୧୩ ଜିଲାରେ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ବାତ୍ୟା ମାଣ୍ଡୋସ ଯୋଗୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଛି। ଏଥିଯୋଗୁ ରାତ୍ରିର ତାପମାତ୍ରାରେ ୨ରୁ ୪ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା,…
ମେଧାବୃତ୍ତି, ସୋଲାର ନାଁରେ ୪ କୋଟି ଠକେଇ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ପ୍ରି-ମାଟ୍ରିକ ସ୍କଲାରଶିପ୍ (ମେଧାବୃତ୍ତି) ଓ ବିଭିନ୍ନ ଲୋକଙ୍କୁ ସୋଲାର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏଲ୍ଇଡି ବଲ୍ବ ଯୋଗାଇବା ଆଳରେ ଏକ ସଂସ୍ଥା ଓଡ଼ିଶାର ବିଭିନ୍ନ ଲୋକଙ୍କୁ ଫସାଇ ପ୍ରାୟ ୪ କୋଟି ଟଙ୍କା ଠକି ନେଇଛି। ଏହି ମାମଲାରେ…
୧୫ ଆଇନଜୀବୀ ଜେଲ ଗଲେ
ସମ୍ବଲପୁର,୧୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁର ଜିଲାରେ ଚାଲିଥିବା ଆନ୍ଦୋଳନକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ସୋମବାର ଏହା ଉଗ୍ରରୂପ ନେଇଥିଲା। ୧୪୪ ଧାରା ଲାଗୁ ସତ୍ତ୍ବେ ଓକିଲମାନେ କୋର୍ଟ ପରିସରକୁ ଧସେଇ ପଶି…
ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଚଟ୍ଟୋଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ଡିସେମ୍ବର ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଚଟ୍ଟୋଗ୍ରାମରେ ଖେଳାଯିବ। ଏହି ମ୍ୟାଚରେ ଭାରତ ନିୟମିତ ଅଧିନାୟକ ରୋହିତ…
‘୨୦୨୨ ହାତୀଙ୍କ ପାଇଁ ଖରାପ ବର୍ଷ’
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ୍,୧୪ା୧୨: ଶିମିଳିପାଳରେ ଦନ୍ତା ହାତୀକୁ ହତ୍ୟା କରି ଦାନ୍ତ କାଟି ମୃତଦେହକୁ ପୋଡ଼ି ପ୍ରମାଣ ନଷ୍ଟ କରିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ବନ ବିଭାଗର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ବନ୍ୟପ୍ରାଣୀ…
ଟ୍ରୋଲ ହେଉଛନ୍ତି ବିବେକ ଅଗ୍ନିହୋତ୍ରୀ
ବମ୍ବେ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍’ ଗୀତକୁ କଟାକ୍ଷ କରି ଫସିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଅଭିନେତାଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ଡିସେମ୍ବର ୧୨ରେ ‘ପଠାନ୍’ର ପ୍ରଥମ ଗୀତ ‘ବେଶର୍ମ ରଙ୍ଗ’ ରିଲିଜ ହୋଇଛି। ଏହାକୁ…
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶକ୍ତି ବିଭାଗର ସ୍ବତନ୍ତ୍ର ସଚିବ ତଥା ଓଏଏସ୍ ଅଫିସର ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଜେଲ୍ ଆଇଜି ଭାବେ…
ଟି୨୦ରୁ ରୋହିତ ହେବେ ବିଦା, ପ୍ରତି ଫର୍ମାଟ ଲାଗି ଭିନ୍ନ ଟିମ୍ !
ନୂଆଦିଲ୍ଲୀ,୧୩।୧୨: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ)। ନୂଆ ବର୍ଷଠାରୁ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚଳିତ ମାସ ୨୧ରେ ବୋର୍ଡର ଆପେକ୍ସ କାଉନସିଲରର ଏକ ବୈଠକ ହେବ। ଏଥିରେ ଭାରତୀୟ ଟିମ୍ରେ…
ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଉପରେ ଆକ୍ରମଣ…
କୋଲକାତା,୧୩।୧୨ : ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଦ୍ୟୁତ ଚକ୍ରବର୍ତ୍ତୀଙ୍କୁ ତାଙ୍କ ସରକାରୀ ବାସଭବନର ପ୍ରବେଶ ପଥରେ କେତେକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଯେତେବେଳେ ପ୍ରଫେସରଙ୍କୁ ଆକ୍ରମଣ କରାଯାଇଥିଲା ସେତେବେଳେ ଶାନ୍ତିନିକେତନ…
୫୦ ବର୍ଷରେ ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ, କହିଲେ-ମୁଁ ବହୁତ ଖୁସି
ନୂଆଦିଲ୍ଲୀ,୧୩।୧୨: ଦୁଇ ବର୍ଷର ହୋଇଥିବା ବେଳେ ପିତାଙ୍କୁ ହରାଇଥିଲେ। ହେଲେ ତାଙ୍କ ମା’ କେବେହେଲେ ତାଙ୍କୁ ପିତାର ଅଭାବ ଜାଣିବାକୁ ଦେଇ ନ ଥିଲେ। ଜୀବନରେ ଆଉ ଜଣେ ସାଥୀଙ୍କୁ ନଖୋଜି ସେ ନିଜର ସନ୍ତାନ ହିଁ ସବୁକିଛି ବୋଲି ମାନି…
ବଦଳିଗଲେଣି ସାଉଥ୍ ସୁପରଷ୍ଟାର ବିଜୟ, ଟ୍ରାନ୍ସଫର୍ମେଶନ ଦେଖି ପ୍ରଶଂସକ…
ହାଇଦ୍ରାବାଦ: ବଦଳି ଗଲେଣି ସାଉଥ ସୁପରଷ୍ଟାର ବିଜୟ ସେତୁପତି। ଦୀର୍ଘଦିନ ଧରି ପ୍ରଶଂସକଙ୍କ ନଜରରୁ ଦୂରରେ ଥିବା ବିଜୟ ହଠାତ ନିଜର ଟ୍ରାନ୍ସଫର୍ମେଶନକୁ ନେଇ ଚର୍ଚ୍ଚାରେ। ନୂଆ ଲୁକ୍ ସାଙ୍ଗକୁ ତାଙ୍କର ଷ୍ଟାଇଲ୍ ମନ ଜିଣୁଛି। ବିଜୟ ନିଜର ସୋସିଆଲ ମିଡିଆ…
ବଡ଼ ପରଦାରୁ ହଜି ଯାଇଛନ୍ତି ‘ଗଜନୀ’ ନାୟିକା ଆସିନ୍
ବମ୍ବେ: ଦିନ ଥିଲା ଦକ୍ଷିଣ ଭାରତୀୟ ସିନେମା ସହ ବଲିଉଡ୍ରେ ଅଭିନୟର ଯାଦୁ ଦେଖାଉଥିଲେ ଅଭିନେତ୍ରୀ ଆସିନ୍। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନଜର ଆସୁଥିଲେ ସେ। ହେଲେ ଏବେ ସେ ବଡ଼ ପରଦାରୁ ହଜିଯାଇଛନ୍ତି କହିଲେ ଚଳେ। ବିବାହ…
Archives


