Home Left

ଭାରତୀୟ ବଂଶୋଦ୍ଭବ ରିଆଲିଟି ଶୋ’ ଷ୍ଟାର୍‌ଙ୍କୁ ୭୮ ମାସ ଜେଲ

ନ୍ୟୁୟର୍କ,୧୨।୧: ଦେଶବ୍ୟାପୀ ଟେଲିମାର୍କେଟିଂ ଜାଲିଆତି ସ୍କିମ୍‌ ଚଳାଇଥିବା ଭାରତୀୟ-ଆମେରିକୀୟ ରିଆଲିଟି ଟିଭି ଷ୍ଟାର ଜେନିଫର ଶାହାଙ୍କୁ ୭୮ ମାସ ଜେଲଦଣ୍ଡ ହୋଇଛି। ‘ରିଅଲ ହାଉସ୍‌ଓ୍ବାଇଭ୍ସ ଅଫ୍‌ ସଲ୍ଟ ଲେକ୍‌ ସିଟି’ରେ ଅଭିନୟ କରିଥିବା ୪୯ ବର୍ଷୀୟା ଶାହା ଟେଲିମାର୍କେଟିଂ ସହ ସମ୍ପୃକ୍ତ…

କାଲିଫର୍ନିଆରେ ବର୍ଷା ସାଙ୍ଗକୁ ଭୂସ୍ଖଳନ

କାଲିଫର୍ନିଆ,୧୨ ।୧: ଆମେରିକାର କାଲିଫର୍ନିଆରେ ଏବେ ଭିଷଣ ଥଣ୍ଡା ଅନୁଭୁତ ହେଉଛି । ଏହି ସମୟରେ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ର ଆଶଙ୍କା ଭିତରେ ସ୍ଥିତି ଆହୁରି ଖରାପ ହୋଇଯାଇଛି । ବନ୍ୟାପାଣି ସମ୍ପୂର୍ଣ୍ଣ ସହରରେ ମାଡି ଯାଇଛି । ଏହାକୁ ଦୃଷ୍ଟିରେ…

ଫାଷ୍ଟ ଲେଡିଙ୍କ ସଫଳ ଅସ୍ତ୍ରୋପଚାର, ବାହାରିଲା କ୍ୟାନସରର ଦୁଇଟି କୋଷିକା

ୱାଶିଂଟନ,୧୨ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନି ତଥା ଆମରିକାର ଫାଷ୍ଟ ଲେଡିଙ୍କର ହୋଇଛି ସଫଳ ଅସ୍ତ୍ରୋପଚାର । ତାଙ୍କ ଶରୀରରେ ବଢୁଥିବା କ୍ୟାନରରର ଦୁଇଟି କୋଷିକାକୁ ଡାକ୍ତରମାନେ ସଫଳତାପୂର୍ବକ ବାହାର କରି ଦେଇଛନ୍ତି । ଏବେ ସେ ବିପଦ…

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର…

ସହରରେ ବଢୁଛି ଚୋରି

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ସହରରେ କିଛି ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବୃଦ୍ଧିି ପାଇବାରେ ଲାଗିଥିବାରୁ ସହରବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। କେତେକ ବ୍ୟବସାୟୀ ସିିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ କ୍ଲିପ୍‌କୁ ନେଇ ଚୋରଙ୍କୁ ଧରିବାକୁ ଦାବି କରିଛନ୍ତି। ମାଗୁରଗାଡ଼ିଆରେ ଏକ ଲୁହା…

କେନ୍ଦୁଝର ସରକାରୀ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ନାମ ବଦଳିଲା

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ନାମ ବଦଳି ଧରଣୀଧର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ନାମରେ ନାମିତ କରାଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବୁଧବାର ଚିଠି ନଂ…

ଆଫଗାନିସ୍ତାନରେ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୋମା ବିସ୍ଫୋରଣ, ୨୦ ମୃତ

କାବୁଲ,୧୧।୧: ଆଫଗାନିସ୍ତାନର କାବୁଲ ସ୍ଥିତ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୁଧବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ବିଏଫ୍‌-୭ ଦ୍ୱାରା ସଂକ୍ରମିତ ହୋଇଛନ୍ତି ୨୦୦ରୁ ଅଧିକ ବିମାନ ଯାତ୍ରୀ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧: ଅନେକ ଦେଶରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତରେ ବିମାନ ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷଣ କରାଯାଉଛି। ଫଳାଫଳସ୍ବରୂପ ଅଧିକାଂଶ ଯାତ୍ରୀଙ୍କ ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନର…

ଦ୍ୱିତୀୟ ଦିନିକିଆରେ ବି ମିଳି ନ ପାରେ ସୁଯୋଗ !

ନୂଆଦିଲ୍ଲୀ,୧୧।୧: ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ଭାରତ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ପ୍ରଥମ ମ୍ୟାଚ୍‌ରେ ବିଜେତା ହୋଇଥିବାରୁ ଦଳ ଏହାକୁ ଜିତି ସିରିଜ ଉପରେ କବ୍ଜା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ। ଏମିତିରେ ଦଳରେ ସେଭଳି କିଛି ପରିବର୍ତ୍ତନ ହେବାର…

ରାଖୀଙ୍କ ସହ ବିବାହକୁ ପ୍ରେମିକ କଲେ ଖଣ୍ଡନ;କହିଲେ ‘ଏହା ମିଥ୍ୟା’

ବମ୍ବେ: ଆଜି କିମ୍ବା କାଲି ନୁହେଁ, ସାତ ମାସ ତଳୁ ସରିଥିଲା ବିବାହ। ହେଲେ ଏବେ ମୁହଁ ଖୋଲିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ଗୋଟିଏ ପଟେ ସେ ବିବାହର ପ୍ରମାଣ ସ୍ବରୂପ ଫଟୋ ଏବଂ ଭିଡିଓ…

ଶେଷ ହେବାକୁ ଯାଉଛି ‘ଭାରତ ଯୋଡୋ ଯାତ୍ରା’

ନୂଆଦିଲ୍ଲୀ,୧୧।୧: ଅନ୍ତିମ ଚରଣରେ ପହଞ୍ଚିବାକୁ ଯାଉଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଜାନୁୟାରୀ ୩୦ରେ ଏହାର ସମାପନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବ। ଏହାର ଭବ୍ୟ ସମାପନ ଲାଗି ଦେଶର ସର୍ବ ପୁରାତନ ଦଳ ନିଜର ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି।…

ହାତୀଛୁଆର ମୃତଦେହ ଉଦ୍ଧାର

ରାଇକିଆ,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାରବା ରେଞ୍ଜ ଅନ୍ତର୍ଗତ ଖମନଖୋଲ ଗ୍ରାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଛି। ବୁଧବାର ସକାଳୁ ଛୁଆ ହାତୀର ମୃତଦେହ ପଡ଼ିଥିବା ନେଇ ବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri