ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା
ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ଅନୁକୂଳ ପାଗ ଯୋଗୁ ବିଶେଷଜ୍ଞ ଟିମ୍କୁ ପକ୍ଷୀଗଣନା କରିବା ସହଜ ହୋଇଥିଲା। ଜାନୁୟାରୀ ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ। ବିଗତବର୍ଷ ଅପେକ୍ଷା ଚଳିତବର୍ଷ…
ନିଆଁ ପୁଇଁବା ହେଲା କାଳ: ଶ୍ୱାସରୁଦ୍ଧ ହୋଇ ୫ ଶ୍ରମିକ ମୃତ
ଚଣ୍ଡିଗଡ,୯।୧: ପଞ୍ଜାବରେ ଏକ ଅଭାବନୀୟ ଘଟିଛି। ଏଠାରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ଏବଂ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଶ୍ରମିକ ବିହାରର ବେଗୁସରାଇ ଜିଲାର ବୋଲି…
ରାସ୍ତାରେ ଭାସୁଛି ଡ୍ରେନ୍ ପାଣି
ଲାଠୋର,୯ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ମୁଖ୍ୟରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରାୟ ୨୦ ମିଟର ଡ୍ରେନ ପୋତି ହୋଇ ଯିବାରେ ମଇଳା ପାଣି ମୁଖ୍ୟରାସ୍ତାରେ ଭାସୁଛି। ସେହି ରାସ୍ତା…
ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ହାତୀ ମୃତ
ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ହାତିବାରି-ବନ୍ଦେର ସଂରକ୍ଷିତ ଜଙ୍ଗଲରୁ ରବିବାର ସକାଳେ ଏକ ଦନ୍ତା ହାତୀର ମୃତହେଦ ଠାବ ହୋଇଥିଲା। ବନ ବିଭାଗ ହାତୀର ମୃତଦେହ ଜବତ କରିଥିଲା। ଖବରପାଇ ଘଟଣାସ୍ଥଳରେ ଭୁବନେଶ୍ୱରରୁ ଏସ୍ଟିଏଫ ଟିମ୍ ସହ ସମ୍ବଲପୁର ଆରସିିସିଏଫ…
ସଲମାନଙ୍କ ପାଇଁ ଅଟକି ରହିଛି ଏହି ବ୍ୟକ୍ତିଙ୍କ ବିବାହ
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ କ୍ରେଜ୍ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ରହିଛି। ତାଙ୍କ ପାଇଁ କିଛି ପ୍ରଶଂସକ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଆଉ କିଛି ପ୍ରଶଂସକ ସଲମାନଙ୍କ ନାଁରେ ହାତରେ ମଧ୍ୟ ଟାଟୁ କରନ୍ତି। ଉତ୍ତର…
ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା
ପରଜଙ୍ଗ,୯ା୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ଛକ ନିକଟରେ ରାଶନ ଦୋକାନ କରିଥିବା କ୍ଷୀରୋଦ ସାହୁଙ୍କ କର୍ମଚାରୀ ଜୟନ୍ତ ଆଚାର୍ଯ୍ୟ ସୋମବାର ଲୋଧଣି ଗ୍ରାମ୍ୟ ବ୍ୟାଙ୍କଙ୍କୁ ଟଙ୍କା ଡିପୋଜିଟ୍ କରିବାକୁ ଯାଇଥିବା ବେଳେ ୩ ଜଣ ଲୁଟେରା ବ୍ୟାଙ୍କ ସମ୍ମୁଖରେ…
କଇଁଛଙ୍କ ପ୍ରଜନନସ୍ଥଳୀରେ ପର୍ଯ୍ୟଟକଙ୍କ ଭୋଜିଭାତର ଆସର: ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଚାନ୍ଦବାଲି,୯ା୧(ଡି.ଏନ୍.ଏ.): ଭଦ୍ରକ ଜିଲା ବନବିଭାଗ ଅଧିନସ୍ଥ ଧାମରା-ଉଡ଼ାବାଲିକୁ କଇଁଛର ଆଶ୍ରୟସ୍ଥଳୀ କୁହାଯାଉଥିବା ବେଳେ ଏବେ ପର୍ଯ୍ୟଟକମାନଙ୍କର ଭୋଜିଭାତର ଆସର ସେଠାରେ ଜମୁଛି। ଏହି ଅଞ୍ଚଳରେ ପର୍ଯ୍ୟଟକମାନଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ରବିବାର ଶତାଧିକ ପର୍ଯ୍ୟଟକଙ୍କ ଗହଳିର…
୯୮ ବର୍ଷରେ ଜେଲ୍ରୁ ମୁକ୍ତ ହେଲେ ବୃଦ୍ଧ: ପୋଲିସ କଲା ପ୍ରଶଂସନୀୟ କାର୍ଯ୍ୟ
ସାଧାରଣତଃ ଅପରାଧ କରିଥିବା ବ୍ୟକ୍ତିଙ୍କୁ ଅନେକ ବର୍ଷ ଜେଲରେ ରହିବାକୁ ପଡେ। ବେଳେବେଳେ କିଛି ଲୋକ ନିଜ ଅପରାଧ ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଜେଲରେ ବିତାଇଥାନ୍ତି ଏବଂ ଶେଷ ମୁହୂର୍ତ୍ତରେ ମୁକ୍ତ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ପରିବାର ଲୋକମାନେ ସେମାନଙ୍କୁ…
ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ
ରାୟଗଡ଼ା ଅଫିସ,୯ା୧: ରାୟଗଡ଼ା ଜିଲା କୋଲନରା ବ୍ଲକର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ରବିବାର ରାତିରେ କିଶୋର ଚନ୍ଦ୍ର…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ, ୮ ଗୁରୁତର
ଲକ୍ଷ୍ନୌ,୯।୧: ୟୁପିର ଉନ୍ନାଓ ଜିଲାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ନେପାଳ…
ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଷ୍ଟ୍ରେଚରରେ ବୋହି ନଦୀପାର
ରାୟଗଡ଼ା,୯ା୧(ସ୍ବ.ପ୍ର.): ରାୟଗଡ଼ା ବ୍ଲକ କେରଡ଼ା ପଞ୍ଚାୟତ ଅନ୍ତର୍ଗତ ଖିଲମିସଗୁଡ଼ା ଏବଂ ୧୮ଖଣ୍ଡ ଗ୍ରାମବାସୀଙ୍କ ଗମନାଗମନ ସମସ୍ୟାରେ ସୁଧାର ଆସୁନି। ରୋଗୀ ଏବଂ ଗର୍ଭବତୀ ଏବେବି ବୁହା ହେଉଛନ୍ତି। ରବିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ଖିଲମିସଗୁଡ଼ା ଗ୍ରାମର ସତ୍ୟବତୀ ମାଣ୍ଡାଙ୍ଗି(୬୦)ଙ୍କୁ ଷ୍ଟ୍ରେଚରରେ ବୋହି ନଦୀପାର…
ପ୍ରତିବର୍ଷ ବଦଳୁଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ
କୁନ୍ଦୁରା,୯ା୧ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକରେ ବର୍ଷ ନ ପୂରୁଣୁ ବଦଳି ହୋଇ ଚାଲିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ। ଜୟପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମିଶ୍ର କୁନ୍ଦୁରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀରେ ୮ ମାସ ରହି…
Archives


