୍ ଜାରି କରାଯାଇଛି। ଅଣ-ସରକାରୀ ସଂଗଠନଗୁଡିକୁ (ଏନ୍ଜିଓ) ପାଣ୍ଠି ସଂଗ୍ରହ ପାଇଁ ବିଜ୍ଞାପନରେ ଶିଶୁଙ୍କର ଦୟନୀୟ ସ୍ଥିତି ନ ଦେଖାଇବାକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ସଂସଦରେ…
Archives


