Home Left

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହିଞ୍ଜୋଳକୁଦା ପଞ୍ଚାୟତ ତାକରଡ଼ା ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ମାମୁ ଘରକୁ ବୁଲି ଆସିଥିବା ୨ ଶିଶୁକନ୍ୟା ପାଇଖାନା ଟାଙ୍କିରେ ପଡ଼ି ମୃତ୍ୟୁ ଘଟିଛି। ସିଦ୍ଧପୁର ଗ୍ରାମର କୁନା ସେଠୀଙ୍କ…

‘ପଠାନ୍‌’ ପାଇଁ ୧୦୦ କୋଟି ଚାର୍ଜ କରିଛନ୍ତି ଶାହାରୁଖ

ବମ୍ବେ: ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’। ଦୀର୍ଘ ୪ ବର୍ଷ ଧରି ବଡ ପରଦାରୁ ଦୂରରେ ଥିବାରୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ନିକଟରେ ଏହାର ଗୀତ ‘ବେଶର୍ମ ରଙ୍ଗ’…

ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା ବିକଶିତ ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ପ୍ଲାଟଫର୍ମ ଇଭି ବ୍ୟବହାରକାରୀଙ୍କୁ ଇଲେକ୍ଟ୍ରିକ ଭେଇକିଲ (ଇଭି) ଚାର୍ଜ କରିବା ପାଇଁ ନିକଟତମ ଇଭି ଚାଜର୍ର୍‌ ପାଖରେ…

ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା: ଏସ୍‌ପି ଅଫିସ ଘେରିଲେ ଭାଜପା କର୍ମୀ

ବଲାଙ୍ଗୀର ଅଫିସ,୧୪ା୧୨: ପୁଇଁତଳା ପ୍ୟାକ୍ସ ପରିଦର୍ଶନରେ ଯିବାବେଳେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଥିଲା। କିଛି ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ସହ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ।…

ସଚିନଙ୍କ ପରେ ପୁଅ ବି କଲେ କମାଲ୍‌

ମୁମ୍ବାଇ,୧୪।୧୨: ରଣଜୀ ୨୦୨୨-୨୩ ସିଜିନ୍‌ ଆରମ୍ଭ ହୋଇଛି। ଏହି ସିଜନରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଛନ୍ତି। ଅର୍ଜୁନ ଗୋଆରୁ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପିତା ସଚିନ…

ବିଦ୍ୟାଳୟରେ ତାଲା ପକାଇ ବାହାରେ ବସିଲେ ପିଲା

ଦେବଗଡ଼,୧୪ା୧୨(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଦେବଗଡ଼ ଜିଲା ରିଆମାଳ ବ୍ଲକ ସିମିଳିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୭୧…

ଦୁଇଟି ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ

ଦେବଗଡ଼,୧୪ା୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ପୁଲସ୍ତି ଧୀବର(୩୫)ଙ୍କୁ ଗିରଫ କରିଛି ପୋଲିସ। ପୁଲସ୍ତି ନିଜ ପାଖରେ ବେଆଇନ ବନ୍ଧୁକ ରଖି ନିୟମିତ ଜନ୍ତୁ ଶିକାର କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ପୁଲସ୍ତିଙ୍କ ପାଖରେ ବନ୍ଧୁକ…

ବଡ଼ ଉପଲବ୍ଧି ହାସଲ କଲେ ପନ୍ତ

ଚଟ୍ଟଗ୍ରାମ,୧୪।୧୨: ଚଟ୍ଟଗ୍ରାମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟକ୍ତିଗତ ସଫଳତା ହାସଲ କରିବାରେ ସଫଳ ହୋଇଥିଲେ। ସେ ୪୬ ରନର ଇନିଂସରେ ୨ ଛକା ମାରିଥିଲେ। ଟେଷ୍ଟ କ୍ରିକେଟରେ ସର୍ବାଧିକ…

ହାତକୁ ଦୁଇ ହାତ ହେଲେ ଦେବୋଲିନା ! ସିନ୍ଦୂର-ମଙ୍ଗଳସୁତ୍ର ପିନ୍ଧା ଫଟୋ ଭାଇରାଲ…

ବମ୍ବେ: ବିବାହ କରିନେଇଛନ୍ତି ଟେଲି ପରଦାର ଲୋକପ୍ରିୟ ବୋହୂ ଦେବୋଲିନା ଭଟ୍ଟାଚାର୍ଯ୍ୟ। ସୋସିଆଲ ମିଡିଆରେ ଅଭିନେତ୍ରୀ ନିଜର ଏକାଧିକ ଫଟୋ ଶେୟାର କରିବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ଫଟୋଗୁଡ଼ିକରେ ଦେବୋଲିନା ମେହେନ୍ଦୀ, ଲାଲ ଚୁଡି, ମଥାମଣି, ମଙ୍ଗଳସୂତ୍ର,…

୧୯୦ତମ ଜନ୍ମଦିନ ପାଳନ କଲା ସବୁଠୁ ବୟସ୍କ କଇଁଛ

ପ୍ରକୃତି ପ୍ରତ୍ୟେକ ଜୀବ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରଖିଛି। କେତେକ ପ୍ରାଣୀ କେବଳ ଗୋଟିଏ ସପ୍ତାହ ବଞ୍ଚନ୍ତି ତ ଆଉ କେତେକ ୧୦-୧୫ ବର୍ଷ ବଞ୍ଚିପାରନ୍ତି। ଠିକ୍‌ ସେମିତି ମଣିଷର ସର୍ବାଧିକ ବୟସ ୧୦୦ ବର୍ଷ ବୋଲି ବିବେଚନା…

୪ ବିଧାୟକ ଭାଜପାରେ ସାମିଲ

ଶିଲଂ,୧୪।୧୨: ମେଘାଳୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଏନପିପିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉଭୟ ଦଳର ମୋଟ ତିନିଜଣ ବିଧାୟକ ଭାଜପାରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ଭାଜପାରେ ଯୋଗ…

ହାତୀ ମୃତ୍ୟୁ ମାମଲା: ବନ୍ଧା ହେଲେ ୩ ବନ କର୍ମଚାରୀ

ବାରିପଦା ଅଫିସ,୧୪।୧୨: ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ହାତୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବନ ପରେ ୩ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଜ ଫରେଷ୍ଟର ଶିବଶଙ୍କର ସାମଲ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri