ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ
ନୟାଗଡ଼ ଅଫିସ,୧୪।୧୨: ଚାଉଳ ନ ଫେରାଇ ୨ ମିଲରଙ୍କୁ ସିକ୍ୟୁରିଟି ଟଙ୍କା ଉଠାଣ କରିବା ପାଇଁ ସୁଯୋଗ ଦେବା ଘଟଣାରେ ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍ଓ) ବ୍ରଜବନ୍ଧୁ ନାୟକ ମଙ୍ଗଳବାର ନିଲମ୍ବିତ ହୋଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି…
ସନ୍ଦିପ୍ ପାଠକ ଏଏପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ
ନୂଆଦିଲ୍ଲୀ,୧୪।୧୨(ପି.ଟି.): ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସନ୍ଦିପ ପାଠକଙ୍କୁ ଆମ୍ ଆଦ୍ମୀ ପାର୍ଟି (ଏଏପି) ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ନିଯୁକ୍ତି ଦେଇଛି। ପାଠକ ପଞ୍ଜାବ ଏବଂ ଗୁଜରାଟ ପାଇଁ ଏଏପିର ନିର୍ବାଚନ ପ୍ରଭାରୀ ଭାବେ…
ଏକ୍ସପାଏରି ଔଷଧରେ ମୁଭି ପୋଷ୍ଟର
ନୟାଗଡ଼ ଅଫିସ,୧୪।୧୨: ଏକ୍ସପାଏରି ଇଞ୍ଜେକଶନ, ଟାବ୍ଲେଟ୍, ଟାବ୍ଲେଟ ଖୋଳ ଓ କ୍ୟାପ୍ସୁଲରେ ତିଆରି ହୋଇଛି ଓଡିଆ ଚଳଚ୍ଚିତ୍ର ଦମନର ପୋଷ୍ଟର । ୧୦ ଫୁଟ ଲମ୍ବ ଓ ୬ଫୁଟ ଓସାରର ଏହି ପୋଷ୍ଟର ତିଆରି କରିଛନ୍ତି ନୟାଗଡ଼ ଜିଲା ଗଣିଆ ବ୍ଲକ…
ଆଜିଠାରୁ ଅନୁଗୋଳରେ ଟେବୁଲ ଟେନିସ୍ ଚାମ୍ପିୟନଶିପ
ଅନୁଗୋଳ ଅଫିସ, ୧୪ା୧୨: ଅନୁଗୋଳ ଟେବୁଲ ଟେନିସ୍ ଏକାଡେମୀ ତଥା ଅନୁଗୋଳ ଷ୍ଟାଡିୟମସ୍ଥିତ ଇନଣ୍ଡୋର ହଲ୍ରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ବୁଧବାରଠାରୁ ଆରମ୍ଭ ହେବ। ଏହି ଚାମ୍ପିୟନଶିପରେ ୧୪ଟି ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ। ପୁରୁଷ…
ପୋଲିସ ସହ ବୋଲ୍ସୋନାରୋ ସମର୍ଥକଙ୍କ ସଂଘର୍ଷ
ରିଓ ଡି ଜେନେରୋ,୧୪।୧୨: ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସୋମବାର ସଂଘର୍ଷ ଘଟିଛି। ସମର୍ଥକମାନେ ଅନେକ ଗାଡ଼ି ପୋଡ଼ିଦେବା ସହ ସଂଘୀୟ ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସଂଘର୍ଷର କାରଣ…
ଜମିରହୁଛି ଆବର୍ଜନା ଜଳ
ବଅଁରପାଳ, ୧୪ା୧୨ (ଡି.ଏନ.ଏ.): ଶେଷହେଉନି ରାଜପଥ ସମ୍ପ୍ରସାରଣ କି ଡ୍ରେନ୍ ନିର୍ମାଣ। କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ଏହାକୁ ନେଇ ଅନୁଗୋଳ ଜିଲାରେ ବଢ଼ୁଛି ଜନ ଅସନ୍ତୋଷ। ବିଶେଷକରି ବଅଁରପାଳ ବ୍ଲକର ନାଲ୍କୋ ଏଫସିଆଇ ଛକଠାରୁ ସିପିପି ବଜାର ପର୍ଯ୍ୟନ୍ତ…
୩ ବର୍ଷରେ ୧୬ ଲକ୍ଷ ସାଇବର ଅପରାଧ
ନୂଆଦିଲ୍ଲୀ,୧୪।୧୨(ପି.ଟି.): ୨୦୨୦ରୁ ଇତିମଧ୍ୟରେ ଦେଶରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ସାଇବର ଅପରାଧ ଘଟିଥିବା ରିପୋର୍ଟ ହୋଇଛି। ସେଥିରୁ ୩୨,୦୦୦ରୁ ଅଧିକ ଘଟଣାରେ ଏତଲା ହୋଇଥିବା ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ନ୍ୟାଶନାଲ ସାଇବର କ୍ରାଇମ୍…
ଲୋକପ୍ରିୟ ହେବ ହକି ବିଶ୍ୱକପ୍
ଢେଙ୍କାନାଳ ଅଫିସ, ୧୪।୧୨: ହକି ବିଶ୍ୱକପ୍କୁ ଲୋକପ୍ରିୟ କରାଇବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜାନୁୟାରୀ ୨୭ରୁ ୨୯ ଯାଏ ମିନି ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ଏଥିସହ ଗ୍ରାମାଞ୍ଚଳରୁ ଜିଲାସ୍ତର…
ନଭଲଖାଙ୍କ ଗୃହବନ୍ଦୀ ମିଆଦ ବଢ଼ିଲା
ନୂଆଦିଲ୍ଲୀ,୧୪।୧୨: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ସାମାଜିକ କର୍ମୀ ଗୌତମ ନଭଲଖାଙ୍କ ଗୃହବନ୍ଦୀ ସମୟ ସୀମାକୁ ସୁପ୍ରିମକୋର୍ଟ ଜାନୁୟାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମଙ୍ଗଳବାର ଜଷ୍ଟିସ୍ କେ.ଏମ୍. ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି।…
ସଚେତନତା ବାର୍ତ୍ତା ବାଣ୍ଟୁଛି ସାଇକେଲ ଶୋଭାଯାତ୍ରା
ବ୍ରହ୍ମପୁର ଅଫିସ,୧୪।୧୨: ରୁଟ୍ସ ଅଫ ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ମିଶନ ଓଡ଼ିଶା ସହଯୋଗରେ ଗତ ୧୧ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରୁ ଟୁର ଦି କଳିଙ୍ଗ ସାଇକେଲ ଶୋଭଯାତ୍ରା ବାହାରିଛି। ଶୋଭାଯାତ୍ରାରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀମାନେ ସାଇକେଲରେ ଦୀର୍ଘ ୧୩୦୦ କିମି…
ନାକ୍ ମାନ୍ୟତା ପାଇଁ ପ୍ରସ୍ତୁତି ଜୋର୍ଦାର
ଗଞ୍ଜାମ,୧୪ା୧୨(ଡି.ଏନ୍.ଏ.): ଗଞ୍ଜାମ ସହର ଦାମୋଦରପୁରଠାରେ ଗଞ୍ଜାମ ମହାବିଦ୍ୟାଳୟ ଅବସ୍ଥିତ। ବର୍ତ୍ତମାନ ଏହି କଲେଜ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ପରିଲକ୍ଷିତ ହୋଇଛି। ଏହି ମହାବିଦ୍ୟାଳୟ ବହୁ ପୁରାତନ ହୋଇଥଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନାକ ମାନ୍ୟତା ମିଳି ପାରିନାହିଁ। କଲେଜ…
୫ ପାନୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ପୋଲସରା,୧୪ା୧୨(ଡି.ଏନ.ଏ.): ପୋଲସରା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳଯୋଗାଣକୁ ନେଇ ମଙ୍ଗଳବାର ୫ଟି ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ…
Archives


