Home Left

ଶିିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଅଶ୍ଳୀଳ ଗାଳି

ସମ୍ବଲପୁର,୨୨ା୩(ବ୍ୟୁରୋ): ଶିକ୍ଷକଙ୍କୁ ସମାଜରେ ସ୍ବତନ୍ତ୍ର ସ୍ଥାନ ଦିଆଯାଏ। ଏପରି କି ମାର୍ଗଦର୍ଶକ, ଆଦର୍ଶ ଭଳି ଗ୍ରହଣ କରାଯାଇଥାଏ। ହେଲେ ସମ୍ବଲପୁର ଜିଲାରେ ଖୋଦ୍‌ ଶିକ୍ଷା ବିଭାଗର ଜଣେ ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଭାବେ ଗାଳି କରିଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ…

ବାହାରିଲା ମଲା କୁକୁର

ବାହାନଗା, ୨୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ନାୟିକବନ୍ଧ ଛକ ନିକଟରେ ଥିବା ପୋଲତଳେ ବସ୍ତା ଭିତରେ କଟାମୁଣ୍ଡ ଥିବା ଗୁଜବ ପ୍ରଚାରିତ ହେବା ପରେ ସୋର ଥାନା ପୋଲିସ୍‌କୁ ନାକେଦମ ହେବାକୁ ପଡିଛି। ଶେଷରେ…

ଜୋର୍‌ ଧରିଲା ଆନନ୍ଦପୁର ଜିଲା ଦାବି

ଆନନ୍ଦପୁର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବି ଜୋର ଧରିଛି। ଲୋକଙ୍କ ମୌଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଏବେ ଜିଲା ଦାବିର ମଙ୍ଗ ଧରିଛନ୍ତି। ଆନନ୍ଦପୁରର ବିରଷ୍ଠ ନାଗରିକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କ ସହିତ ଉପକଣ୍ଡର…

୨୫ଦିନରେ ଧାରଣା, ମିଳୁନି ସୁଫଳ

ବରଗଡ଼ ଅଫିସ୍‌,୨୨ା୩: ବରଗଡ଼ ଜିଲା ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କର୍ମଚାରୀ ସଂଘ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଧାରଣାସ୍ଥଳରେ ରୋଷେଇ ସହ ଖରା, ବର୍ଷା ସହି ସେମାନେ ଧାରଣା ଜାରି…

ଗେଣ୍ଡୁଫୁଲ ଚାଷ ଦେଇଛି ପରିଚୟ

ଖଇରା, ୨୧।୩: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳସାସ୍ଥିତ ପଞ୍ଚାୟତସ୍ତରୀୟ ମହାସଂଘ ଜଗଜ୍ଜନନୀ ଗ୍ରୁପର ୬୦ସଦସ୍ୟ ଚଳିତବର୍ଷ ଗେଣ୍ଡୁଫୁଲ ଚାଷ କରି ସମଗ୍ର ଖଇରା ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନ୍ୟ ସଂଘଗୁଡିକ ପାଇଁ ମଧ୍ୟ ସ୍ବାବଲମ୍ବୀ ହେବାର…

କଲବଲ କଲାଣି ମଶା, କର୍ତ୍ତୃପକ୍ଷ ନୀରବ

ସୋନପୁର,୨୨ା୩(ନି.ପ୍ର.): ମଶା ଉପଦ୍ରବରେ ଅତିଷ୍ଠ ହେଲେଣି ସୁବର୍ଣ୍ଣପୁର ସହରବାସୀ । ରାତି କଥା ଛାଡନ୍ତୁ ଦିନରେ ବସିବା କି ଛିଡାହେବା କଷ୍ଟକର ହୋଇପଡିଛି। ମଶାଙ୍କ ବିତ୍ପାତରେ ସହରବାସୀ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଦିନରେ ବି…

ଡାକ୍ତର ପରମାନନ୍ଦଙ୍କୁ ଅନ୍ତର୍ଜାତୀୟ ଫେମ୍‌ ଆଓ୍ବାର୍ଡ

ସୋନପୁର,୨୨ା୩(ନି.ପ୍ର.): ସୋନପୁରର ଯୁବ ଦନ୍ତ ଚିକିତ୍ସକ ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଛି ଆନ୍ତର୍ଜାତୀୟ ଫେମ୍‌ ଆଓ୍ବାଡ୍‌। ଶ୍ରେଷ୍ଠ ଦନ୍ତ ଚିକିତ୍ସକ ବର୍ଗରେ ମନୋନୀତ ହୋଇ ସେ ଏହି ପୁରସ୍କାର ପାଇଛନ୍ତି। ଗତ ୧୮ ତାରିଖରେ ଦିଲ୍ଳୀର ଏକ ତାରକା ହୋଟେଲରେ ଆୟୋଜିତ…

ଧାରଣାରେ ବସିଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ସର୍ଜିକାଲ ଓ ଅର୍ଥୋପେଡିକ ଓଟି ୧୭ଦିନ ହେଲା ବନ୍ଦ ରହିଛି। ଏହାକୁ ତୁରନ୍ତ ଚାଲୁ କରିବା ଦାବିରେ ମଙ୍ଗଳବାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।…

ସୁନାଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଡେଲିମାର୍କେଟ ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ ହୋଇଛି। ରିପୋର୍ଟ ଲେଖିବା ପର୍ଯ୍ୟନ୍ତ (ରାତି ୯ଟା) ଥାନାରେ ଏ ନେଇ ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ମଙ୍ଗଳବାର ସନ୍ଧ୍ୟା ସାଢେ…

ଗର୍ଭରେ ବାଇସେପ ଦେଖାଇଲା ଛୁଆ

ୱାଶିଂଟନ: ଦୁଇ ଥର ଓସ୍କାର ଜିତିଥିବା ୪୮ ବର୍ଷୀୟା ଆମେରିକାନ୍‌ ଅଭିନେତ୍ରୀ ହିଲାରି ସ୍ବାଙ୍କ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ଯାଅଁାଳା ଛୁଆଙ୍କ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେଥିରେ ଗୋଟେ ପିଲା ବାଇସେପ ଦେଖାଉଥିବା ନଜରକୁ ଆସିଛି।…

ଗାଈକୁ ଦେଖାକରିବାକୁ ଆସେ ଚିତାବାଘ

ମୁମ୍ବାଇ: ସବୁବେଳେ ଶିକାରୀ ତା’ ଶିକାର ଅପେକ୍ଷାରେ ରହିଥାଏ। ଯେପରି ଗୋଟେ ହିଂସ୍ର ପ୍ରାଣୀ ତା’ ଶିକାରର ପିଛା କରି ଆସି ତାକୁ ଶିକାର କରିଥାଏ। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ଶିକାରୀ ତା’ ଶିକାରର ପ୍ରେମରେ…

ଗୋଡ଼ରେ ପରୀକ୍ଷା ଦେଇ ଚର୍ଚ୍ଚାରେ

ରାୟପୁର: ଛତିଶଗଡ଼ର ସୁରଗିଜା ଜିଲା ଅମ୍ବିକାପୁରର ଜଣେ ପରୀକ୍ଷାର୍ଥୀ ଗୋଡ଼ରେ ଦ୍ୱାଦଶ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ୧୭ ବର୍ଷୀୟ ମହେଶ ସିଂ ଗରିବ ପରିବାରର ହୋଇଥିବାବେଳେ ସେ ଫୋକୋମେଲିଆ ରୋଗରେ ପୀଡ଼ିତ। ଏହି ରୋଗ ପାଇଁ ତାଙ୍କ ହାତ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?