ଏଏସ୍ଜି ହସ୍ପିଟାଲ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ
ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲ ଏଏସ୍ଜି ନେତ୍ର ଚିକିତ୍ସାଳୟ, ଭୁବନେଶ୍ୱର ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଏଏସ୍ଜି ନେତ୍ର ଚିକିତ୍ସାଳୟଠାରେ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଟ୍ରାଫିକ୍ ଏସିପି…
ଗୁଣାତ୍ମକ ସେବାକୁ ଉଷାର ଗୁରୁତ୍ୱାରୋପ
ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଟ୍ରାଭେଲ୍ସ ସଂସ୍ଥା ଉଷା ଟ୍ରାଭେଲ୍ସ ପକ୍ଷରୁ ଏକ ୨୪ଘଣ୍ଟିଆ ଯାତ୍ରୀ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ବିଶେଷକରି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଉଷା ଟ୍ରାଭେଲ୍ସର ଏକ ଜାତୀୟ ଓ ଅନ୍ତର୍ଜାତୀୟ…
ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳର ବ୍ୟବସାୟିକ ସଫଳତା
ଭୁବନେଶ୍ୱର,୧୨।୧ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ଭୁବନେଶ୍ବର ମଣ୍ଡଳର ବ୍ୟବସାୟିକ ସଫଳତା ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ କାରବାର ଶେଷ ସୁଦ୍ଧା ମୋଟ ବ୍ୟବସାୟିକ ସ୍ତର ୨ଲକ୍ଷ କୋଟି ଟଙ୍କା ଅତିକ୍ରମ…
ବିଓବି କଟକ କ୍ଷେତ୍ର ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ
କଟକ,୧୨।୧: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବି ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ଆରମ୍ଭରେ ରାଜଭାଷା ଅଧିକାରୀ…
ଫେବୃୟାରୀ ୨୩ରେ ୫ମ ଓଟିସି
ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଶିଳ୍ପ ସଂଘ ‘ହୋଟେଲ ଏବଂ ରେଷ୍ଟରାଣ୍ଟ ଆସୋସିଏଶନ ଓଡ଼ିଶା (ହାରୋ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ୨୩ରେ ଓଡ଼ିଶା ଟୁରିଜମ୍ କନ୍କ୍ଲେଭ (ଓଟିସି)ର ୫ମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ଏପରିକି ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ…
ବରଫ ଆଚ୍ଛାଦିତ ରେଳ ଷ୍ଟେଶନ ଦେଖି ୟୁଜର କହିଲେ…
ପୃଥିବୀରେ ଏପରି କିଛି ସୁନ୍ଦର ସ୍ଥାନ ଅଛି, ଯାହା ସ୍ବର୍ଗଠାରୁ ବି କମ୍ ନୁହେଁ। ଏବେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ରେଳ ମନ୍ତ୍ରଣାଳୟର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଯେଉଁଥିରେ ତୁଷାରପାତ ଉପତ୍ୟକା ଦେଇ ଯାଉଥିବା…
ବ୍ରହ୍ମପୁର ବଡ଼ବଜାରରେ ‘ଟ୍ରେଣ୍ଡସ୍’ର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୧୨।୧: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ’ର ଆଉ ଏକ ଏକ୍ସକ୍ଳୁସିଭ ଷ୍ଟୋର ନିକଟରେ ବ୍ରହ୍ମପୁର ବଡ଼ବଜାରଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ୭୮୦୦ବର୍ଗ ଫୁଟ୍ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଅତ୍ୟାଧୁନିକ ଷ୍ଟୋରରେ ଗ୍ରାହକଙ୍କ ପାଇଁ…
କେଏଫ୍ସିର କ୍ରଞ୍ଚତ୍ଏଷ୍ଟ ବ୍ଲକ୍ବଷ୍ଟର ‘ଚିଜା’
ନୂଆଦିଲ୍ଲୀ,୧୨।୧: ଅନ୍ତଃରାଷ୍ଟ୍ରୀୟ ଫୁଡ୍ ବ୍ରାଣ୍ଡ୍ କେଏଫ୍ସିର ଲୋକପ୍ରିୟ ଖାଦ୍ୟ ‘ଚିଜା’ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି କଲ୍ଟ ଫାଭ୍ କେଏଫ୍ସି ଚିଜା ଚଳିତ ବର୍ଷକୁ ଆହୁରି ଖୁସିମୟ କରିବ। ଏପରିକି ଏହା ଏକ ବ୍ୟାଙ୍ଗ୍ ସହ ଫେରିଛି, ଯାହା…
ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓର ଆଲର୍ଟ, କାଶ ହେଲେ ବ୍ୟବହାର କରନା କଫ ସିରପ
ନୂଆଦିଲ୍ଲୀ,୧୨ ।୧: ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କହିଛି ଭାରତର ମ୍ୟାରିୟନ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ…
ଆଇଏଏସ୍ ଅଫିସର, ଆର୍ଜେଡି ନେତାଙ୍କ ନାଁରେ ମାମଲା
ପାଟନା,୧୨।୧: ଜଣେ ମହିଳା ଆଇନଜୀବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ଗଣବଳାତ୍କାର କରିବା ଅଭିଯୋଗରେ ବିହାରର ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୀବ ହଂସ ଏବଂ ପୂର୍ବତନ ଆର୍ଜେଡି ବିଧାୟକ ଗୁଲାବ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ବଳାତ୍କାର ସମ୍ପର୍କରେ…
ଲାକ୍ଷାଦ୍ୱୀପ ଏମ୍ପିଙ୍କୁ ୧୦ ବର୍ଷ ଜେଲ
କାଭାରାଟ୍ଟି,୧୨।୧: ହତ୍ୟା ଉଦ୍ୟମ ମାମଲାରେ ଲାକ୍ଷାଦ୍ୱୀପ ଏମ୍ପି ମହମ୍ମଦ ଫୈଜଲ ଓ ଅନ୍ୟ ୪ ଜଣଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡ ହୋଇଛି। ବୁଧବାର କାଭାରାଟ୍ଟି ଜିଲା ଓ ସେସନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହିତ ସେମାନଙ୍କ ଉପରେ ଲକ୍ଷେ…
ମଦ ପିଇବାର ନିରାପଦ ସୀମା ନାହିଁ
ନୂଆଦିଲ୍ଲୀ,୧୨।୧(ପି.ଟି.): ମଦ ପିଇବାର କୌଣସି ନିରାପଦ ସୀମା ନାହିଁ। ଯେତେ ଅଳ୍ପ ପରିମାଣର ମଦ ପିଇଲେ ବି ଏହା ଜଣକ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।…
Archives


