ସୂର୍ଯ୍ୟ ଉଦୟ ହେଲେ ବଦଳିଯାଏ ଭାରତର ଏହି ଅଞ୍ଚଳର ପୂରା ଦୃଶ୍ୟ
ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏହି ଅଞ୍ଚଳର ଦୃଶ୍ୟ ପୂରା ବଦଳିଯାଏ। ଏମିତି ସ୍ଥାନ ରହିଛି ରାଜସ୍ଥାନର ଚୁରୁରେ। ଏଠାରେ ପାଗକୁ ନେଇ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏଠାରେ ରାତିରେ…
ଯେଉଁମାନେ ମୋତେ ଜାଣି ନାହାନ୍ତି, ସେମାନେ ହିଁ ମୋ’ ବିଷୟରେ ଅନେକ କିଛି କହୁଛନ୍ତି: ପୃଥ୍ବୀ ଶ’
ନୂଆଦିଲ୍ଲୀ,୧୨।୧: ରଣଜୀ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଜାତୀୟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି ୨୩ ବର୍ଷୀୟ ପୃଥ୍ବୀ ଶ’। ବୁଧବାର ସେ ମୁମ୍ବାଇ ପକ୍ଷରୁ ୩୭୯ରନ୍ର ଇନିଂସ ଖେଳି ସର୍ବାଧିକ ରନ୍ କରିଥିବା ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି।…
ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
ମେଲବୋର୍ନ,୧୨।୧: ଅଷ୍ଟ୍ରେଲିଆରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ମେଲବୋର୍ନରେ ଥିବା ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖଲିସ୍ତାନ ସମର୍ଥକମାନେ ମନ୍ଦିର କାନ୍ଥରେ ଭାରତ ବିରୋଧୀ ଚିତ୍ର ମଧ୍ୟ ଆଙ୍କିଛନ୍ତି। ଆକ୍ରମଣ ହୋଇଥିବା ମନ୍ଦିରର…
ଟିମ୍ ଇଣ୍ଡିଆକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଶ୍ରୀଲଙ୍କା ଦିନିକିଆ ସିରିଜରୁ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରାଙ୍କୁ ଅନଫିଟ୍ କାରଣରୁ ବାଦ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଚୟନ ହେବା ପରେ ବୁମ୍ରାଙ୍କୁ ସାମିଲ କରାଯାଇଥିଲା। ତେବେ ଏହା ପରେ ସେ…
ଡିଡିଏଲ୍ଜେ ଗୀତ ଗାଇ ମନ ଜିଣିଲେ କିଙ୍ଗ୍ଖାନ୍
ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି। ‘ପଠାନ’ ସହ କିଙ୍ଗ୍ଖାନ୍ ସିଲ୍ଭର ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗୋଟିଏ ପଟେ ତାଙ୍କ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ‘ପଠାନ’କୁ…
ଜାନୁଆରୀ ୨୩ରେ ରାହୁଲ-ଆଥିୟାଙ୍କ ବିବାହ!
ଭାରତୀୟ କ୍ରିକେଟର୍ କେଏଲ ରାହୁଲ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ଜାନୁଆରୀ ୨୩ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ବିବାହ ଉତ୍ସବ ୩ ଦିନ ଧରି ଚାଲିବ। ୨୧…
କ୍ୟାମେରା ନ ଥିବାରୁ ପଗଡି ପିନ୍ଧିବାକୁ ମନା କଲେ ରାହୁଲ ଗାନ୍ଧୀ: ଭାଜପାର ଟାର୍ଗେଟ୍
ଅମୃତସର,୧୨।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବ ଦେଇ ଯାଉଛି। ପଞ୍ଜାବରେ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି। ଏବେ ତାଙ୍କ ପଗଡି ପିନ୍ଧିବାକୁ ନେଇ ମଧ୍ୟ ଏକ ନୂଆ…
ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ
ସିଡନୀ,୧୨।୧: ମହିଳା ଓ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ଉପରେ ତାଲିବାନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆଇସିସି ସୁପର ଲିଗର ଏକ ଅଂଶ ଭାବରେ ସଂଯୁକ୍ତ ଆରବ…
ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ଟ୍ରକ୍ ଜବତ, ୨ ଗିରଫ
ଓଡ଼ଗାଁ,୧୨ା୧(ସ୍ବ.ପ୍ର.): ଗୁରୁବାର ଭୋର୍ରୁ ସ୍ଥାନୀୟ ବନ ବିଭାଗ ରାତ୍ରି ପାଟ୍ରୋଲିଂରୁ ଫେରୁଥିବା ବେଳେ ବାଉଁଶଗାଡ଼ିଆ ନିକଟରୁ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି। ବନ କର୍ମଚାରୀ ସନ୍ଦେହଜନକ ଭାବେ ଅତିକ୍ରମ କରୁଥିବା ଓଆର୍ ୨୫ ଏମ୍ ୨୬୬୨ ନମ୍ବର ବିଶିଷ୍ଟ…
ବିଧାୟକ-ଜିଲାପାଳ ମୁହାଁମୁହିଁ
ବଲାଙ୍ଗୀର ଅଫିସ,୧୨ା୧: ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲା ପରିଷଦ ବୈଠକ ଚାଲିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି ।…
ଏଏପି ଏମ୍ପିଙ୍କୁ ୩ ମାସ ଜେଲ୍
ନୂଆଦିଲ୍ଲୀ,୧୨।୧: ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ ପାର୍ଟିର ବିଧାୟକ ଅନୁପ ସାଣ୍ଡାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ତିନି ମାସ ଜେଲ…
ମାଲିକଙ୍କ ସହ ସ୍କିପିଂ କରି ବିଶ୍ୱ ରେକର୍ଡ କଲା କୁକୁର, ଭିଡିଓ ଦେଖିଲେ…
ଦୀର୍ଘଦିନ ଧରି ଲୋକମାନେ ସେମାନଙ୍କର ଦକ୍ଷତା ଆଧାରରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣ ମଧ୍ୟ ନିଶ୍ଚୟ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ସେମାନଙ୍କର ଅନନ୍ୟ ପ୍ରତିଭା ସହିତ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ମଣିଷ କ୍ଷେତ୍ରରେ ଏହା ସମ୍ଭବ…
Archives


