Home Left

ଟିକେଏମ୍‌ ପକ୍ଷରୁ ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍‌ ମଡ୍ୟୁଲ ଯୋଗାଣ

ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର(ଟିକେଏମ୍‌) ପକ୍ଷରୁ ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍‌ ମଡ୍ୟୁଲ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରତ୍ୟେକ କ୍ଷେତ୍ରର ଶକ୍ତି ଉପତ୍ାଦନ, ଭିତ୍ତିଭୂମି ପ୍ରସ୍ତୁତି ଏବଂ ଉପଭୋକ୍ତା ଗ୍ରହଣକୁ ଧ୍ୟାନରେ ରଖି କାର୍ବନ…

୩୫୦ ଲୋକଙ୍କୁ ଗୋଟିଏ ନଳକୂପ

ଦଶମନ୍ତପୁର,୭।୧ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ପାଇକପୁକି ଗ୍ରାମର ହରିଜନ ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସାହିବାସିନ୍ଦା ଦୂଷିତ ପାଣି ପାନୀୟ ଜଳ ରୂପେ ବ୍ୟବହାର କରି ଚଳୁଛନ୍ତି। ୭୦ ଘର ବିଶିଷ୍ଟ…

ବିହାରୀ ଠିକାଦାରଙ୍କ ଫଳକରେ ରାସ୍ତା ନିର୍ମାଣ

ବୈପାରିଗୁଡ଼ା,୭।୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି। ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭଗ ଜରିଆରେ ଅର୍ଥ ଆସୁଛି। ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ନିର୍ମାଣ କାମ ହେଉଥିବାବେଳେ…

ଫୁଡ୍‌ ଷ୍ଟାର୍ଟଅପ୍‌ ‘ଫ୍ୟାଟ୍‌ ଟାଇଗର’ ଉଦ୍‌ଘାଟିତ

ଭୁବନେଶ୍ୱର,୭ା୧: ମଲ୍‌ଟି ବ୍ରାଣ୍ଡ୍‌ ଫୁଡ୍‌ ଷ୍ଟାର୍ଟଅପ୍‌ ୟୁନିଟ୍‌ ‘ଫ୍ୟାଟ୍‌ ଟାଇଗର’ର ପ୍ରଥମ ଆଉଟଲେଟ୍‌ ସ୍ଥାନୀୟ ପଟିଆ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଉଟଲେଟ୍‌ ନିର୍ଦ୍ଦେଶିକା ନେହା ଗୁପ୍ତା ପାରୁଲ ଅଗ୍ରୱାଲ ଏବଂ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରିଥିଲେ।…

ରେଡ୍‌ମି ନୋଟ୍‌ ୧୨ସିରିଜ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୭ା୧: ସାଓମି ଇଣ୍ଡିଆର ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରେଡ୍‌ମିର ନୋଟ୍‌ ୧୨ ସିରିଜ୍‌ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ରେଡ୍‌ମି ନୋଟ୍‌ ୧୨ ପ୍ରୋ+ ୫ଜି ଓ ରେଡ୍‌ମି ନୋଟ୍‌ ୧୨ ପ୍ରୋ ୫ଜି ନିଜ ସେଗ୍‌ମେଣ୍ଟରେ ଦେଖାଯାଉଥିବା…

ଜିଡିପି ଅଭିବୃଦ୍ଧି ୭%ରେ ରହିବ

ନୂଆଦିଲ୍ଲୀ,୭ା୧: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପୂର୍ବାନୁମାନ କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାର ୭% ମଧ୍ୟରେ ରହିବ ବୋଲି କେନ୍ଦ୍ର ସରକାର ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

ମାଗଣା ଚାଉଳ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ବର,୭ା୧(ବ୍ୟୁରୋ): ମାଗଣା ଚାଉଳକୁ ନେଇ ବିଜେଡି, ଭାଜପା ଭିତରେ ମୁହଁାମୁହିଁ ପରିସ୍ଥିତି ଜାରି ରହିଛି। କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ୧୦…

୪୩ ବର୍ଷରେ ପାଦ ଦେଲା ନାଲ୍‌କୋ

ବଅଁରପାଳ, ୭।୧ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଶନିବାର ପ୍ରତିଷ୍ଠା ଦିବସ ପାଳନ କରିବ। ଚଳିତବର୍ଷ କମ୍ପାନୀ ୪୩ ବର୍ଷରେ ପଦାର୍ପଣ କରୁଛି। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ନାଲ୍‌କୋ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅବସର ନେବେ ଟେନିସ୍‌ ତାରକା

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ ମିର୍ଜା ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସେ…

ଦୁଲୁକିଲା ଆଇଜିଆଇଟି କ୍ୟାମ୍ପସ

ପରଜଙ୍ଗ, ୭।୧(ଡି.ଏନ୍‌.ଏ.): ପରଜଙ୍ଗ ବ୍ଲକ ସରାଙ୍ଗ ଆଇଜିଆଇଟି କ୍ୟାମ୍ପସ୍‌ ପରିସରରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଡା. ନୃସିଂହ ଚରଣ ସାହୁ, ସମ୍ମାନିତ ଅତିଥି ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ବିଡିଓ ସଂଗ୍ରାମ କେଶରୀ…

ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ନୁହଁ: ଶଙ୍କର ଓରାମ

ରାଉରକେଲା ଅଫିସ,୭ା୧: ଷ୍ଟିଲସିଟି ରାଉରକେଲାରେ ଆଉ ୬ ଦିନ ପରେ ପୁରୁଷ ବିଶ୍ୱକପ୍‌ ହକି ମ୍ୟାଚ୍‌ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଉରକେଲା ଗସ୍ତରେ ଆସି ବିଶ୍ୱର ସର୍ବବୃହତ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନର ୨୪ ଘଣ୍ଟା…

ହକିର ସ୍ବର୍ଣ୍ଣିମ ଦିନ ଫେରିଛି

କାମାକ୍ଷାନଗର, ୭।୧(ଡି.ଏନ୍‌.ଏ.): ଢେଙ୍କାନାଳରୁ ବିଦାୟ ନେବା ପରେ ପୂର୍ବାହ୍ନ ୧୧ଟାରେ କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପାଖରେ ପହଞ୍ଚତ୍ଥିଲା ଟ୍ରଫି। ସେଠାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହାକୁ ସମ୍ବର୍ଦ୍ଧିତ କରିଥିଲେ। ଜଗନ୍ନାଥ ବଜାର ଛକଠାରୁ ରାସ୍ତାର ଉଭୟ ପାର୍ଶ୍ୱରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri