Home Left

ଆତିଶୀଙ୍କୁ ମିଳିଲା ସିସୋଡିଆଙ୍କ ସରକାରୀ ବାସଭବନ

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଶିକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଆତିଶୀଙ୍କୁ ଦିଲ୍ଲୀ ସରକାର ସିସୋଡିଆଙ୍କ ସରକାରୀ ବାସଭବନ ଦେଇଥିବା ସୂଚନା ମିଳିଛି।…

ଲୋକଙ୍କୁ ଅସୁବିଧାରେ ନ ପକାଇ ଆନ୍ଦୋଳନରୁ ବିତର ରୁହ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୧୭।୩(ବ୍ୟୁରୋ): ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଏଥିରୁ ବିରତ ରହିବାକୁ ଡ୍ରାଇଭରମାନଙ୍କୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିବେଦନ କରିଛନ୍ତି । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି।…

ରିଷଭ ପନ୍ତଙ୍କୁ ଭେଟିଲେ ଯୁବରାଜ: ଫଟୋ ଶେୟାର କରି, ହୃଦୟକୁ ଛୁଇଁଲା ଭଳି ଲେଖିଲେ ନୋଟ

ନୂଆଦିଲ୍ଲୀ,୧୭।୩: ଭାରତର ଷ୍ଟାର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ସବୁବେଳେ ତାଙ୍କ କାର୍ଯ୍ୟକଳାପର ଫଟୋ କିମ୍ବା ଭିଡିଓ ଶେୟାର କରିଥାନ୍ତି। ଇତିମଧ୍ୟରେ ସିକ୍ସର୍‌ କିଙ୍ଗ୍‌ ଭାବେ ଜଣାଶୁଣା ଯୁବରାଜ ସିଂ ଶୁକ୍ରବାର ରିଷଭ…

ପୁଣିଥରେ ଚମକାଇ ଦେଲେ ମାୟାବତୀ

ଲକ୍ଷ୍ନୌ,୧୭ ।୩: ଲୋକ ସଭା ଓ ଉତ୍ତର ପ୍ରଦେଶର ମ୍ୟୁନିସିପାଲ ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କର ଏକ ନିଷ୍ପତ୍ତିକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ମାୟାବତୀ ଏକ ଟୁଇଟ କରି ଦଳରେ କରିଥିବା ପରିବର୍ତ୍ତନକୁ…

୧୮୮ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ମୁମ୍ବାଇ,୧୭ା୩: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୮୮ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି। ଫଳରେ ଭାରତ ଆଗରେ ୧୮୯ ରନ୍‌ର ବିଜୟ ଟାଗେର୍ଟ ରଖିଛି ଅଷ୍ଟ୍ରେଲିଆ। ଭାରତର ଅଧିନାୟକ ଅଲ୍‌ରାଉଣ୍ଡର…

ପୁଣି ରାକେଶ ହେଲେ ଗଞ୍ଜାମ ଏନ୍‌ଏସି ଛାତ୍ର ବିଜେଡି ସଭାପତି

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ବିଜୁ ଜନତା ଦଳ ଛାତ୍ର ସଭାପତି ଭାବେ ପୁଣି ରାକେଶ ରଞ୍ଜନ ଦାସ(ସିଲୁ ) ମନୋନୀତ ହୋଇଛନ୍ତି l ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ରାକେଶ ବର୍ତ୍ତମାନ ବିଜେଡିର ଜଣେ ସକ୍ରିୟ ସଦସ୍ୟ ଏବଂ ଶୃଙ୍ଖଳିତ…

ସିସୋଡିଆଙ୍କ ବଢିଲା ଅଡୁଆ, ଆହୁରି ୫ ଦିନ ରିମାଣ୍ଡ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ରିମାଣ୍ଡକୁ ଆହୁରି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଇଡି ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଅନ୍ୟପଟେ, ସିସୋଡିଆ ତାଙ୍କ ଫୋନ…

ରାହୁଲର ଅର୍ଥ ଆର’ ରୁ ରିଗ୍ରେଟଫୁଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଗୃହ ନିୟମର ଏକ ବୁକଲେଟ ଦେବା ପାଇଁ ମୁଁ ଆଣିଥିଲି। ଯେଉଁଥିରେ ତାଙ୍କର…

ଦେହରେ ନିଆଁ ଲଗାଇ ଯୁବକଙ୍କ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ତହସିଲଦାର

ନୂଆପଡ଼ା ଅଫିସ,୧୭ା୩: ଜମି ବିକ୍ରି କରିବାକୁ ସହଯୋଗ ନ ମିଳିବାରୁ ନୂଆପଡ଼ା ସଦର ବ୍ଲକ ଜୋଙ୍କ ଥାନା ଆମସେନା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ (୩୬) ସଦର ତହସିଲ କାର୍ଯ୍ୟାଳୟରେ ପେଟ୍ରୋଲ ଢାଳି ଦେହରେ ନିଅଁା ଲଗାଇ ଦେଇଥିଲେ। ଗୁରୁତର…

ରୁଷିଆ ଯିବେ ଜିନ୍‌ପିଙ୍ଗ୍‌: ସ୍ପଷ୍ଟ କଲା ଚାଇନା ବିଦେଶ ମନ୍ତ୍ରଣାଳୟ

ବେଜିଂ,୧୭।୩: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଆସନ୍ତା ସପ୍ତାହରେ ରୁଷିଆ ଗସ୍ତ କରିବେ। ତାଙ୍କର ମସ୍କୋ ଗସ୍ତକୁ ଚାଇନା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଜିନ୍‌ପିଙ୍ଗ୍‌ ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବେ। ଜିନ୍‌ପିଙ୍ଗ୍‌ଙ୍କ ଏହି ଗସ୍ତ ରୁଷିଆ-ୟୁକ୍ରେନର ଯୁଦ୍ଧ…

ତହସିଲ କାର୍ଯ୍ୟାଳୟରେ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଯୁବକ

ନୂଆପଡ଼ା ଅଫିସ,୧୭ା୩: ଜମି ବିକ୍ରି କରିବାକୁ ସହଯୋଗ ନ ମିଳିବାରୁ ନୂଆପଡ଼ା ସଦର ତହସିଲ କାର୍ଯ୍ୟାଳୟରେ ଜଣେ ଯୁବକ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।…

ସନ୍ଧ୍ୟାରେ ମମତାଙ୍କୁ ଭେଟିବେ ଅଖିଳେଶ, ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

କୋଲକାତା,୧୭।୩: ସମାଜବାଦୀ ପାର୍ଟିର ବାର୍ଷିକ ସମ୍ମିଳନୀ କୋଲକାତାରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ସମ୍ମିଳନୀରେ ସାମିଲ ହୋବକୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କକା ଶିବପାଲଙ୍କ ସହ କୋଲକାତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ୨୦୨୪ ଲୋକ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?